SCL CHAPTER - 08 (X) PDF
Document Details
Uploaded by CohesiveCyan
Tags
Summary
This document discusses various types of energy sources, including renewable and non-renewable options. It covers solar, wind, and hydro energy, and their applications. The text also describes energy conversion methods and the importance of energy conservation.
Full Transcript
ଅଷମ ଅ ାୟ ଶକିର ଉ (Sources of Energy) ଉପକମ ◆ କାଯ କରିବା ପାଇଁ ଶକି ଦରକାର । ◆ ଶକି ସୃଷି କରି ଏ ନାହ ବା ନଷ କରି ଏ ନାହ । CONTENTS ଶକିର ପକାରେଭଦ 01 ଉ ମ ଶକି ଉ 02 ଶକିର ଉ 03 (1) ଶକିର ପକାରେ...
ଅଷମ ଅ ାୟ ଶକିର ଉ (Sources of Energy) ଉପକମ ◆ କାଯ କରିବା ପାଇଁ ଶକି ଦରକାର । ◆ ଶକି ସୃଷି କରି ଏ ନାହ ବା ନଷ କରି ଏ ନାହ । CONTENTS ଶକିର ପକାରେଭଦ 01 ଉ ମ ଶକି ଉ 02 ଶକିର ଉ 03 (1) ଶକିର ପକାରେଭଦ ◆ ଶକି ବିଭନ ପକାରେର ଉପଲ ଧ ଏ ଏବଂ ଏକ ପକାରର ଶକି ଅନ ଏକ ପକାର ଶକିକୁ ରପାନରିତ େହାଇପାେର । ◆ ଏକ ଉ ସାନର ଏକ େପ କୁ ତଳକୁ ପକାଉ, େପ ଟି ତେଳ ପଡ଼ିବା େବେଳ େସଥେର ଥବା ସିତିଜ ଶକି (Potential energy) ସାଧାରଣତଃ ଶ ଶକି (Sound energy) କୁ ରପାନରିତ େହାଇଥାଏ । ◆ ଏକ ମହମବତିକୁ ଜାଳିବା, ମହମେର ଥବି ା ରାସାୟନିକ ଶକି (Chemical energy) ତାପ ଶକି (Heat energy)େର ରପାନରିତ ଏ । ◆ ଏହି ସି ାନେର ଉପନୀତ େହବା େଯ କାଯ କରିବାେବେଳ ବ ବ ତ ଶକି ରପାନରିତ ଏ ଏବଂ ବ ବହାରପେର ରପାନରିତ ଶକିକୁ ତାହାର ପୂବବ ୀ ରପକୁ େଫରାଯାଇପାେର ନାହ । (2)ଉ ମ ଶକି ଉ ◆ େଟ ଚଳାଇବା, ରାସାେର ଆେଲାକ ଜାଳିବା ଓ ଚାଷ ଜମିେର ପାଣି ମଡ଼ାଇବା ଇତ ାଦି ପାଇଁ ବିଦୁ ଶକି ବ ବହାର କରଥବାେବେଳ ବିଦୁ ଶକିର ବିକଳ ଭାେବ ଚାଷ ଜମିେର ପାଣି ମଡ଼ାଇବା ପାଇଁ ବା ଶକି ଉପେଯାଗ କରିଥାଉ । ◆ ଶାରିରୀକ ପରିଶମ ପାଇଁ େପଶୀେର ସ ତି ଶକି, ଯନ ପରିଚାଳନା ପାଇଁ ବିଦୁ ଶକି, ରା ିବା ପାଇଁ ତାପ ଶକି ବା ଅନ େଯେକୗଣସି ବ ବହାର ଉପେଯାଗୀ ଶକି େକୗଣସି ଏକ ଶକି ଉ ର ହ ଆସିଥାଏ । ◆ ଏହି ଶକି ଉ ଗୁଡ଼କି ର ପକାରେଭଦ, େସଗୁଡ଼କ ି ର ଆବଶ କତା ଓ ସେବାପରି ସଂର ଣ ବିଷୟେର ଜାଣିବା ଅପରିହାଯ । ◆ େଯଉଁ ଶକି ଉ (କ) ପତି ଘନଫଳ ବା ବ ତ ପତି ଅଧକ କାଯ କରିପାେର । (ଖ) ସହଜେର ଉପଲ ଧ େହାଇପାେର । (ଗ) ସହଜେର ସଂର ଣ କରାଯାଇପାେର । (ଘ) ସେବାପରି କ ବ ୟସାେପ େହାଇଥାଏ । ◆ ଏହାକୁ ଉ ମ ଶକି ଉ କହିବା । (3) ଶକିର ଉ ◆ ଶକି ଉ କୁ ଦୁ ଇଭାଗେର ବିଭକ କରାଯାଇପାେର । (କ) ନବୀକରଣେଯାଗ (Renewable source of energy) (ଖ) ନବୀକରଣଅେଯାଗ (Non-renewable source of energy) (କ) ନବୀକରଣେଯାଗ ଶକି ଉ ◆ ଏହି ପକାର ଶକି ଉ ର ଶକି ବ ବହାର କଲାପେର ପୁନବାର େସହି ଉ ସୃଷି କରି ଏ ବା ପାକୃ ତିକ ଉପାୟେର େସ ସମସ ଶକି ଉ ର ବାରମାର ଶକି ମିଳିଥାଏ । ◆ ଏହି ପକାର ଶକି ଉ ଗୁଡ଼କି ପାୟ ଅସରନି ଏବଂ େସଗୁଡ଼କ ି େର ପଚର ପରିମାଣେର ଶକି ଗ ତି ଥାଏ । ◆ ଉଦାହରଣ : େସୗରଶକି, େଜୖବବ ତ (Biomass)ର ଜାତ ଶକି, ଜଳ ଶକି, ବା ଶକି, ନାଭକୀୟ ଶକି, ଭତାପଜ ଶକି, ସମୁଦତର ଜାତ ଶକି ଇତ ାଦି । ସୂଯ ସକଳ ଶକିର ଆଧାର : ◆ ପୃଥବୀ ପୃଷେର େଯେତପକାର ଶକି ରହିଛ,ି େସଗୁଡ଼କି ର ମୂଳଉ େହଉଛି ସୂଯ । ◆ ଜଳେସାତ ଓ ବା େସାତଠାର ଆର କରି ବୃ ଲତାଦିେର ଥବ ି ା େଜୖବ ରାସାୟନିକ ଶକି, ଜୀବାଶ ଶକି ଆଦି ସମସ ଶକି େସୗର ଶକିର ହ ସୃଷ । ◆ ଜଳେସାତ ବା ବା େସାତ ସୂଯ କିରଣର ପଭାବେର ସୃଷି େହାଇଥାଏ । ◆ ଜଳେସାତ ସୂଯ କିରଣ ପଭାବେର ଉ ନ େହଉଥବ ି ା ବୃ ଷିପାତ େଯାଗଁୁ ସ ବ େହାଇଥାଏ । ◆ ସୂଯ କିରଣ ପଭାବେର ବା ମ ଳର ବିଭନ ସାନ ସମାନ ଭାେବ ଉ ପ େହଉନଥବାର ବା ଚାପେର ପାଥକ ରେହ । ଏହାହ ବା େସାତ ସୃଷି କରିଥାଏ । ◆ ଜଳେସାତେର ଉପଲ ଧ ଗତି ଶକିକୁ ଆେ ମାେନ ଡ ା, େବାଇତ ଇତ ାଦି ଚଳାଇବାେର ବିନେି ଯାଗ କରିଥାଉ । ◆ ବା େସାତକୁ ବ ବହାର କରି ପବନ ଚକିଠାର ଆର କରି ପାଲଟଣା େବାଇତ ପଭତି ଚଳାଇବା ସ ବ େହାଇଥାଏ । ◆ ବୃ ଲତାେର ଥବା େଜୖବରାସାୟନିକ ଶକି େସମାେନ ଆେଲାକେଶଷଣ ପ ତିେର ସୂଯ ାେଲାକର ଲାଭ କରିଥାନି । ◆ ଭମିକ ବା ଅନ େକୗଣସି ପାକୃ ତିକ ଉପାୟେର ଜ ଲପୂ ଭଖ ଓ ଜୀବଜ ମାଟି ତେଳ େପାତି େହାଇଗେଲ କାଳକେମ ଅତ ଧକ ଚାପ ଓ ତାପ େଯାଗଁୁ ତାହା େକାଇଲା, େପେଟାଲୟମ ଓ ପାକୃ ତିକ ଗ ା େର ରପାନରିତ େହାଇଥାଏ । ◆ ତାହା େହଉଛି ଜୀବାଶ ଜାେଳଣି ଏବଂ େସଗୁଡ଼କ ି ବ ବହାର କରି ଆେମ ତାପ ଶକି, ବିଦୁ ଶକି ଓ ଯାନିକ ଶକି ଆଦି ପାଇଥାଉ । ◆ ଏଥର ସଷ ଏ େଯ ସୂଯ ହ ସକଳ ଶକିର ଆଧାର ଏବଂ ଅସରନି ଶକିର ଉ । େସୗରଶକି (Solar energy) : ◆ ସୂଯ ପାୟ ପା ଶହ େକାଟି ବଷ େହଲା େସୗରମ ଳକୁ ବିପୁଳ ଶକି େଯାଗାଇ ଆସୁଛି ଏବଂ ଆ ରି ଅେନକ ବଷ ପଯ ନ ଶକି େଯାଗାଉଥବ । ◆ ଅନନ ଆକାଶକୁ େଯେତ ଶକି ବିକିରଣ କେର ତାହାର ଅତ ନ ସଳଭାଗ(ପାୟ ୫୦ ନି ତ ଭାଗର ୧ ଭାଗ) ପୃଥବୀପୃଷେର ପହ ିଥାଏ । ଅଥା ଏକ ନି ଷ ପରିମାଣର େସୗରଶକି ପୃଥବୀକୁ ମିଳିଥାଏ । ଏହାକୁ େସୗର ପବାହ (Solar flux) କୁ ହାଯାଏ । ◆ ଏକ ମିନି େର ପତି ବଗ େସ.ମି.କୁ ଏହାର ପରିମାଣ େହଉଛି ପାୟ 2 କ ାେଲାରୀ । ଏହା ଏକ ସିରା । ◆ େଯଉଁଶକି ପୃଥବୀପୃଷେର ପହେ ତାର ପାୟ ଅଧା ପୃଥବ ି ୀ ଅବେଶାଷଣ କେର ଏବଂ ଅବଶିଷ ପତିଫଳିତ ଓ ବିକିରିତ େହାଇ ମହାକାଶକୁ ଚାଲଯାଏ । ଏହି ପତିଫଳନକୁ ‘ ଆ େବେଡା’ (Albedo) କୁ ହାଯାଏ । ◆ ଅବେଶାଷିତ ଶକି, ପୃଥବୀ ପୃଷେର ଥବା େକାଇଲା ଓ େପେଟାଲଜାତ ଶକିଠାର ଯେଥଷ ଅଧୂକ। ◆ ହିସାବର ଜଣାଯାଇଛି, ଆମ ପୃଥବ ି ୀପୃଷେର ଏକ ବଗମିଟର ଅ ଳେର ଲମଭାବେର ପାୟ 1.2 କିେଲାୱାଟ େସୗରଶକି ପଡ଼ିଥାଏ । ◆ ଏ ସମସ ଶକିର ସଦୁ ପେଯାଗ କରାଯାଇପାେର ନାହ । ◆ ଆମ େଦଶ ବଷର ଅଧକାଂଶ ସମୟେର ପଚର େସୗରଶକି ଲାଭ କରିଥାଏ । ◆ ଏକ ବଷ ମ େର ଭାରତ େଯଉଁ େସୗରଶକି ଲାଭ କରିଥାଏ ତାହା 5000 ନି ତ କିେଲାଓାଟ ଆଓାର ଶକିଠାର ଅଧକ । ◆ ନିମଳ େମଘମୁକ ଆକାଶେର ପତିଦନ ି ପାୟ 4 ର 7 Kw h/m2 ଶକି ମିଳିଥାଏ । ◆ ଏକ କଳାପୃଷ, ଧଳାପୃଷ ବା ପତି ଫଳନ କରଥବା ପୃଷଠାର ଅଧକ ତାପ ଅବେଶାଷଣ କେର । ◆ େସୗର କୁ କ ବା ଚଲା (Solar cooker) ଓ େସୗର ଜଳଉ ାପକ (Solar water heater)ର କାଯ ପ ତି ଏହି ନୀତି ଉପେର ଆଧାରିତ । େସୗରଚଲା : ◆ େଯଉଁ ଉପକରଣ ଦାରା େସୗରତାପେର େରାେଷଇ କରାଯାଏ ତାକୁ େସୗରଚଲା ବା େସାଲାର କୁ କ କୁ ହାଯାଏ । ◆ ଏଥେର େସୗରତାପ ସିଧାସଳଖ େରାେଷଇ ଦବ କୁ ଗରମ କରିଥାଏ । ପତିଫଳକ ସଯ ୂ ରଶି ଗା ସି କଭ ଭତର ଧାତ ବାକ ା ଖାଦ ଥ ବା ପାତ ର ତାପେ ଆଧାର ପାତ ଶାଷି ଆ ାଦନ େସୗରଚଲା େସୗରଚଲାର ଗଠନ ଓ କାଯ ପ ତି : ି େହଲା ଆଧାରପାତ, ତାପେଶାଷୀ ଆ ାଦନ ଓ ପତିଫଳକ । ◆ େଗାଟିଏ େସୗରଚଲାର ପଧାନ ଅଂଶଗୁଡ଼କ (କ) ଆଧାର ପାତ : ◆ ଏଥେର ଜଳ ଓ ର ାଦବ ରଖବା ପାଇଁ ପାତମାନ ଥାଏ । ି ର ବାହାର ପାଖେର କଳା ର ର ପେଲପ ଦିଆଯାଇଥାଏ । ◆ ଅଧକ ତାପ ଅବେଶାଷଣ ପାଇଁ ଏହି ପାତଗୁଡ଼କ (ଖ) ତାପେଶାଷୀ ଆ ାଦନ : ◆ ଆଧାର ପାତର ଭତରପାଶେର କଳାର ର ପେଲପ ଦିଆଯାଇଥାଏ । ◆ ଏହାର ଉପରିଭାଗକୁ କାଚ ଫଳକେର ଆବୃ ତ କରାଯାଇଥାଏ । ◆ ଫଳତଃ ପାତର ଭତର ପାଶର ତାପମାତା ବୃ ିପାଏ । ◆ କି ପାତଦାରା ଅବେଶାଷିତ ତାପ ସହଜେର କାଚ ଆବରଣର ବାହାରକୁ ଯାଇପାେର ନାହ । (ଗ) ପତିଫଳକ : ◆ ସୂଯ କିରଣକୁ ସିଧା କିମା ଅବତଳ ପତିଫଳକ (Concave reflector) ସାହାଯ େର େକ ୀଭତ କରି ଆଧାର ପାତ ମ କୁ ପକାଯାଏ । ◆ ସୂଯ ର ଅବସାନ ଅନୁ ସାେର ଏହାକୁ ବିଭନ ଦିଗେର ଘୂରାଇ ସୂଯ କିରଣକୁ ଆଧାର ପାତ ଉପେର େଫାକ କରାଯାଇଥାଏ । ି ମ ଧାତ କିମା କାଚେର ପତିଫଳକ ତିଆରି େହାଇଥାଏ । ◆ ଆଲୁ ମିନୟ ◆ ଅଧକ ପତିଫଳନ ପାଇଁ ପତିଫଳକର ଭତରପୃଷକୁ ଅତି ମସୃଣ କରାଯାଇଥାଏ । ◆ ଏହାଦାରା ଆଧାର ପାତର ତାପମାତାକୁ ବଢ଼ାଇ ଏଥେି ର େରାେଷଇ ଦବ ଅଧକ ତାପମାତାେର ଗରମ କରାଯାଏ ଓ େରାେଷଇ କରାଯାଏ । େସାଲାର େସ : ◆ େସୗରଶକିକୁ ବିଦୁ ଶକିେର ପରିଣତ କରିବାପାଇଁ ବ ବ ତ ଉପକରଣକୁ େସୗର େସ (Solar cell) କୁ ହାଯାଏ । ◆ ଯାନବାହନ ଚଳାଇବାେର ଏବଂ େରଡ଼ିଓ ଓ େଟଲଭଜ ର ଯନପାତିେର ଏହି େସୗର େସ ବ ବହାର କରାଯାଉଅଛି । ◆ ଦୁ ଗମ ବରଫାବୃ ତ ପାବତ ା ଳେର ଓ ମହାକାଶ ଉପଗହେର ଯନପାତି ଚଳାଇବା ପାଇଁ େସାଲାର େସ ମା ମେର େସୗରଶକି ବ ବହାର କରିବା ସ ବ େହଲାଣି । ◆ େସୗର େସ ଉପେର ପଥମ ସଫଳ ଗେବଷଣା ୧୯୫୪ ମସିହାେର ଯୁକରା ଆେମରିକାର େବ େଟଲେଫା ଲାେବାେରେଟାରିେର କରାଯାଇଥଲା । ◆ େସୗର ତାପେର ଜଳ ଗରମକରି େସଥର ସୃଷ ଜଳୀୟବାଷ ସାହାଯ େର ଟରବାଇ ଘୂରାଇ ବିଦୁ ଉ ାଦନ କରିେହଲାଣି । ◆ େସୗର େସ େର େସୗରଶକିର ସିଧାସଳଖ ବିନେି ଯାଗ ବିଦୁ ବିଭବାନର (Potential difference) ସୃଷିକେର । େତଣୁ ଏହି ପ ତିକୁ ଆେଲାକ େଭା ଟୀୟ ପଭାବ (Photo voltaic effect) କୁ ହାଯାଏ । େସୗର େସ ◆ େଭା ଟୀୟ େସ (Voltaic cell)େର େଯପରି ବିଦୁ ବିଭବାନର ସୃଷି ଏ, େସହିପରି ଏକ ଅ ପରିବାହୀ (Semi conductor) ପଦାଥେର ଆେଲାକ ପଡ଼ି ବିଦୁ ବିଭବାନର ସୃଷି େହଉଥବ ି ାର ଏହି ପକିୟାର ନାମକରଣ ଏହିପରି େହାଇଅଛି । ◆ େସୗର େସ େର N-ପକାର ସିଲକ (Silicon)କୁ P-ପକାର ସିଲକ ଉପେର ଚପାଇ ରଖାଯାଇଛି । ◆ ସିଲକ ପରମାଣୁର ବାହ ତମ କ େର 4ଟି ଇେଲକଟ ଥବାର ଏହା ଚତଃସଂେଯାଜୀ (Tetravalent) । ◆ ସିଲକ ସଟିକେର ଆେସନି ମିଶାଇ N-ପକାର ସିଲକ ଏ। ◆ ଆେସନି ପ ସଂେଯାଜୀ (Pentavalent) େହାଇଥବାର ସିଲକନ ସହିତ ମିଶିବା େବେଳ େଗାଟିଏ ଇେଲକଟ ବଳିପେଡ଼ ଓ ଏହି ମୁକ ଇେଲକଟ ଚାଜବାହକ ରେପ କାଯ କେର । ଏହା ବିଯକ ୁ ଚାଜ େହାଇଥବାର ଏପରି ଆେସନି ମିଶା ସିଲକ କୁ N-ପକାର ସିଲକ କୁ ହାଯାଏ । ◆ ଯଦି ସିଲକ େର େବାର ଖାଦ ମିଶିଥାଏ ତାହା P-ପକାର ସିଲକ ଏ। ◆ N-ପକାର ସିଲକ ଓ P-ପକାର ସିଲକ ଉପେର ସୂଯ କିରଣ ପଡ଼ିେଲ ଯୁକ ଓ ବିଯକ ୁ ଅଗମ େର ବିଭବାନର ସୃଷି ଏ । ◆ ଉଭୟ ଅଗକୁ ପରିବାହୀ ତାରଦାରା ସଂେଯାଗ କେଲ ବିଦୁ ପବାହ ଏ । ◆ ଏହି ଉପକରଣେର ଆେଲାକ ପଡଥବା ପଯ ନ ବିଦୁ ପବାହ ଚାଲୁ ରେହ । ◆ ଏହିପରି ଭାବେର େସୗରେସ େର େସୗରଶକି ବିଦୁ ଶକିେର ପରିଣତ େହାଇଥାଏ । ◆ ଏକ େସୗରେସ ଆେଲାକିତ େହେଲ ପାୟ 0.5 ର 1.0V ପଯ ନ େଭାେଲଜ ସୃଷି କରିପାେର ଏବଂ ପାୟ 0.7 W ପଯ ନ ବିଦୁ ଶକି ଉ ାଦନ କରିପାେର । ଅଧକ ବିଦୁ ବିଭବାନର ସୃଷିପାଇଁ ଗୁଡ଼ଏ ି େସୗର େସ ପଙକି ଓ ସ େର ସଜାଇ ସଂଯୁକ କରାଯାଏ ଓ ଏହାକୁ େସାଲାର େସ ପ ାେନ (Solar cell panel) କୁ ହାଯାଏ । ◆ େସୗର େସ ତିଆରି ପାଇଁ ବ ବହାର େହଉଥବି ା ବିେଶଷ ଧରଣର ସିଲକ ସହଜେର ଉପଲ ଧ ଏନାହ । ◆ େସୗର େସ ର ସଂପୂ ତିଆରି ପକିୟା ମ ଅତ ନ ବ ୟବ ଳ । ◆ ପ ାେନଲ ପ ତି ପାଇଁ େସ ଓ େସ କୁ େଯାଡ଼ିବା ପାଇଁ ବ ବ ତ ସିଲଭର (Silver) ଏହି ଖ କୁ ବ ଗୁଣତି କରିଥାଏ । ◆ ବ ୟବ ଳ ପ ତି ଓ ସଳ ଉପାେଦୟତା ସେ ମହାକାଶକୁ େପରିତ ଉପଗହ, ଦୁ ଗମ ପାବତ ା ଳେର ଥବା େବତାର ଓ ଦୂ ରଦଶନ େକ ଏବଂ ଟାଫ ସେ ତ ଇତ ାଦିେର େସାଲା େସ ର ପେୟାଜନ ଓ ବ ବହାର ଯେଥଷ ଅଧକ । ପବନ ଶକି (Wind energy) : ◆ ପବନ ଶକିର ବ ବହାର ଅତି ପାଚୀନ । ◆ ପାୟ ପା ହଜାର ବଷ ପୂେବ ମିଶର (ଇଜି ଟ)େର ପବନଶକି ବ ବହାର କରି ପାଲଟଣା ଡ ା ଚଳାଯାଉଥଲା । ◆ ବ କାଳର ସମୁଦତଟ େଦଶମାନ େର ପାଲଟଣା ଜାହାଜେର େନୗବାଣିଜ ଚାଲୁ ଥଲା । ◆ ପେର ପବନ କଳ (Windmill) ସାହାଯ େର କାଠଚିରା, ଅଟାେପଷା, େତଲେପଡ଼ା ଇତ ାଦି ଅେନକ କାଯ କରାଗଲା । ◆ ଭପୃଷ ବା ସମୁଦ ସୂଯ କିରଣ ଦାରା ଅସ ଳିତ ଭାେବ ଗରମ େହେଲ େସ ସାନକୁ ପବନ ବହିବାକୁ ଆର କେର । ◆ ବା ର ଏହି ଗତିଜ ଶକିକୁ ବିଭନ ପକାର କାଯ କରିବା ପାଇଁ ବ ବହାର କରାଯାଇପାେର । ◆ ପୂବକାଳେର ପବନ କଳ ଦାରା ଉ ାଦନ କରାଯାଉଥବ ି ା ଏହି ଶକିକୁ ହ ଯାନିକ କାଯ େର ବ ବହାର କରାଯାଉଥଲା । ◆ ଉଦାହରଣସରପ େଗାଟିଏ ପାଣି ଉେ ାଳନ ପ େର ପବନ କଳର ଘୂ ନ ଶକିକୁ ବିନେି ଯାଗ କରି କୂ ଅର ପାଣି ଉଠାଯାଇପାେର । ପବନ କଳ ◆ ପବନ କଳ ସାହାଯ େର ବା ର ଗତିଜ ଶକିକୁ ଉପେଯାଗ କରି େଜେନେରଟ (Generator) ଚଳାଇ ବିଦୁ ଶକି ଉ ାଦନ କରାଯାଇଥାଏ । ି ପେପଲ (Propeller) ଖ ା ଯାଇଥାଏ । ◆ ଏଥପାଇଁ ଏହି କଳେର େକେତଗୁଡ଼ଏ ◆ ଏହାର ବ ାସ ପାୟ 6 ମିଟର । ◆ ଏହି କଳକୁ ଏକ ଉ ଇସାତ ନିମତ ଟାୱାର ଉପେର ରଖାଯାଇଥାଏ । ◆ ବା ପବାହ େଯାଗଁୁ ପେପଲ ଘୂେର ଏବଂ ସଂଯୁକ େଜେନେରଟରକୁ ଘୂରାଏ । ◆ ଫଳତଃ ବିଦୁ ଶକି ଉ ାଦନ ଏ । ◆ େଡ ମାକ ସରକାର ସହାୟତାେର ଓଡ଼ିଶା ସରକାର ପୁରୀ ସମୁଦକୂ ଳେର େକେତକ ପବନ କଳ ସାପନ କରିଛନି । ◆ ଏଥର ବାଷକ ପାୟ 5.5 େମଗାଓାଟ ଶକି ମିଳିପାରଛି । ◆ େକାଣାକର ସମୁଦକୂ ଳେର ମ େକେତଗୁଡ଼ଏି ପବନ କଳ ସାପନ କରାଯାଇଅଛି । ◆ େଡ ମାକକୁ ‘ପବନର େଦଶ’ େବାଲ କୁ ହାଯାଏ । ◆ ଏହି େଦଶର ୨୫ ପତିଶତର ଅଧକ । ◆ ବିଦୁ ଶକି ଚାହିଦା ପବନ କଳ ଦାରା େମଣାଯାଇଥାଏ । ◆ ପବନ ଶକିକୁ ବ ବହାର କରି ବିଦୁ ଉ ାଦନ କରିବାେର ଜମାନୀର ସାନ ବିଶେର ପଥମ ଓ ଭାରତର ସାନ ପ ମ । ◆ ଭାରତେର ପବନଶକିକୁ ବିନିେ ଯାଗ କରି ପାୟ 45000 େମଗାଓା ବିଦୁ ଶକି ଉ ାଦନ କରାଯାଇପାରିବ । ◆ ଭାରତର ବୃ ହ ମ ‘ପବନଶକି େ ତ’ କନ ାକୁ ମାରୀଠାେର ସାପନ କରାଯାଇଛି ଏବଂ ଏଠାେର ପାୟ 380 େମଗାଓା ବିଦୁ ଶକି ଉ ାଦନ କରାଯାଇପାରଛି । ◆ ଫା ସ, ଜମାନୀ, େଡ ମାକ ଓ େନଦରଲ ା ଆଦି େଦଶମାନ େର ପବନକଳର ପଚଳନ ଅଧକ େଦଖାଯାଏ । ◆ େନଦରଲ ା ଓ େଡ ମାକେର ପାୟ 30 ହଜାର ଘେର ଓ 3 ହଜାର କାରଖାନାେର ପବନ କଳ କାଯ କରଛି । ◆ 1966 ମସିହାର ଆମେଦଶର େବ ାଲୁ ରଠାେର ଜାତୀୟ ଏେରାନଟିକାଲ ଲାେବାେରେଟାରୀ (National Aeronautical Laboratory) େର ପଥେମ ପବନ କଳ ସାହାଯ େର ପାଣି ଉଠାଇବାର ବ ବସା କରାଯାଇଥଲା । ◆ କ ାଟକ ଓ ଗୁଜୁରାଟ ପରି େକେତକ ରାଜ େର ପବନକଳ ବ ଳଭାେବ ପଚଳିତ । ◆ େଗାଟିଏ ପବନକଳର ଉ ାଦିତ ଶକି ଏେତ ଅଧକ ନୁ େହଁ । େତଣୁ ଏକାସା େର େଗାଟିଏ ସାନେର ଅେନକ ପବନକଳ ସାପନ କରାଯାଇଥାଏ । ଏହାକୁ ପବନ ଶକି େକ (Wind energy centre) ବା ପବନ ଶକି େ ତ (Wind energy farm) କୁ ହାଯାଇଥାଏ । ◆ ପବନର େବଗ ଅତ ଧକ କମିଗେଲ ପବନ ଚକି ଘୂରାଇ ବିଦୁ େଜେନେରଟ ଚଳାଇବା ସ ବ ଏନାହ । ◆ ଅତିେବଗେର ପବନ ବହିେଲ ବା ବାତ ା େହେଲ ମ ପବନଚକି ଚାପେର ଭା ଯାଏ । ◆ ବିଦୁ ସରବରାହ ସୁବିଧା ନଥବା ଦୂ ରସ କୃ ଷି େ ତମାନ େର ଜଳେସଚନ ପାଇଁ ପ ଚଳାଇବାେର ପବନ କଳ ବିେଶଷ ସହାୟକ େହାଇଥାଏ । ଜଳଶକି (Hydro energy) : ◆ ବା ପରି ଜଳର ମ ଶକି ଉ ାଦନ କରି ବ ବହାର କରାଯାଇପାରଛି । ଏହାକୁ ଜଳଶକି କୁ ହାଯାଏ । ◆ 3 ପକାରେର ଜଳଶକିକୁ ବ ବହାର କରାଯାଏ । 1. ଜୁ ଆର ଶକି 2. େଢଉଶକି 3. ଜଳବିଦୁ ଶକି 1. ଜୁ ଆର ଶକି (Tidal energy) : ◆ ଘୂ ାୟମାନ ପୃଥବୀ ଉପେର ଚ ର ମା ାକଷଣ ପଭାବ େଯାଗଁୁ ସମୁଦଜଳର ଉ ଥାନପତନ ପରିଲ ିତ ଏ ଓ ଜୁ ଆର ସୃଷି ଏ । ◆ ସମୁଦଜଳର ଉ ଥାନପତନର ଜୁ ଆର ଶକି ସୃଷି । ◆ 1961 ମସିହାେର ଫରାସୀ େବୖ ାନିକମାେନ ଜୁ ଆରର ଶକି ସଂଗହ ପାଇଁ ଏକ େଯାଜନା ପ ତ କରିଥେଲ । ◆ ରା ସ ନଦୀ ମୁହାଣେର ଜୁ ଆର ଓ ଭ ା ମ େର ଜଳପ ନର ଉ ତାେର ପାୟ 14 ମିଟର ପାଥକ ରେହ । ◆ ଦିନକ ମ େର ଦୁ ଇଥର ଜୁ ଆର ଓ ଭ ା େହାଇଥାଏ । ◆ େସହି ଜୁ ଆରର ବିଦୁ ଶକି ଉ ାଦନ କରାଯାଏ । ଜୁ ଆର ଶକି ◆ ଜୁ ଆରଶକି ସଂଗହ ପାଇଁ ନଦୀ ମୁହାଣେର ପାୟ 20 କି.ମି. ଲମର ଜଳାଶୟ ନିମାଣ କରାଯାଇ େସଥେର ସଇ େଗ (Sluice gate) ଲଗାଯାଏ । ◆ ଉ ଜୁ ଆର ସମୟେର େସହି େଗ େଖାଲଦିଆଯାଏ । ◆ ଜଳାଶୟ ମ କୁ ଜଳ ପେବଶ କଲାପେର େଗ ବ କରାଯାଏ । ◆ ପେର ଉ ପ ନର ଜଳକୁ ନିୟନିତଭାେବ ସମୁଦକୁ ଖଲାସ କରାଯାଏ । ◆ ଏହି ଖଲାସ େହଉଥବା ଜଳେସାତେର ଟ ବାଇ (Turbine) ଚଳାଇ ବିଦୁ ତଶକି ଉ ାଦନ କରାଯାଏ । ◆ ଆମ େଦଶେର ବେମ ଉପସାଗର, କ ଉପସାଗର ଓ ପଶିମବଂଗର ଗୁଳୀ ନଦୀ ମୁହାଣେର ଏହିପରି ବ ବସା ଅଛି । ◆ ଭାରତର ସୁଦୀଘ ସମୁଦ ଉପକୂ ଳେର ଜୁ ଆର ଶକି ବିନେି ଯାଗ କରି ବିଦୁ ଉ ାଦନ କରାଯାଇପାରିବ । ◆ ଏହା କରାଗେଲ ବିଦୁ କି ଉ ାଦନ ଓ ଜଳେସଚନେର େଦଶ ସମୃ େହାଇପାରିବ । 2. େଢଉଶକି (Wave energy) : ◆ ଜୁ ଆର ପରି େଢଉେର ଥବା ଗତିଜଶକିକୁ ବିନିେଯାଗ କରି ବିଦୁ ଶକି ଉ ାଦନ କରାଯାଇପାରିବ । ◆ ସମୁଦର ଉପରିଭାଗେର ପବଳ ବା ପବାହର େଢଉର ସୃଷି । ◆ ଏହି େଢଉଶକିକୁ ସଂଗହ କରି ଟ ବାଇ ଚଳାଇ ବିଦୁ ଶକି ଉ ାଦନ କରାଯାଇପାରଛି । 3. ଜଳବିଦୁ ଶକି : ନଦୀବ େଯାଜନା (River dam project) : ◆ ନଦୀବ େଯାଜନା ଦାରା ନଦୀେର ବ ପକାଇ ଏକ ବୃ ହ ଜଳଭ ାର ସୃଷି କରାଯାଏ । ◆ ପେର ଜଳକୁ ଉ ପ ନର ନିମ ପ ନକୁ ପବଳ େବଗେର ଛଡ଼ାଯାଏ । ◆ େସଥର ଜାତ େହଉଥିବା ଜଳେସାତ ଶକି ଟ ବାଇ ଘୂରାଇବାେର ବ ବ ତ ଏ । ◆ ଟ ବାଇ ସହ ସଂଯୁକ େଜେନେରଟରର ଆେମଚ ଘୂରିବା ଦାରା ବିଦୁ ଶକି ଉ ାଦିତ ଏ । ◆ 1948 ମସିହାେର ଭାରତ ସରକାର ଜଳବିଦୁ େଯାଗାଣ ଆଇନ ପଣୟନ କରିଛନି । ◆ ଜଳ ବିଦୁ ଉ ାଦନ ଓ ବଣନ କାଯ ସରକାର ପତ ତ ାବଧାନେର ପରିଚାଳିତ େହଉଛି । ◆ ଆମ ରାଜ େର ହୀରାକୁ ଦ, ମାଛକୁ , ବାଲେମଳା, େର ାଲ, ଉପର େକାଲାବ, ଉପର ଇ ାବତୀ ଆଦି ଜଳବିଦୁ ପକଳମାନ କାଯ କାରୀ େହଉଛି । ସାମୁଦିକ ତାପଜଶକି (Ocean thermal energy) : ◆ ସମୁଦର ପୃଷଭାଗ ଓ ଆଭ ନରୀଣ ଜଳମ େର ଥବା ତାପମାତାର ପେଭଦକୁ ବ ବହାର କରି ଶକି ସଂଗହ କରାଯାଇପାେର । ◆ ସାଗର ବା ମହାସାଗରର ପୃଷଭାଗ ଜଳ ସୂଯ ତାପେର ଉ ପ ଏ କି ଅତି ଗଭୀରେର ଥବା ଜଳ ଅେପ ାକୃ ତ ଥ ା ଥାଏ । ◆ ତାପମାତାର ଏହି ତାରତମ କୁ ସାମୁଦକ ି ତାପଜ ଶକି ରପାନରଣ େକ (Ocean Thermal Energy Conversion Power Plant) ମାନ େର ତାପଜ ଶକିେର ରପାନରିତ କରାଯାଏ । ଏହି ପକାର ି ତାପଜ ଶକି କୁ ହାଯାଏ । ଶକିକୁ ସାମୁଦକ ◆ ଏହାକୁ ବିଭନ କାଯ େର ବିନେି ଯାଗ କରାଯାଇପାରଛି । ◆ ସମୁଦର ପୃଷଭାଗ ଜଳ ଓ 2 କି.ମି. ଗଭୀର ଜଳ ମ େର ତାପମାତାର ପାଥକ 20°C ବା 293ºK େହେଲ, ରପାନରଣ ପାଓାର ପାଣ କାଯ ମ େହାଇଥାଏ । ◆ ପୃଷ ଭାଗର ତାପ ତରଳ ଏେମାନିଆ ଓ େକାେରାେଫାେରାକାବନ (CFC)କୁ ବାଷୀଭତ କରିବାେର ବ ବ ତ ଏ। ◆ ପେର ଏହି ବାଷ େଜେନେରଟ ର ଟ ବାଇ ଘୂରାଇବାେର ସାହାଯ କେର । ◆ ଅତି ଗଭୀରେର ଥବା ଥ ାଜଳକୁ ପ ସାହାଯ େର ଉପରକୁ ଉଠାଯାଇ ବାଷକୁ ଥ ାକରି ପୁଣି ତରଳ ଅବସାକୁ ଅଣାଯାଏ । ◆ ଏହି ପକିୟାେର ବଷର ସବୁ ସମୟେର ଶକି ଉପଲବ େହାଇପାେର । ◆ ଏଥପାଇଁ ପବନର ଗତି ଉପେର ନିଭର କରିବାକୁ ପେଡ଼ନାହ । ଭତାପଜ ଶକି (Geothermal energy) : ◆ ଭ-ଅଭ ନରେର ଥବା ତାପଶକିକୁ େକେତକ ନି ଷ ପକିୟା ଦାରା ନିୟନଣ କରି ବ ବହାର ଉପେଯାଗୀ କରାଯାଇପାେର । ଏହି ତାପଶକିକୁ ଭତାପଜ ଶକି କୁ ହାଯାଏ । ◆ ପୃଥବୀର ଗଭୀରତମ ସାନଗୁଡ଼କ ି ଅତ ନ ଉ ପ। ଏହି ତାପେର ଶିଳାଖ ମ ତରଳି ଯାଏ । ଏହି ତରଳ ଶିଳାକୁ ମା ମା (Magma) କୁ ହାଯାଏ । ◆ େକେତକ ଅ ଳର ଭଭାଗେର ପରିବ ନ ଏହି ମା ମାକୁ ଉପରକୁ େଠଲଦିଏ । ଫଳେର ଏହା ଭପୃଷର କିଛି ଗଭୀରତାେର ରହିଯାଏ । ଏହି ସାନଗୁଡ଼କ ି ୁ ‘ଉ ପ ସାନ’ େବାଲ କୁ ହାଯାଏ । ◆ ଯାହା ଭତାପଜ ଶକିର ଉ ଭଳି କାଯ କେର । ◆ ଭତଳ ଜଳ ଏହି ଉ ପ ସାନମାନ ର ସଂସଶେର ଆସି ବାଷେର ପରିଣତ ଏ । ସାେନ ସାେନ ଏହି ଉ ପ ଜଳ ଫାଟ ପାଇ ଭପୃଷକୁ ଚାଲଆେସ । ଏହାକୁ ଉ ପସବଣ (Hot spring) କୁ ହାଯାଏ । ◆ ଶିଳା ଖ ମ େର ରହି ଏହି ବାଷ ଉ ଚାପ ସୃଷିକେର । ◆ ଏହି ସାନ ପଯ ନ ପାଇ ଭ କରି ଏହି ବାଷକୁ ସଂଗହ କରାଯାଏ । ମା ମା (MAGMA) ଉ ପସବଣ (Hot spring) ◆ ଅତ ଧକ ଚାପେର ଥବି ା ଏହି ଜଳୀୟ ବାଷ େଜେନେରଟର ଟରବାଇ କୁ ଘୂରାଏ ଏବଂ େସଥର ି ବିଦୁ ଶକି ଉ ାଦନ କରାଯାଏ । ◆ େକେତକ ସାନେର ଜଳୀୟବାଷ ଓ ଉ ପ ଜଳ, ବିନା ପାଇପେର ପୃଷଭାଗକୁ ଚାଲଆେସ । ◆ ଏହାକୁ ବ ବହାର କରି ମ ବିଦୁ ଶକି ଉ ାଦନ କରାଯାଇପାେର । ◆ ବଷର ସବୁ ସମୟେର ଭତାପଜ ଶକି ସଂଗହ କରାଯାଇପାେର । ◆ ଏହା ପରିେବଶ ପଦୂ ଷଣ କେରନାହ ଓ ଉ ାଦିତ ବିଦୁ ତଶକି ନିମେନ ଖ ଯେଥଷ କ । ◆ ନିଉଜିଲା ଓ ଯୁକରା ଆେମରିକାେର ଏହି ପକାର ଶକିର ବ ଳ ବ ବହାର େହଉଛି । ◆ ଆମ େଦଶର ମ ପେଦଶେର ଭତାପଜ ଶକିର ଉପେଯାଗ କରାଯାଉଅଛି । ନାଭକୀୟ ଶକି (Nuclear energy) : ◆ ନାଭକୀୟ ବିଭାଜନ ଦାରା ରାନିୟ , ପେଟାନିୟ ବା େଥାରିୟ ପରି େକୗଣସି ଗୁର ପରମାଣୁ (Heavy atom)ର ନାଭକୀୟ ବିଭାଜନ ଘଟିେଲ ଏହା ଲଘୁ ନାଭକ (Lighter nucleus)େର ପରିଣତ ଏ । ଏହି ପକିୟାେର ପଚର ଶକି ନିଗତ ଏ । ଏହାକୁ ନାଭକୀୟ ଶକି କୁ ହାଯାଏ । ◆ ଉଦାହରଣସରପ : ଏକ ରାନିୟ ପରମାଣୁର ବିଭାଜନେର େଯେତ ଶକି ଜାତ ଏ ତାହା େକାଇଲାେର ଥବା ଏକ କାବନ ପରମାଣୁର ଦହନର ଜାତ ଶକିଠାର ପାୟ 10 ନି ତ ଗୁଣ ଅଧକ । ◆ ଏହି ନାଭକୀୟ ପତିକିୟାଦାରା ବିଦୁ ଶକି ଉ ାଦନ କରାଯାଏ । ◆ ନାଭକୀୟ ବିଭାଜନେର ପାଥମିକ ବ ତ ଓ ପରିବ ତ ବ ତ ମ େର ଜାତ ପାଥକ (Δm) ଶକିେର ପରିଣତ ଏ । ◆ ଏହା ଆଲବଟ ଆଇ ଷାଇ ର ବିଖ ାତ ସମୀକରଣ E = mc 2 ଦାରା ନି ାରଣ କରାଯାଇପାେର, େଯଉଁଥେର E େହଉଛି ଶକି, m ବ ତ ଓ c େହଉଛି ଶୂନ େର ଆେଲାକର ଗତି । ◆ ନାଭକୀୟ ବି ାନେର ଶକି ev(electron volt) ଏକକ ଦାରା ନି ାରଣ କରାଯାଏ । ◆ (1 ev=1.602×10 –19Joules.) ◆ ଆମ େଦଶର ତାରାପୁର (ମହାରା ), ରାଣା ପତାପ ସାଗର (ରାଜସାନ), କ ପକ (ତାମିଲନାଡ), ନାେରାରା (ଉ ରପେଦଶ), କାକାପୁର (ଗୁଜୁରାଟ), େକୖଗା (କ ାଟକ) ଆଦି ସାନମାନ େର ନାଭକୀୟ ଶକିର ବିଦୁ ତଶକି ଉ ାଦନ କରାଯାଉଛି । ◆ କି ଏହିପରି ଭାବେର ଉ ାଦିତ ବିଦୁ ତଶକି ସମସ ଉ ାଦିତ ଶକିର ୩%ର କ । ◆ ଅେନକ ବିଭବଶାଳୀ େଦଶ ଏହି ଉପାୟେର ୩୦%ର ଅଧକ ଶକି ଉ ାଦନ କରଛନି | ◆ ଏହି ବିଭାଜନ ପକିୟାର ଏକ ବିେଶଷ ଅସୁବିଧା େହଉଛି ବ ବ ତ ପରମାଣୁର ସଂର ଣ ଓ ଏହାର ଠି ଉପାୟେର ପରିଚାଳନା । ◆ ନାଭକୀୟ ଶକି େକ ର ପତିଷାେର ଅତ ଧକ ଖ , ପରିେବଶ ପଦୂ ଷଣର ଯେଥଷ ସ ାବନା ଓ ଗୁର ପରମାଣୁର ସୀମିତ ଲଭ ତା ଏହି ଶକିର ବିନିେ ଯାଗ ଦିଗେର ପତିବ କ ଅେଟ । େଜୖବଶକି (Bio-Energy) : ◆ କାଠ ଜାେଳଣି ଉ ଦର ଓ େଗାବର ଜାେଳଣି ପାଣୀର ମିଳିଥାଏ, ଏହାକୁ ‘େଜୖବ ଜାେଳଣି’ (Biofuel) ବା େଜୖବ ବ ତ (Biomass)ର ପ ତ ଜାେଳଣି କୁ ହାଯାଏ । ◆ ଏହିସବୁ ଜାେଳଣି ଜଳିେଲ ବିେଶଷ ପରିମାଣେର ଉ ାପ ସୃଷି ଏନାହ, ବରଂ ଅଧକ ଧୂଆଁ ସୃଷି ଏ । ◆ କାଠ, େଗାବର, ପରିବାେଚାପା, ଆବଜନା ଓ େକେତକ କୃ ଷିଜାତ େଜୖବ ଆବଜନାର ଶକି ମିଳିପାେର । ଏହି ଶକିକୁ ‘େଜୖବଶକି’ କୁ ହାଯାଏ । ି ଥାଏ । ◆ େଜୖବଶକି େଜୖବ ପଦାଥେର ନିହତ ◆ େଜୖବ ପଦାଥକୁ ସାଧାରଣତଃ ତିନେି ଶଣୀେର ବିଭକ କରାଯାଇପାେର, ଯଥା– (କ) ନୂ ତନ ଉ ଦ : ବିଭନ ବୃ , ଶସ , େଶୖବାଳ ଇତ ାଦି । (ଖ) ଅବେଶଷ : କୁ ଟା, କୁ ା, ଆଖୁଖଦା, ଜ ଲର ଅବେଶଷ (ପତ, େଖାଳପା, ବକଳ, େଚର) ଇତ ାଦି । (ଗ) ଆବଜନା : ଅପଘଟନେଯାଗ ଆବଜନା, ମଳ, ନାଳ ନ ମାର ଅଳିଆ, କାରଖାନାର େଜୖବ ଆବଜନା, େଗାବର ଇତ ାଦି। ◆ ଦହନ, ତାପ ଅପଘଟନ (Pyrolysis), ଗ ାସୀକରଣ ଓ ତରଳୀକରଣ (Liquefaction) ପଣାଳୀେର େଜୖବ ପଦାଥର େଜୖବଶକି ଉ ାଦନ କରାଯାଏ । 1 େଜୖବଗ ାସ : ◆ ଅମଜାନ ଅନୁ ପସିତିେର େଜୖବ ପଦାଥର ବିଘଟନଦାରା ନିଗତ ଗ ା ର ମିଶଣକୁ ‘େଜୖବଗ ା (Biogas) କୁ ହାଯାଏ । ◆ େଗାବରର ଏହି ଗ ା ମିଳୁଥୁବାର ଓ େଗାବର ପାର ିକ ପଦାଥଭାେବ ବ ବହାର କରାଯାଉଥବାର ଏହାକୁ ସାଧାରଣେର େଗାବର ଗ ା େବାଲ ମ କୁ ହାଯାଇଥାଏ । ◆ େଗାବର ଓ ବିଭନ ଆବଜନାର ଉ ାଦିତ ଗ ାସ େହଉଛି ମିେ ଥ । ◆ ଆମ େଦଶେର ପାୟ 30 େକାଟି େଗାର, ମଇଁଷି ଆଦି ଅଛନି । ◆ େସମାନ େଗାବରର ପାୟ ଶତକଡ଼ା 30 ଭାଗ ଜାେଳଣି ମିଳିଥାଏ ଏବଂ ଶତକଡ଼ା 34 ଭାଗ ଜାେଳଣି କୃ ଷିଜାତ ଅବେଶଷର ମିେଳ । ◆ େଦଶେର ଥବା େଗାର ଓ ମଇଁଷିମାନ ଠାର ବଷକୁ ପାୟ ୨୦ େକାଟି ଟ େଗାବର ମିେଳ । ◆ େସଥପାଇଁ େଗାବରର ଉ ଷ ଉପାୟେର ଶକି ଉ ାଦନ ପାଇଁ େଗାବର ଗ ା ପାଣ ନିମାଣ କରାଯାଉଛି । ◆ ଚାରି ପା ଟି ଗାଈେଗାର େଗାବରେର ଏକ େଗାବର ଗ ା ପାଣ କେଲ ଏହା ସାତ ଆଠଜଣିଆ ପରିବାରର େରାେଷଇ ପାଇଁ ଗ ା େଯାଗାଇପାରିବ । 2. େଗାବର ଗ ା ପାଣର ଗଠନ : ◆ େଗାବର ଗ ା ପାଣର ଅଂଶ, ଯଥା– (କ) ପେବଶ ପାତ : ◆ େଗାବର ଓ ପାଣି 4:5 ଆୟତନ ଅନୁ ପାତେର ମିଶାଇ ଭଲଭାବେର େଫଣି ମ (Slurry) କରାଯାଏ ଓ ଏହି ମ କୁ ପେବଶ ପାତେର ଭ କରାଯାଏ । ◆ ଏହି ମିଶଣ ଏକ ନଳ ଭତର େଦଇ ଆେପ ଆେପ ଡାଇେଜଷର (Digester) କୂ ପକୁ ଚାଲଯାଏ । (ଖ) ଡାଇେଜଷର କୃ ପ : ◆ ଏହାର ଚାରିକାନ ଇଟା ଓ ସିେମଣେର ତିଆରି େହାଇଥାଏ । ◆ ଏହାର ପାୟ ଏକ ତତୀୟାଂଶ ଭମିର ଉପରକୁ ଓ ଦୁ ଇ ତତୀୟାଂଶ ଭମି ଠାର ତଳକୁ ଥାଏ । ◆ େଗାବର ଓ ପାଣିର ମିଶଣ ଏଠାେର ଜମା ଏ । େଗାବର ଗ ା ପାଣ (ଗ) ଧାତନିମତ େଡା : ◆ ଏହି େଡାମଟି ଇସାତେର ନିମତ । ◆ ଏେବ ସିେମଣ ଓ କଂକି େର େଡା ନିମାଣ କରାଯାଉଛି । ି । ◆ ଏହା କୂ ପକୁ ସ ୂ ରେପ େଘାଡ଼ାଇ ବା େରାଧୀ କରିଦଏ ◆ ଅମଜାନ ଅନୁ ପସିତିେର ବଢ଼ି ପାରଥବା ମିଥାେନାେଜ (Methanogen) ଓ ଅନ ାନ ବ ାେକରିଆ ଏହି ମିଶଣର କିଣନ ଦାରା ମିେ ଥ , କାବନ ଡାଇଅ ସାଇ , ହାଇେଡାେଜ , ହାଇେଡାେଜନ ସଲଫାଇ ଗ ା ଉ ନ କରନି । ◆ ମିେ ଥ ଗ ା ଶତକଡ଼ା ପାୟ 65-75 ଭାଗ ଥାଏ । ◆ ଗ ା ଚାପେର େଡା ଉପରକୁ ଉେଠ । (ଘ) ନିଗମନଳୀ : ◆ ଏହି ଧାତବନଳୀ ବାଟେଦଇ ଗ ା େରାେଷଇଘର ଚଲାକୁ ଯାଏ । ◆ ନିୟନିତ ଚାପେର ଏହାକୁ ଜଳାଇବାର ବ ବସା େହାଇଥାଏ । ◆ େଗାବର ଗ ା ଏକ ଅତ ନ ଉ ଷ ଧରଣର ଜାେଳଣି ଓ ଶୁଖୁଲା େଗାବର ଠାର ଜାେଳଣି ହିସାବେର ପାୟ 6 ଗୁଣ ଦ । ◆ ଧୂମବିହୀନ େହାଇଥବାର ଚ ୁ ବା ଶାସସ କତ େରାଗ (Respiratory disease) େହବାର ଆଶ ା ନଥାଏ । ◆ େଗାବର ବିନେି ଯାଗ େହାଇଯାଉଥବାର େଗାବର ଦାରା ପରିେବଶ ପଦୂ ଷଣ େହବାର ଆଶ ା ନଥାଏ ବା େଗାବର ଜମି ରହି ମଶା, ମାଛି ଜନନି ନାହ । ◆ େଗାବରକୁ ସିଧା ଖତକେଲ ଶତକଡ଼ା ପାୟ 50 ଭାଗ ନଷ ଏ । ◆ େଗାବର ଗ ା ବାହାର କଲାପେର ଖଦାକୁ ଖତଭାେବ ବ ବହାର କରାଯାଇପାେର ଓ ଏଥେର ମାତ ଶତକଡ଼ା 25 ଭାଗ ନଷ ଏ । ◆ େଗାବର ଖଦାର ଦୁ ଗ ନଥାଏ ଓ ଏହା ମାଟିେର ଭଲ ଭାେବ ମିଶିପାେର । ◆ େଜୖବଗ ାସର େରାେଷଇ କରିବା, ବତି ଜଳାଇବା ବ ତୀତ େଜେନେରଟର ଚଳାଇ ବିଦୁ ଉ ାଦନ କରାଯାଇପାେର ଓ େବୖଦୁ ତିକ ଉପକରଣ ମ ଚଳାଯାଇପାେର । (ଖ) ନବୀକରଣ-ଅେଯାଗ ଶକି ଉ ◆ ଏହି ପକାର ଶକି ଉ ର ପରିମାଣ ସୀମିତ । ି ର ସୃଷି େହାଇଛି । ◆ ପାକୃ ତିକ ଉପାୟେର ବ ଦିନର ଏହି ଶକି ଉ ଗୁଡ଼କ ◆ ଏହି ଶକି ଉ ଗୁଡ଼କି ଅବିରତ ବ ବହାର କରିବାଦାରା େସଗୁଡ଼କ ି ସମୟକେମ େଶଷ େହାଇଯାଏ । ◆ ଉଦାହରଣ : େକାଇଲା, େପେଟାଲୟ , ପାକୃ ତିକ ଗ ା ଇତ ାଦି । ଜୀବାଶ ଇ ନ (Fossil Fuel) : ◆ େକାଇଲା, େପେଟାଲୟ , ପାକୃ ତିକ ଗ ା ଆଦି େହଉଛି ଜୀବାଶ ଇ ନର େଶଣୀଭକ । ◆ ମୃତ ଉ ଦର େଦହାବେଶଷର େକାଇଲା ଏବଂ ସାମୁଦକ ି ଜୀବ ଓ ଉଭଦର େଦହାବେଶଷର େପେଟାଲୟ ଓ ପାକୃ ତିକ ଗ ା ସୃଷି େହାଇଥାଏ । (କ) େକାଇଲା : ◆ ବ ବଷଧରି େକାଇଲା ଏକ ଶକି ଉ ରେପ ବ ବ ତ େହଉଛି । ି େହାଇ ରହିଥାଏ । ◆ ଭତଳ ମ େର ପରସ ପରସ ଭାେବ ଚଟାଣ ଆକାରେର େକାଇଲା ଗ ତ ◆ େକାଇଲାର ମୁଖ ଉପାଦାନ େହଉଛି ଅ ାରକ ବା କାବ । ◆ କାବ ବ ତୀତ ଏଥେର ଅେନକ େଯୗଗିକ ପଦାଥ ରହିଛି । ◆ କାବ ର ପରିମାଣ ଅନୁ ଯାୟୀ େକାଇଲାର େଶଣୀ ବିଭାଗ କରାଯାଇଛି । (i) ଆ ଥାସାଇ – ଏହା ସବୁ ଠାର ଉ ଷ ଧରଣର େକାଇଲା, ଏଥେର କାବ ପରିମାଣ ପାୟ 94% ର 98% । (ii) ବିଟମି – ଏହି ପକାର େକାଇଲାେର କାବ ର ପରିମାଣ ପାୟ 79% ର 93% । ଆ ଥାସାଇ ବିଟମି (iii) ଲ ନାଇ - ଏଥେର କାବ ପରିମାଣ ପାୟ 72% ର 78% । (iv) ପି - ଏହି ଜାତୀୟ େକାଇଲାେର ପାୟ 44% ର 71% କାବ ଥାଏ । ଲ ନାଇ ପି ◆ ଅଧକ କାବ ଥବା େକାଇଲାର ଅଧକ ଶକି ମିଳିଥାଏ । ◆ େକାଇଲା ଜଳିବାଦାରା କାବନ, ଅ ସିେଜ ସହିତ ପତିକିୟା କରି କାବ ଡାଇଅକସାଇ ସୃଷି କେର ଓ ଏଥ ସହିତ ପଚର ପରିମାଣେର ତାପ ନିଗତ ଏ । ◆ େକାଇଲାର ସୃଷ ଶକି ତାପଜ ଶକି ଭାେବ ଘେର ଓ ଶିଳେ ତେର ବ ବ ତ େହାଇଥାଏ । ଏଥର ବିଦୁ ଶକି ଉ ାଦନ କରାଯାଇ ବିଭନ େ ତେର ବ ବହାର କରାଯାଉଛି । ଏହାକୁ ତାପଜ ବିଦୁ ଶକି (Thermal electicity) କୁ ହାଯାଏ । ◆ ଓଡ଼ିଶାର ତାଳେଚରଠାେର ତାପଜ ବିଦୁ ତଶକି ଉ ାଦନ େକ (Thermal Power Generation Plant) ଅଛି । ◆ େକାଇଲାକୁ ଅନଧୂମ ପାତନ (Destructive distillation) ପକିୟା ଦାରା େକା (Coke) େର ପରିଣତ କରାଯାଇ ଏହି େକା କୁ େକେତକ ଧାତର ନିଷାସନ (Extraction) ପାଇଁ ବ ବହାର କରାଯାଉଛି । ◆ ଷି ତିଆରି ପାଇଁ ବିଜାରକ ଭାବେର ମ େକା କୁ ବ ବହାର କରାଯାଇଥାଏ । (ଖ) େପେଟାଲୟ : ◆ େପେଟାଲୟ େହଉଛି ହାଇେଡାେଜ ଓ କାବ ର ତିଆରି ଅେନକ ହାଇେଡାକାବ (Hydrocarbon) େଯୗଗିକର ଜଟିଳ ମିଶଣ । ◆ ଏଥେର କିଛି ପରିମାଣେର ଅମଜାନ, ଯବ ାରଜାନ ଓ ସ ଫରଯୁକ କାବ ର େଯୗଗିକ ଥାଏ । ◆ ଭଗଭର ସ ଦ ି ଶିଳାସର ମ େର ପକୃ ତି ଏହି ମୂଲ ବାନ ପଦାଥକୁ ସ ୟ କରି ରଖଛି । ଏହି ସ ିତ େପେଟାଲୟ କୁ ଅେଶାଧୃତ େତୖଳ (Crude oil) କୁ ହାଯାଏ । ◆ ଆଂଶିକ ପାତନ (Fractional distillation) ପକିୟାେର ଏହାର ବିେଶାଧନ କରାଯାଇ େପେଟାଲୟ କୁ ବ ବହାର ଉପେଯାଗୀ କରାଯାଇଥାଏ । ◆ ଏହି ପ ତିେର ଏକ ନି ଷ ତାପମାତାେର େକବଳ େଗାଟିଏ ଉପାଦାନ ସଂଗୃହୀତ େହାଇଥାଏ । (ଗ) ପାକୃ ତିକ ଗ ା : ◆ ଭଅଭ ନରର େପେଟାଲୟ ଉେ ାଳନେବେଳ େପେଟାଲୟ ସହ ମିଶି କିଛି ଗ ା ମ ଆସିଥାଏ । ଏହି ଗ ା କୁ ପାକୃ ତିକ ଗ ା (Natural gas) କୁ ହାଯାଏ । ◆ େବେଳ େବେଳ େକେତକ େତୖଳ କୂ ପର ଖଣିଜ େତୖଳ ପରିବେ େକବଳ ପାକୃ ତିକ ଗ ା ନିଗତ େହାଇଥାଏ । ◆ ଏହି ଗ ା ର ମୁଖ ଉପାଦାନ େହଉଛି ମିେ ଥ । ◆ ଜାେଳଣି ଭାବେର ଘେର ଓ କାରଖାନାେର ଏହାର ବ ଳ ବ ବହାର କରାଯାଇଥାଏ । ◆ ଏହି ଗ ା କୁ ଉେ ାଳନ କରାଯାଇ ବଡ଼ ବଡ଼ ବା ର ଟା ମାନ େର ରଖାଯାଏ ଓ ଏହି ଟା ର ପାଇ ଜରିଆେର ବିଭନ ସାନକୁ ପଠାଯାଏ । ◆ ଆମ େଦଶର ଗୁଜୁରାଟର ବେରାଦାେର ପାକୃ ତିକ ଗ ା କୁ ଘେରାଇ ବ ବହାର ପାଇଁ ପାଇ ଦାରା େଯାଗାଇ ଦିଆଯାଉଛି । ◆ ଏହାକୁ ସିଲ ରେର ଭ କରି ବିତରଣ କରାଯାଏ ନାହ କାରଣ ଏହାକୁ ତରଳ ଅବସାେର ପରିଣତ କରିବା ସହଜ ନୁ େହଁ । ◆ ଆମ େଦଶର ରାଜସାନ, ମୁମାଇ ଉପକୂ ଳ ଅ ଳ ଏବଂ କୃ ା ଓ େଗାଦାବରୀ ନଦୀର ତିେକାଣଭମି(Delta) ଅ ଳେର ପଚର ପରିମାଣେର ପାକୃ ତିକ ଗ ା ଗ ତ ି ଥବାର ସୂଚନା ମିେଳ । ◆ ଜୀବାଶ ଶକିର ଅେନକ ଅପକାରିତା ରହିଛି । ◆ େକାଇଲା ଓ େପେଟାଲୟ ଜଳିବାଦାରା ବା ପଦୂ ଷଣ େହାଇଥାଏ । ◆ ଏହାଦାରା କାବ , ଯବ ାରଜାନ ଓ ଗ କର ଅ ସାଇ ନିଗତ ଏ, ଯାହାକି ପରବ ୀ ସମୟେର ଅମବୃ ଷି (Acid rain)ର କାରଣ େହାଇଥାଏ । ◆ ଜୀବାଶ ଇ ନ ଜଳିବା ଦାରା ନିଗତ ଗ ା ଗୁଡ଼କ ି ମ ବା ମ ଳେର ସବୁ ଜ େକାଠରି ପଭାବ (Green house effect)ର ପମୁଖ କାରଣ । ◆ ଦହନ ପକିୟାର ନିୟନଣ, କାଯ ଦ ତା ବୃ ି ଏବଂ ଉନତ ପ ତିେର ମାରା କ ଗ ା ଗୁଡ଼କ ି ର ନିଗମନକୁ େରାକାଯାଇପାରିେଲ ଏହି ପଦୂ ଷଣକୁ କମାଯାଇପାରିବ । THANK YOU Education is the most powerful weapon which you can use to change the world.