Odisha State Scholarship Portal PDF
Document Details
Uploaded by UserReplaceableSerpentine2068
Govt. Science College / Govt. Higher Secondary School
2024
Tags
Related
- The Scholarship of Writing in Nursing Education (1st Canadian Edition) PDF
- Chapter 9 Learning Outcomes - Scholarship of Writing in Nursing Education PDF
- Odisha Higher Education Department Scholarship PDF
- Minority Scholarship Notice PDF
- Engineering Education in UK and USA PDF
- Workshop on Scholarship 2024-2025 PDF
Summary
This notice from the Govt. Science College / Govt. Higher Secondary School in Odisha announces the opening of the Odisha State Scholarship Portal for the application of Post-Matric scholarships. Students eligible for ST, SC, OBC/SEBC, and EBC categories are encouraged to apply for scholarships. The final application date is 15.12.2024.
Full Transcript
## OFFICE OF THE PRINCIPAL Govt. Science College / Govt. Higher Secondary School CHATRAPUR (Ganjam), PIN:761020 (Odisha) College e-Mail Address - [email protected] **Office Order No.: 3606/GSCC** **NOTICE** **Date: 02/11/2024** It is hereby informed to all UG and PG students that the State...
## OFFICE OF THE PRINCIPAL Govt. Science College / Govt. Higher Secondary School CHATRAPUR (Ganjam), PIN:761020 (Odisha) College e-Mail Address - [email protected] **Office Order No.: 3606/GSCC** **NOTICE** **Date: 02/11/2024** It is hereby informed to all UG and PG students that the State Scholarship Portal (http://www.scholarships.odisha.gov.in) is opened for the application of Post-Matric scholarships (Fresh and Renewal). The eligible ST, SC, OBC/SEBC and EBC students are advised to apply for the scholarship. The last date of application is 15.12.2024. Further, the students are informed to submit the following documents in hard copies in their respective departments in the next day of the completion of their online applications for the verification at institute level. 1. A copy of the printed application form with signature. 2. Copies of all the supporting documents of the application with self attestation. 3. A photo copy of the fresh/renewed identity card of the institution with self attestation. **Memo No. 3607 / GSCC/Dtd: 02.11.2024** Copy to GNB/GCR/BCR/Library/Website. ## ODISHA STATE SCHOLARSHIP PORTAL **ଓଡିଶା ସରକାର** **ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ** **ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ** **ODISHA STATE SCHOLARSHIP PORTAL** ସମସ୍ତ ଯୋଗ୍ୟ ଅନୁସୂଚିତ ଜନଜାତି/ ଅନୁସୂଚିତ ଜାତି/ ଅନ୍ୟାନ୍ୟ ପଛୁଆ ବର୍ଗ | ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ବର୍ଗ/ ଆର୍ଥିକ କ୍ଷେତ୍ରରେ ଅନଗ୍ରସର ବର୍ଗ ଛାତ୍ରଛାତ୍ରୀମାନଙ୍କର ଅନଲାଇନ୍ ରେ ନୂତନ ପାଠ୍ୟକ୍ରମ ନିମନ୍ତେ ପଞ୍ଜୀକରଣ ଏବଂ ନବୀକରଣ (ପୂର୍ବରୁ ପଞ୍ଜୀକୃତ) ପାଇଁ ଓଡିଶା ରାଜ୍ୟ ଛାତ୍ରବୃତ୍ତି ପୋର୍ଟାଲ ମାଧ୍ୟମରେ (ODISHA STATE SCHOLARSHIP PORTAL) ଦରଖାସ୍ତ ଆହ୍ବାନ କରାଯାଉଛି । ସମସ୍ତ ଯୋଗ୍ୟ କ୍ଷତ୍ରଛାତ୍ରୀମାନଙ୍କୁ ଅନୁରୋଧ କରାଯାଉଛି ଯେ ସେମାନେ ଦିଆଯାଇଥିବା URL http://www.scholarship.odisha.gov.in ରେ ପରିଦର୍ଶନ କରି ମାଟ୍ରିକ ପରବର୍ତୀ ଛାତ୍ରବୃତ୍ତି ପାଇଁ ନୂତନ ପଞ୍ଜୀକରଣ ଏବଂ ନବୀକରଣ ନିମନ୍ତେ ଆବେଦନ କରିପାରିବେ । **ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତି ପାଇବା ପାଇଁ ଯୋଗ୍ୟତା:** - ଆବେଦନକାରୀ ଯୋଗ୍ୟ ଅନୁସୂଚିତ ଜନଜାତି/ ଅନୁସୂଚିତ ଜାତି/ ଅନ୍ୟାନ୍ୟ ପଛୁଆ ବର୍ଗ | ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ବର୍ଗ/ ଆର୍ଥିକ କ୍ଷେତ୍ରରେ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀ ହୋଇଥିବା ଆବଶ୍ୟକ ଏବଂ ସେମାନେ ଓଡିଶାର ସ୍ଥାୟୀ ବାସିନ୍ଦା ହୋଇଥିବେ। - ସେ ସରକାରୀ/ ସରକାରୀ ସହାୟତାପ୍ରାପ୍ତ General/Technical/Professional ପାଠ୍ୟକ୍ରମରେ ଅଧ୍ୟୟନ କରୁଥିବେ। - ଅନ୍ୟାନ୍ୟ ପଛୁଆ ବର୍ଗ | ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ବର୍ଗ/ ଆର୍ଥିକ କ୍ଷେତ୍ରରେ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀମାନଙ୍କ ପରିବାରର ବାର୍ଷିକ ଆୟ ଟ ୨,୫୦,୦୦୦ |- (ଦୁଇ ଲକ୍ଷ ପଚାଶ ହଜାର ) ରୁ ଅଧିକ ହୋଇନଥିବ। - ଛାତ୍ରଛାତ୍ରୀମାନଙ୍କ ପୂର୍ବ ପରୀକ୍ଷାରେ ଅତି କମରେ ୫୦% ଭାଗ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବେ। | କ୍ର.ନଂ | କାର୍ଯ୍ୟ କ୍ରମ | ତାରିଖ | |---|---|---| | ୧ | ଦରଖାସ୍ତ ଆବେଦନ ନିମନ୍ତେ ପୋର୍ଟାଲ ର୍ଟାଲର ଖୋଲିବା ତାରିଖ | ୨୮.୧୦.୨୦୨୪ | | ୨ | ଦରଖାସ୍ତ ଆବେଦନ କରିବା ନିମନ୍ତେ ଶେଷ ତାରିଖ | ୧୫.୧୨.୨୦୨୪ | | ୩ | ଦରଖାସ୍ତ ଗୁଡିକ ଅନୁଷ୍ଠାନଦ୍ୱାରା ଯାଞ୍ଚ ଏବଂ ସମ୍ପୃକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କୁ online ପ୍ରେରଣ କରିବାର ଶେଷ ତାରିଖ | ୩୧.୧୨.୨୦୨୪ | | ୪ | ସମ୍ପୃକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀମାନଙ୍କ ଦ୍ବାରା ଦରଖାସ୍ତଗୁଡିକର online ମଞ୍ଜୁରୀ କରିବାର ଶେଷ ତାରିଖ | ୧୫.୦୧.୨୦୨୫ | **ଛାତ୍ରଛାତ୍ରୀମାନଙ୍କ ପାଇଁ ଗୁରୁତ୍ବପୂର୍ଣ ନିର୍ଦ୍ଦେଶାବଳୀ :** - ଓଡିଶା ରାଜ୍ୟ ଛାତ୍ରବୃତ୍ତି ପୋର୍ଟାଲ 68 "HOW TO APPLY" ବିଭାଗରେ ସମ୍ପୂର୍ଣ ନିର୍ଦ୍ଦେଶାବଳୀ ଜାଣିପାରିବେ । - OTP ମାଧ୍ୟମରେ ଆଧାର ପ୍ରାମାଣିକରଣ ହୋଇ ID ସୃଷ୍ଟି ହେବ, ତେଣୁ ଛାତ୍ରଛାତ୍ରୀମାନେ OTP ପାଇବା ପାଇଁ ସେମାନଙ୍କ ଆଧାର ନିଜର ସକ୍ରିୟ ଥିବା ମୋବାଇଲ୍ ନମ୍ବର ସହିତ ସଂଯୁକ୍ତ ହୋଇଥିବା ଆବଶ୍ୟକ । - ଭାରତ ସରକାରଙ୍କ ସର୍ଭ ଅନୁଯାୟୀ,ଏହି ଯୋଜନା ଅଧୀନରେ ଚଳିତ ବର୍ଷରୁ ଛାତ୍ରବୃରି ପାଇବା ପାଇଁ ସମସ୍ତ ଯୋଗ୍ୟ ଛାତ୍ରଛାତ୍ରୀମାନେ (ନୂତନ ଏବଂ ନବୀକରଣ) “ଓଡିଶା ରାଜ୍ୟ ଛାତ୍ରବୃତ୍ତି ପୋର୍ଟାଲ"ରେ (ODISHA STATE SCHOLARSHIP PORTAL) ନିଜର ବାୟୋ-ମେଟ୍ରିକ ପ୍ରାମାଣିକରଣ କରିବେ । ପୋର୍ଟାଲ ରେ ଆବେଦନକାରୀଙ୍କ ନିଜର ଲଗ-ଇନ ପେଜରେ ଏହି ବ୍ୟବସ୍ଥା ପ୍ରଦାନ କରାଯାଇଛି। ଏହାର ସବିଶେଷ ବିବରଣୀ OSSP ର ମୁଖ୍ୟ ପେଜ ରେ ଦିଆଯାଇଛି। - ଆବେଦନକାରୀର ସମ୍ପୂର୍ଣ ସୂଚନା ଯଥା ନାମ, ଲିଙ୍ଗ, ଜନ୍ମତାରିଖ (DOB), AADHAAR ରୁ ଅଣାଯିବ ଏବଂ ଏହା ଅପରିବର୍ତିତ ରହିବ | ଆବେଦନ କରିବା ପୂର୍ବରୁ, ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର AADHAAR ରେ (ନାମ ଏବଂ ଉପନାମ ବନାନ ଅନ୍ତର୍ଭୂକ୍ତକରି) ସଠିକ ନିଶ୍ଚିତ କରିବେ । - ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ, ଜନଜାତି ନାମ (Particularly Vulnerable Tribal Group (PVTG) ସମ୍ପର୍କୀୟ ଅତିରିକ୍ତ ସୂଚନା ପ୍ରଦାନ କରନ୍ତୁ | ଆବେଦନ କରିବା ସମୟରେ ବେସିକ ପ୍ରୋଫାଇଲ ପେଜରେ ଡ୍ରପ ଡାଉନ ତାଲିକାରେ ଦିଆଯାଇଥିବା ୧୩ଟି ଗୋଷ୍ଠୀ ତାଲିକା ମଧ୍ୟରୁ ସଠିକ ବିକଳ୍ପ ଚୟନ କରନ୍ତୁ ৩০°৩ ସୂଚନାକୁ ନେଇ କିଛି ଦ୍ବନ୍ଦ ଥୁଲେ ଦୟାକରି ଆପଣଙ୍କର ଜାତି ପ୍ରମାଣପତ୍ରକୁ ଅନୁସରଣ କରନ୍ତୁ | ଯଦି ଛାତ୍ରଛାତ୍ରୀ ନିଜର ଗୋଷ୍ଠୀ ବିଷୟରେ ଅବଗତ ନାହାନ୍ତି ସେମାନେ ନିଜର ପିତାମାତା ତାଙ୍କ ଠାରୁ ଆବଶ୍ୟକୀୟ ତଥ୍ୟ ଗ୍ରହଣ କରି ଏହା ପୂରଣ କରି ପାରିବେ । ଯଦି ଆପଣ PVTG ଗୋଷ୍ଠୀ ଅନ୍ତର୍ଭୁକ୍ତ ନାହାନ୍ତି, ତେବେ "NO" ଚୟନ କରନ୍ତୁ। - ଛାତ୍ରଛାତ୍ରୀମାନଙ୍କୁ ଆବେଦନ ପତ୍ର ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ କାଗଜପତ୍ର ଗୁଡିକର ହାର୍ଡକପି ଦାଖଲ ନକରିବାକୁ ପରାମର୍ଶ ଦିଆଯାଇଛି। ତେଣୁ ଆବେଦନକାରୀ ମାନଙ୍କୁ ଅନୁରୋଧ ସେମାନେ ଆୟ, ଜାତି, ମେଟ୍ରିକ, ବ୍ୟାଙ୍କ ଆକାଉଣ୍ଟ୍ ଇତ୍ୟାଦି ସମ୍ବନ୍ଧୀୟ ତଥ୍ୟ ସତର୍କତାର ସହିତ ପୋର୍ଟାଲରେ ପୂରଣ କରିବେ | ତଥାପି, ଯଦି ଆବଶ୍ୟକତା ଥାଏ ତେବେ DWO ଆବେଦନକାରୀଙ୍କ ଠାରୁ ହାର୍ଡ-କପି ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଡକ୍ୟୁମେଣ୍ଟ ମାଗି ପରିବେ | ଶିକ୍ଷାନୁଷ୍ଠାନ | DWO ସ୍ତରରେ ଯାଞ୍ଚ ପ୍ରକ୍ରିୟା ସମୟରେ ଯଦି କିଛି ଅସଙ୍ଗତି ମିଳେ ତେବେ, ସମ୍ପୃକ୍ତ ଛାତ୍ରବୃତ୍ତି ପ୍ରତ୍ୟାଖ୍ୟାନ କରାଯାଇପାରେ| - ପ୍ରଥମ ଥର ପାଇଁ ଆବେଦନ କରୁଥିବା କିମ୍ବା ନୂତନ ପାଠ୍ୟକ୍ରମରେ ନବୀକରଣ କରୁଥିବା ଛାତ୍ରଛାତ୍ରୀମାନେ ଓଡ଼ିଶାର ଇ-ଜିଲ୍ଲା ପୋର୍ଟାଲରୁ ଜାତି ଏବଂ ନୂତନ ଆୟ ପ୍ରମାଣପତ୍ର ପ୍ରାପ୍ତ କରି ତାହାକୁ ପୋର୍ଟାଲ ରେ upload କରିବେ । - ନୂତନ ପଞ୍ଜୀକରଣ କରୁଥିବା ଛାତ୍ରଛାତ୍ରୀମାନେ ମାଟ୍ରିକ୍ ଠାରୁ ଆରମ୍ଭ କରି ଏଯାବତ ପ୍ରାପ୍ତ କରିଥିବା ସମସ୍ତ ଶିକ୍ଷାଗତ ଯୋଗ୍ୟତାର ବିବରଣୀ ଏବଂ ପ୍ରମାଣପତ୍ର / ମାର୍କ-ସିଟ୍ ପୋର୍ଟାଲର ସମ୍ପୃକ୍ତ ବିଭାଗରେ ଅପଲୋଡ଼ କରିବେ | ନୂତନ ପାଠ୍ୟକ୍ରମରେ ନବୀକରଣ କରୁଥିବା ଛାତ୍ରଛାତ୍ରୀମାନେ ପୂର୍ବ ପରୀକ୍ଷାର ମାର୍କ Academic Details ବିଭାଗରେ ପ୍ରଦାନ କରିବେ । - ଆବେଦନ ସ୍ଥିତି ସମ୍ବନ୍ଧୀୟ ଗୁରୁତ୍ବପୂର୍ଣ ତଥ୍ୟ ପାଇବା ପାଇଁ ଛାତ୍ରଛାତ୍ରୀମାନେ ଏକ ସକ୍ରିୟ ମୋବାଇଲ ନମ୍ବର (ବିଶେଷତଃ whatsapp ନମ୍ବର) ପୋର୍ଟାଲରେ ପ୍ରଦାନ କରିବା ଆବଶ୍ୟକ | ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗୋଟିଏ ମୋବାଇଲ ନମ୍ବର କେବଳ ଗୋଟିଏ ଆବେଦନରେ ହିଁ ବ୍ୟବହାର କରାଯାଇପାରିବ। - ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ID ଏବଂ password ଗୋପନୀୟ ରଖିବାକୁ ଅନୁରୋଧ | ଯଦି ଆବେଦନକାରୀ ନିଜର ID କିମ୍ବା password ଅନ୍ୟକୁ ଜଣାଇଲେ କିମ୍ବା| ହସ୍ତାନ୍ତର କଲେ, ଯଦି ବୃଭି ରାଶିରେ କୌଣସି ଭୁଲ ପଇଠ ହୁଏ ବା କୌଣସି ପ୍ରକାରର କାରସାଦି ହୁଏ ସେଥିପାଇଁ ସମ୍ପୃକ୍ତ ଆବେଦନକାରୀ ଦାୟୀ ରହିବେ । **ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶାବଳୀ :** - ଭାରତ ସରକାରଙ୍କ ସର୍ଭାବଳୀ ଅନୁଯାୟୀ, ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ (Hol) ଏବଂ ସ୍କଲାରସିପ୍ ନୋଡାଲ୍ ଅଫିସର (INO) ମାନେ ୨୦୨୪-୨୦୨୫ରୁ ରାଜ୍ୟ ସ୍କଲାରସିପ୍ ପୋର୍ଟାଲରେ ବାୟୋମେଟ୍ରିକ୍ ଇ-କେଇସି ପ୍ରାମାଣିକରଣ କରିବା ଅନିର୍ବାଯ୍ୟ ଅଟେ | ପୋର୍ଟାଲରେ ଯେଉଁ ଶିକ୍ଷାନୁଷ୍ଠାନମାନଙ୍କ ବାୟୋମେଟ୍ରିକ୍ ଇ-କେଇସି ପ୍ରାମାଣିକରଣ ହୋଇଛି, କେବଳ ସେମାନେ ହିଁ ଆବେଦନ ଗୁଡିକୁ ଆଗକୁ ପ୍ରକ୍ରିୟାକରଣ କରିପାରିବେ। ପୋର୍ଟାଲ ରେ ଶିକ୍ଷାନୁଷ୍ଠାନ ଗୁଡିକର ନିଜର ଲଗ-ଇନ ପେଜରେ ବାୟୋମେଟ୍ରିକ୍ ଇ-କେଇସି ପ୍ରାମାଣିକରଣର ବ୍ୟବସ୍ଥା ରହିଛି| - ଅନୁଷ୍ଠାନ | DWO ମାନେ ଶେଷ ତାରିଖକୁ ଅପେକ୍ଷା ନକରି ଆବେଦନ ପାଇବାର ୭ ଦିନ ମଧ୍ୟରେ ନିଜର ପରବର୍ତ୍ତୀ ସ୍ତରକୁ ଆବେଦନ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। - ଯଦି ଆବଶ୍ୟକତା ଥାଏ, DWO ଅନୁଷ୍ଠାନ ଦ୍ବାରା ଅନୁମୋଦିତ ଆବେଦନ ତାଲିକାରେ ତାଙ୍କ ମୁଖ୍ୟଙ୍କ ଦସ୍ତଖତ ହୋଇଥିବା ହାର୍ଡ-କପି ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଡକ୍ୟୁମେଣ୍ଟ ମାଗି ପରିବେ। ଅନୁମୋଦିତ ହୋଇଥିବା ଆବେଦନର ତାଲିକା / ସାରାଂଶ ତାଲିକା ସେମାନଙ୍କ ଲଗ-ଇନ ପେଜରେ ପ୍ରିଣ୍ଟ କରିବା ପାଇଁ ଦିଆଯାଇ ଇଛି । **GOVERNMENT OF ODISHA** **ST & SC DEVELOPMENT AND MINORITY & OTHER BACKWARD CLASS WELFARE DEPARTMENT** **ODISHA STATE SCHOLARSHIP PORTAL** Applications for Post-Matric scholarship of eligible ST, SC, OBC/SEBC & EBC students for New Registration (FRESH) and RENEWAL (Already registered) for the year 2024-25 is invited through ODISHA STATE SCHOLARSHIP PORTAL. AII eligible students are requested to apply/renew for Post-Matric Scholarship by visiting http://www.scholarship.odisha.gov.in. **Eligibility Criteria for Post Matric Scholarship Scheme:** - Student shall belong to ST, SC, OBC/SEBC, EBC community and should be a permanent resident of Odisha. - The students should continue their Post Matriculation Studies in any general/technical or professional courses in any Government or Government recognized Private institutes. - The annual family income of the parent/guardian from all sources should not exceed Rs.2,50,000/- (Two Lakh Fifty Thousand) - In case of OBC/ SEBC and EBC students, scholarship award will be subject to at least 50% marks in last qualifying exam. | SI. | Activities | Renewal & Fresh | |---|---|---| | ୧ | Opening Date of Online Applications for students | 28.10.2024 | | ୨ | Closing date for submission of Online Applications by students. | 15.12.2024 | | ୩ | Last date for scrutiny & forwarding of Online Applications by Institutes. | 31.12.2024 | | ୪ | Last date for online sanction of Applications by the DWO concerned. | 15.01.2025 | **Important Instructions for Students:** 1. Students are advised to visit the portal and click on HOW TO APPLY button to know the complete procedure of Online Registration in Odisha State Scholarship Portal. 2. NEW IDs will be generated based on AADHAAR authentication through OTP. Therefore, students must ensure that their Aadhaar is linked with an operational mobile number to receive OTP and provide in scholarship portal for successful registration. 3. As per Govt. of India stipulations, all students, (FRESH (New Registration) & RENEWAL) will be required to go through bio-metric authentication in OSSP. For this, necessary facility has been provided in student login page. The detailed process has also been provided in home-page of OSSP. 4. While creation of ID for OSSP, Name, Gender and DOB will be fetched from the AADHAAR and will remain non-editable. Therefore, before confirming, students need to ensure that these details are correct in their AADHAAR (including spelling of the name & surname). 5. ST students are required to provide the tribe name they belong to and whether they belong to Particularly Vulnerable Tribal Group (PVTG). Please refer your caste certificate properly to choose the correct tribe name from the drop down list. In case you are confused regarding belonging to Particularly Vulnerable Tribal Group (PVTG), please check with your parent/grandparents with the list of 13 Particularly Vulnerable Tribal Groups provided in dropdown in Portal to ascertain if you belong to any of them. If not, please select option as NO. 6. Students are not required to submit hard copy of application and other documents to concerned institution. Therefore, at the time of filling details in application, students are requested to be diligent. Further, ensure to upload correct, valid & legible certificates in the portal for verification. Any mismatch found during scrutiny process at institution/DWO level will lead to rejection of application. However, in case of any requirement, DWO may seek hard-copies of application and other required documents from student/institution. 7. Students applying for the first time or renewing in new course need to obtain caste and fresh income certificate through e-district portal of Odisha and upload in the application. 8. Students are required to provide details of all educational qualifications received till date starting from matriculation in concerned section and upload the certificate/ mark-sheet of the same in concerned section. When you are Re-newing in New course, do not forget to add the details of most recent qualification attained from completion of the course in last academic year. 9. Students must provide an operative, active & unique mobile number (preferably a whatsapp linked number) to receive important messages regarding application status. As per Gol stipulation, one mobile number can be used against only one application. 10. Students are advised to keep their Unique ID & Password confidential. In case of any mis-credit/manipulation happens due to sharing of user id & password with others, student will be solely held responsible. **Important Instructions for Institutions:** 1. As per instructions of the Govt. of India, Head of the Institution (Hol) and Institution Nodal Officer (INO) dealing with scholarship programme require to mandatorily undergo Aadhaar based Biometric e-KYC in State Scholarship Portal from 2024-25 onwards. Only institutions who have successfully completed Aadhaar based Biometric e-KYC for Hol and INO will be able to process the scholarship applications. Please, visit the Bio-metric authentication TAB in your login for Biometric e-KYC. 2. Institutes are instructed to process the online application within 7 days of receipt of application in their login and forward the same to next level for further action without waiting till last date of application/processing. 3. In case of any requirement, DWO may ask institutions for ink-signed summary/application list of final approved applications downloadable in institution login. **Director ST** **ST & SCDev, M& BCW Department**