Different Forms of Regionalism PDF

Document Details

AstonishedCerberus

Uploaded by AstonishedCerberus

Kashinagar Gajapati

Tags

regionalism separatist movements political science

Summary

This document explores various forms of regionalism, specifically focusing on separatist movements in India. It examines specific historical and political context within the country, analyzing motivations and outcomes of these movements.

Full Transcript

ଆଞ୍ଚଳିକତାବାଦର ବିଭିନ୍ନ ରୂପ (Different forms of Regionalism) (କ) ସ୍ଵତନ୍ତ୍ର ଦଦଶ ପାଇଁ ଦାବି : ୧) ଦ୍ରାବିଡନାଡୁ ପାଇଁ ଦାବି ୧୯୬୧ ମସିହାଦର ‘ତାମିଲ ଆରାସୁ କାଜାଘମ୍’ ନାମକ ଏକ ସଂଗଠନ ମାନ୍ଦ୍ରାଜର ନାମ ପରିବର୍ତ୍ତନ କରି ତାମିଲନାଡୁ ରଖିବାକୁ ଆଦଦାଳନ ଚଳାଇଲା । ପଦର ପଦର ମାନ୍ଦ୍ରାଜ, ଆନ୍ଧ୍ରପ୍ରଦଦଶ, ଦକରଳ ଓ ମହୀଶୂର ରାଜୟଗୁଡ...

ଆଞ୍ଚଳିକତାବାଦର ବିଭିନ୍ନ ରୂପ (Different forms of Regionalism) (କ) ସ୍ଵତନ୍ତ୍ର ଦଦଶ ପାଇଁ ଦାବି : ୧) ଦ୍ରାବିଡନାଡୁ ପାଇଁ ଦାବି ୧୯୬୧ ମସିହାଦର ‘ତାମିଲ ଆରାସୁ କାଜାଘମ୍’ ନାମକ ଏକ ସଂଗଠନ ମାନ୍ଦ୍ରାଜର ନାମ ପରିବର୍ତ୍ତନ କରି ତାମିଲନାଡୁ ରଖିବାକୁ ଆଦଦାଳନ ଚଳାଇଲା । ପଦର ପଦର ମାନ୍ଦ୍ରାଜ, ଆନ୍ଧ୍ରପ୍ରଦଦଶ, ଦକରଳ ଓ ମହୀଶୂର ରାଜୟଗୁଡକ ି ୁ ଭାରତରୁ ପୃଥକ୍ କରି ‘ଦ୍ରାବିଡନାଡୁ ଗଣରାଜୟ’ ନାମକ ସ୍ଵାଧୀନ ଦଦଶ ଗଠନ କରିବା ପାଇଁ ଡି.ଏମ.ଦକ. ପ୍ରସ୍ତାବ ଦଦଲା । ୧୯୬୨ ମସିହାଦର ଡି.ଏମ.ଦକ. ଦନତା ସି.ଏନ. ଆନ୍ନାଦୁ ରାଇ ଦକ୍ଷିଣ ଭାରତୀୟମାଦନ ଭର୍ତ୍ର ଭାରତୀୟମାନଙ୍କଠାରୁ ପୃଥକ୍ ବଂଦଶାଦ୍ଭବ ଦବାଲି କହିଦଲ ଏବଂ ଦକ୍ଷିଣ ରାଜୟମାନଙ୍କ ପ୍ରତି ଦକନ୍ଦ୍ର ସରକାରଙ୍କ ଅବଦହଳା ଅଭିଦ ାଗ କଦଲ । ୧୯୬୮ ମସିହାଦର ମାନ୍ଦ୍ରାଜର ନାମ ପରିବର୍ତ୍ତନ କରା ାଇ ତାମିଲନାଡୁ ରଖା ିବାରୁ ଆଦଦାଳନକାରୀମାଦନଏହାପଦର ସ୍ଵାଧୀନ ଦଦଶ ଦାବି ଅଦପକ୍ଷା ରାଜୟକୁ ଅଧିକ ସ୍ଵାଧୀନତା ପ୍ରଦାନ ପାଇଁ ଦାବି ଉଠିଲା । ଇତି ମଧ୍ୟଦର ଡି.ଏମ୍.ଦକ. ଦୁ ଇ ଭାଗ ଦହାଇ ଏ.ଆଇ.ଏ.ଡି.ଏମ୍.ଦକ. ନାମଦର ଅନୟ ଏକ ଶକ୍ତିଶାଳୀ ଦଳ ଜନମ ଦନଇଛି। ତାମିଲମାନଙ୍କୁ ସନ୍ତୁଷ୍ଟ କରିବାକୁ ମାଡ୍ରାସର ନାମ ବଦଳି ଦଚନ୍ନାଇ ଦହାଇଛି । ୨) ଖଲି ସ୍ଥାନ ପାଇଁ ଦାବି ଅକାଳୀ ଦଳ ସ୍ଵତନ୍ତ୍ର ରାଜୟ ଗଠନ ପାଇଁ ଆଦଦାଳନ ଆରମ୍ଭ କରିଥିଲା ।୧୯୬୬ ମସିହା ସସସଟେମବର ୨୫ ତାରିଖ ସୁଦ୍ଧା ସ୍ଵତନ୍ତ୍ର ଟଞ୍ଜାବୀ ରାଜ୍ୟ (ସୁବା) ଗଠିତ ନସହସେ ଅକାଳୀ ସନତା ସନ୍ଥ ଫଦତ ସିିଂହ ଆତ୍ମାହୁ ତି ସେବାକୁ ଧମକ ସେସେ । ୧୯୬୬ ମସିହା ନସେମବର ମାସଦର ଦ୍ଵିଭାଷୀ ଟଞ୍ଜାବକୁ ୋଗକରି ଟଞ୍ଜାବାୋଷୀ ରାଜ୍ୟ ଟଞ୍ଜାବ, ହିନ୍ଦୀୋଷୀ ରାଜ୍ୟ ହରିଆନା ଓ ସକନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡ ସୃଷ୍ଟି କରାଗୋ । କିନ୍ତୁ ଏହା ସମସ୍ତ ଟଞ୍ଜାବୀ ସନତାଙ୍କୁ ସନ୍ତୁଷ୍ଟ କରିଟାରିୋ ନାହିଁ । ଅକାଳୀ େଳର ଟୂବବତନ ମହାସଚିବ ଡକେର ଜ୍ଗଜ୍ିତ ସିିଂହ ସଚୌହାନ ୋରତରୁ ଟୃଥକ ସହାଇ ଖେି ସ୍ଥାନ ନାମସର ଏକ ସ୍ୱାଧାନ, ସେଶ ଗଠନ କରିବା ଟାଇଁ ସ ାଜ୍ନା କସେ । ବିସେଶସର ଥିବା ଶିଖମାସନ ଓ ଟସ ାଶୀ ଟାକିସ୍ତାନ ଏହି ସ ାଜ୍ନାକୁ ସମଥବନ କରି ଗୁପ୍ତସର ସହାୟତା ପ୍ରୋନ କରିଚାେି ସେ ଅକାଳୀ େଳର ସଗାଟିଏ ସଗାଷ୍ଠୀ ସନ୍ଥ ହରଚାନ୍ଦ ସିିଂହ େଙ୍ଗୱାୋଙ୍କ ସନତୃତ୍ୱସର ଟରିଚାଳିତ ସହାଇ ବିଚ୍ଛନ୍ନ ି ତା ୋବିକୁ ବିସରାଧ କସେ । ୧୯୮୪ସର ଅଟସରସନ ବଲଷ୍ଟାର ୁ ଫଳସର ଟଞ୍ଜାବର ଆତଙ୍କବାେୀମାନଙ୍କୁ ବହୁ ଟରିମାଣସର େମନ କରା ାଇଥିସେ ମଧ୍ୟ ଆସନ୍ଦାଳନ ସମ୍ପୂଣବ େବି ନଥିୋ । ଅକାଳୀ େଳର ବାସନ୍ଦ ସସେ ୧୯୯୨ସର ରାଜ୍ୟସର ସାଧାରଣ ନିବବାଚନ ଶୃଙ୍ଖଳାର ସହ ଅନୁ ଷ୍ଠିତ ସହାଇଥୁୋ ଓ କିଂସେସର ବିୟନ୍ତ ସିିଂହ ମୁଖୟମନ୍ତ୍ରୀ ସହାଇଥିସେ । ଆଜ୍ି ସସଠାସର ବିଚ୍ଛନ୍ନ ି ତାର ୋବି ନାହିଁ, ସକବଳ ରାଜ୍ୟକୁ ଅଧୂକ ସ୍ୱାୟତା ପ୍ରୋନ ୋବି ରହିଛ ି । ୩) ସ୍ୱତନ୍ତ୍ର ମିସଜ୍ାରାମ ସେଶ ଗଠନ ଆସାମର ଟାବବତୟ ଜ୍ିଲ୍ଲାମାନଙ୍କର ମିସଜ୍ା ଅଧିବାସୀ ମାସନ ୋରତରୁ ଟୃଥକ୍ ସହାଇ ଏକ ସ୍ୱାଧୀନ ‘ମିସଜ୍ାରାମ’ ସେଶ ଗଠନ କରିବା ନିମସନ୍ତ ି ସିଂଗଠନ ସୃଷ୍ଟି କସେ । ୧୯୬୦ ମସିହାସର ମିସଜ୍ା ଜ୍ାତୀୟ ସାମ୍ମୁଖୟ (MNF) ନାମକ ଏକ ରାଜ୍ସନୈତକ ଚୀନ ଓ ଟାକିସ୍ତାନ ଠାରୁ ସାହା ୟ ୋେକରି ଏହି ସିଂଗଠନ ସଶସ୍ତ୍ର ଆସନ୍ଦାଳନ ଓ ଗରିୋ ୁଦ୍ଧ ମାଧ୍ୟମସର ନିଜ୍ର ୋବିକୁ ତୀବ୍ରତର କରୁଥିୋ । ୧୯୭୨ ମସିହାସର ମିସଜ୍ାରାମକୁ ଏକ ସକନ୍ଦ୍ରଶାସିତ ଅଞ୍ଚଳ ରୂସଟ ସ ାଷଣା କରା ାଇଥିସେ ମଧ୍ୟ ଚରମ ଓ କସଠାରଟନ୍ଥୀ ମିସଜ୍ାମାସନ ସନ୍ତୁଷ୍ଟ ସହାଇନଥିସେ । ସସମାସନ ୋେସଡଙ୍ଗାଙ୍କ ସନତୃତବସର ଟରିଚାଳିତ ସହାଇ ମୂଳ ୋବି ଟୂରଣ ସହବା ଟ ବୟନ୍ତ ଗରିୋ ୁଦ୍ଧ ଚଳାଇ ରଖିବାକୁ ବଦ୍ଧଟରିକର ସହସେ ଓ ହିିଂସାତ୍ମକ କା ବୟକଳାଟ ଚଳାଇ ରଖିସେ । ୧୯୮୭ସର ମିସଜ୍ାରାମକୁ ୋରତୀୟ ରାଷ୍ଟ୍ରସିଂ ର ୨୩ତମ ରାଜ୍ୟ ରୂସଟ ସ୍ୱୀକୃ ତି ମିଳିବାରୁ ବିଚ୍ଛନ୍ନ ି ତା ୋବି ପ୍ରାୟ ବନ୍ଦ ସହାଇ ାଇଛି। ୪) ସ୍ଵତନ୍ତ୍ର ନାଗାଲାଣ୍ଡ ଦଦଶ ଗଠନ ଦାବି ୧୯୫୨ ମସିହାସର ଆସାମର ନାଗା ଆେିବାସୀମାସନ ଏକ ସ୍ୱାଧୀନ ‘ନାଗାେୟାଣ୍ଡ’ ଦଦଶ ଗଠନ କରିବା ଟାଇଁ ସଜ୍ସଟା ଫି ଦଜା (Zepo Phizo)ଙ୍କ ସନତୃତ୍ଵସର ନାଗା ଜ୍ାତୀୟ ଟରିଷେ (Naga National Council) ବା NNC ଗଠନ କରି ଆସନ୍ଦାଳନ ଜ୍ାରି ରଖିସେ । ୧୯୫୨ ମସିହାର ସାଧାରଣ ନିବାବ ଚନକୁ ବାସନ୍ଦ କଦଲ ସରକାରଙ୍କ ଉଟସର ଅଧିକ ଚାଟ ପ୍ରସୟାଗ ଟାଇଁ ସସମାସନ ହିିଂସାତ୍ମକ କା ବୟକଳାଟ ଓ ଗରିୋ ୁଦ୍ଧର ଆଶ୍ରୟ ସନସେ । ୧୯୬୩ସର ନାଗାଲାଣ୍ଡକୁ ପୂର୍ଣ୍ତ ରାଜ୍ୟ ଟାହୟା ପ୍ରୋନ କରା ାଇଥିସେ ମଧ୍ୟ ନାଗା ଉେଟନ୍ଥୀମାସନ ସନ୍ତୁଷ୍ଟ ନସହାଇ ନାଗା ଜ୍ାତୀୟ େଳର ମୁଖୟମନ୍ତ୍ରୀ ସିେୁ ଅଓ (Shilu Ao)ଙ୍କୁ ମଧ୍ୟ ହତୟା କସେ । ୧୯୯୦ ମସିହାସର ଫି ସଜ୍ାଙ୍କ ମୃତୁୟ ସହବାରୁ ଏହି ବିଚ୍ଛନ୍ନ ି ତାବାେୀ ଆସନ୍ଦାଳନ କ୍ରମଶଃ େୁ ବବଳ ସହାଇଗୋ। ୫) ସ୍ଵତନ୍ତ୍ର ଜାମ୍ମୁ କାଶମୀର ଦଦଶ ଗଠନ ଦାବି ଜ୍ାମ୍ମୁ ଓ କାଶମୀର ମୁକ୍ତି ସାମ୍ମୁଖୟ (JKLF- Jammu and Kashmir Liberation Front) ଓ ସକସତକ ଇସୋମୀୟ ସମୌଳବାେୀ ି ତାବାେୀ କା ବୟକଳାଟ ଚଳାଇ ଆସୁଛନ୍ତି । ସିଂଗଠନ ଜ୍ାମ୍ମୁ ଓ କାଶମୀରସର ବିଚ୍ଛନ୍ନ ଧମବାନ୍ଧତାକୁ େିେିକରି ଜ୍ାମ୍ମୁ ଓ କାଶମୀରକୁ ୋରତରୁ ଅେଗା କରି ଏକ ସ୍ୱାଧୀନ ଦଦଶଦର ଟରିଣତ କରିବା କିମବା ଟାକିସ୍ତାନ ସହିତ ମିଶ୍ରଣ କରିବା େିଗସର ଉେୟମ ଜ୍ାରି ରଖିଛନ୍ତି । ଟାକିସ୍ତାନ ସସମାନଙ୍କୁ ସନୈତକ ି ସମଥବନ ସେବା ସହ ଗୁପ୍ତସର ସୋକବଳ, ଅଥବ, ଅସ୍ତ୍ରଶସ୍ତ୍ର ଓ ସବୈଷୟିକ ଜ୍ଞାନସକୌଶଳ ସ ାଗାଇ ଆସୁଛ ି । ବିସଶଷ କରି ୧୯୮୯ ମସିହାରୁ ରାଜ୍ୟସର ବୟାଟକ ଆତଙ୍କରାଜ୍ ଓ ହିିଂସା ଚାେି ଆସୁଥିବାରୁ ବହୁ ଧନଜ୍ୀବନ ହାନି ଟିୋଣି । ୋରତର ରାଜ୍ସନୈତକ ି ଓ ସାମରିକ ଶକ୍ତି ପ୍ରେଶବନ ଏବିଂ ଆତଙ୍କବାେ ପ୍ରତି ଆନ୍ତଜ୍ବାତୀୟ ସମାଜ୍ର ସମୋବାଟନ୍ତି ଓ କସଠାର େୃ ଷ୍ଟିେଙ୍ଗୀର ି ତାବାେୀ ଆସନ୍ଦାଳନ କ୍ରମଶଃ େୂ ବବଳ ସହବାସର ୋଗିଛ ି । ଉସେକ ଫଳସର ସସଠାସର ବିଚ୍ଛନ୍ନ

Use Quizgecko on...
Browser
Browser