ଓଡ଼ିଶା ପୋଲିସ ମୋଟର ଗାଡ଼ି ଚାଳକ ନିଯୁକ୍ତି ପରୀକ୍ଷା PDF

Loading...
Loading...
Loading...
Loading...
Loading...
Loading...
Loading...

Summary

This document is an advertisement for a driver recruitment by Odisha Police. It details the required qualifications for the applicants such as age, education level, driving license, and other specifics. The advertisement also mentions the various recruitment centers and the procedures for online application. The last date of submission of the application is October 31, 2024.

Full Transcript

# ଓଡ଼ିଶା ପୋଲିସ ## ସିଲେକ୍ସନ ବୋର୍ଡ଼, ମୋଟର ପରିବହନ ସଂସ୍ଥା, କଟକ ## ମୋଟର ଗାଡ଼ି ଚାଳକ (Driver) ନିଯୁକ୍ତି ପରୀକ୍ଷା ନିମନ୍ତେ ବିଜ୍ଞାପନ ### ବିସ୍ତୃତ ସ୍ତୃତ ବିଜ୍ଞାପନ **ଦିନାଙ୍କ ୦୩.୧୦.୨୦୨୪ ସୁଦ୍ଧା** ଓଡ଼ିଶା ପୋଲିସ ମୋଟର ପରିବହନ ସଂସ୍ଥାର ୪୦୫ (ଚାରିଶହ ପାଞ୍ଚ ) ଗୋଟି ମୋଟର ଚାଳକ (Driver) ପଦବୀ ପୂରଣ ନିମନ୍ତେ ଆବେଦନ ଅନ୍‌ଲାଇନ (Online) ମ...

# ଓଡ଼ିଶା ପୋଲିସ ## ସିଲେକ୍ସନ ବୋର୍ଡ଼, ମୋଟର ପରିବହନ ସଂସ୍ଥା, କଟକ ## ମୋଟର ଗାଡ଼ି ଚାଳକ (Driver) ନିଯୁକ୍ତି ପରୀକ୍ଷା ନିମନ୍ତେ ବିଜ୍ଞାପନ ### ବିସ୍ତୃତ ସ୍ତୃତ ବିଜ୍ଞାପନ **ଦିନାଙ୍କ ୦୩.୧୦.୨୦୨୪ ସୁଦ୍ଧା** ଓଡ଼ିଶା ପୋଲିସ ମୋଟର ପରିବହନ ସଂସ୍ଥାର ୪୦୫ (ଚାରିଶହ ପାଞ୍ଚ ) ଗୋଟି ମୋଟର ଚାଳକ (Driver) ପଦବୀ ପୂରଣ ନିମନ୍ତେ ଆବେଦନ ଅନ୍‌ଲାଇନ (Online) ମାଧ୍ୟମରେ ଆହ୍ବାନ କରାଯାଉଛି। ଦରଖାସ୍ତ ନିର୍ଦ୍ଧାରିତ ସମୟ ତା ୧୧.୧୦.୨୦୨୪ରିଖ ପୂର୍ବାହ୍ନ ୧୦ ଘଟିକା ଠାରୁ ତା ୩୧.୧୦.୨୦୨୪ରିଖ ଅପରାହ୍ନ ୫ ଘଟିକା ମଧ୍ୟରେ ଗ୍ରହଣ କରାଯିବ ପ୍ରାର୍ଥୀମାନେ ତା୦୩.୧୧.୨୦୨୪ ଠାରୁ ୦୫.୧୧.୨୦୨୪ରିଖ ପର୍ଯ୍ୟନ୍ତ ଆବେଦନ କରିଥିବା ନିଜର ତୃଟି ଥିବା ଦରଖାସ୍ତକୁ ପରିମାର୍ଜିତ କରିପାରିବେ। ଦରଖାସ୍ତ କେବଳ ଓଡ଼ିଶା ପୋଲିସ ବେବସାଇଟ (www.odishapolice.gov.in, http://opdriver.cbexams.com) ମାଧ୍ୟମରେ ଗ୍ରହଣ କରାଯିବ । ନିର୍ଦ୍ଧାରିତ ତାରିଖ ପରେ ପହଞ୍ଚିଥିବା ଦରଖାସ୍ତ ଓ ଅସମ୍ପୂର୍ଣ୍ଣ ଦରଖାସ୍ତ ବିଚାରକୁ ନିଆଯିବ ନାହିଁ । ### ଖାଲିଥିବା ପଦବୀ ସଂଖ୍ୟା | ପଦବୀ (Rank) | ଅଣସଂରକ୍ଷିତ (UR) | ଅନୁସୂଚିତ ଜାତି (SC) | ଅନୁସୂଚିତ ଉପଜାତି (ST) | ସମୁଦାୟ ପଦବୀ (Total) | | ----------- | ----------- | ----------- | ----------- | ----------- | | ଗାଡ଼ି ଚାଳକ | ୩୯୭ | ୪୯ | ୯୮ | ୪୦୪| **(୧) ବି.ଦ୍ର.:** *(କ) ଖାଲି ଥିବା ମୋଟ ପଦବୀ ସଂଖ୍ୟା ମଧ୍ୟରେ ଅବସର ପ୍ରାପ୍ତ ସାମରିକ କର୍ମଚାରୀ, *କ୍ରୀଡ଼ାବିତ ଓ ରାଜ୍ୟ ଆରକ୍ଷୀ ବିଭାଗରେ କାର୍ଯ୍ୟରତ ଗୃପ*-“ଡି” କର୍ମଚାରୀ ଓ ଗୃହରକ୍ଷୀ ପ୍ରାର୍ଥୀମାନଙ୍କ ନିମନ୍ତେ ସଂରକ୍ଷଣ ନିୟମ ଓ ସରକାରୀ ନିର୍ଦ୍ଦେଶନାମା ଅନୁସାରେ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା ରହିଛି। *(ଖ) ସାମାଜିକ ଓ ଆର୍ଥିକ ଅନଗ୍ରସର ପ୍ରାର୍ଥୀ (SEBC) ନିମନ୍ତେ କୌଣସି ପଦବୀ ଖାଲି ନାହିଁ ପରନ୍ତୁ ଯୋଗ୍ୟତା ଥିବା ପ୍ରାର୍ଥୀ ଅଣସଂରକ୍ଷିତ ବର୍ଗ (UR) ପଦବୀ ପାଇଁ ଅବେଦନ କରିପାରିବେ ଏବଂ ସେ ପ୍ରାର୍ଥୀ ଅଣସଂରକ୍ଷିତ ପଦବୀ ନିମନ୍ତେ ସମସ୍ତ ନିୟମ ଓ ସରକାରୀ ନିର୍ଦ୍ଦେଶନାମା ପାଳନ କରୁଥିବେ ।* **(୨) ଦରମା ହାର ଓ ଭତ୍ତା :** ଉପରୋକ୍ତ ପଦବୀ ଗୁଡ଼ିକର ବେତନ ହାର ପେ ବ୍ୟାଣ୍ଡ ଟ.୫୨୦୦-୨୦୨୦୦ |- ସହ ଗ୍ରେଡ଼ ପେ ଟ.୨୦୦୦ /- (ଓ. ଆର୍.ଏସ୍.ପି.-୨୦୦୮) (ପେ ବ୍ୟାଣ୍ଡ -୧, ଲେଭେଲ-୫ )ରେ ( ଓ. ଆର୍.ଏସ୍.ପି. - ୨୦୧୭) ନିୟମ ଅନୁଯାୟୀ ପେ ମାଟ୍ରିକ୍ସରେ ରହିବ । ମହଙ୍ଗାଭତ୍ତା ଓ ଅନ୍ୟାନ୍ୟ ଭତ୍ତା ସମୟାନୁସାରେ ସରକାର ଅନୁମୋଦନ କରି ପାରନ୍ତି । **(୩) ପରୀକ୍ଷା ଦେୟ :** ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପତ୍ର ସଂଖ୍ୟା-୯୮୯୭ / ଜେନ୍‌ ତା୧୧.୦୪.୨୦୨୨ ଏବଂ ନଂ-୧୧୨୩୩ ତା୨୫.୦୪.୨୦୨୨ ଅନୁସାରେ ନିଯୁକ୍ତି ପରୀକ୍ଷା ସମସ୍ତ ବର୍ଗଙ୍କ ପାଇଁ ସମ୍ପୂର୍ଣ ଦେୟମୁକ୍ତ ଅଟେ । **(୪) ବୟସ ସୀମା :** ପ୍ରାର୍ଥୀଙ୍କର ବୟସ ତା: ୦୧.୦୧.୨୦୨୪ରିଖ ସୁଦ୍ଧା ୧୮ ବର୍ଷରୁ କମ୍ କିମ୍ବା ୨୩ ବର୍ଷରୁ ଅଧିକ ହୋଇ ନ ଥିବ । ଅନୁସୂଚିତ ଜାତି/ ଅନୁସୂଚିତ ଉପଜାତି ପ୍ରାର୍ଥୀମାନଙ୍କ ପାଇଁ ସର୍ବୋଚ୍ଚ ବୟସ ସୀମା ୫ ବର୍ષ ପର୍ଯ୍ୟନ୍ତ କୋହଳ କରାଯିବ। ଅବସରପ୍ରାପ୍ତ ସାମରିକ କର୍ମଚାରୀ ମାନଙ୍କର ସର୍ବୋଚ୍ଚ ବୟସ ସୀମା ସେମାନଙ୍କ ପାଇଁ ଉଦ୍ଧିଷ୍ଟ ସରକାରୀ ନିୟମାନୁସାରେ କୋହଳ କରାଯିବ। ଗୃହରକ୍ଷୀ ଓ ରାଜ୍ୟ ଆରକ୍ଷୀ ବିଭାଗରେ କାର୍ଯ୍ୟ କରୁଥିବା ଗୃପ*- “ଡି” କର୍ମଚାରୀଙ୍କର ବୟସ ତା୦୧.୦୧.୨୦୨୪ରିଖ ସୁଦ୍ଧା ଯଥାକ୍ରମେ ୨୮ ବର୍ଷ ଏବଂ ୪୩ ବର୍ଷରୁ ଅଧିକ ହୋଇନଥିବ। ପ୍ରାର୍ଥୀ ଉପରୋକ୍ତ ବୟସ ସୀମା କୋହଳ ସୁବିଧା ଗୁଡ଼ିକ ମଧ୍ୟରୁ କେବଳ ଗୋଟିଏ ସୁବିଧା ପାଇପାରିବେ । **(୫) ଶିକ୍ଷାଗତ ଯୋଗ୍ୟତା :** *(କ) ପ୍ରାର୍ଥୀ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ଼ କିମ୍ବା ଅନ୍ୟ କୌଣସି ସୀକୃତି ପ୍ରାପ୍ତ ଶିକ୍ଷାନୁଷ୍ଠାନରୁ *ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ । *(ଖ) ପ୍ରାର୍ଥୀ ଓଡ଼ିଆକୁ ଏକ ବିଷୟ ରୂପେ ନେଇ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ କିମ୍ବା ଓଡ଼ିଆ ଭାଷାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ଦ୍ବାରା ପରିଚାଳିତ *ଏମ୍.ଇ. ଷ୍ଟାଣ୍ଡାର୍ଡ ସମକକ୍ଷ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ। *(ଗ) ପ୍ରାର୍ଥୀ ଓଡ଼ିଆ ଭାଷା କହିପାରୁଥିବେ, ପଢିପାରୁଥିବେ ଓ ଲେଖି ପାରୁଥିବେ।* **(୬) ଗାଡ଼ି ଚାଳନା ଯୋଗ୍ୟତା :** ପ୍ରାର୍ଥୀଙ୍କର ହାଲୁକା(LMV)/ଭାରିଯାନ(HMV) / (Transport) ଚଳାଇବାର ବୈଧ ଲାଇସେନ୍ସ ଥିବା ଆବଶ୍ୟକ। ଲାଇସେନ୍ସ Learning Periodକୁ ଛାଡ଼ି ଏହି ନିଯୁକ୍ତି ବିଜ୍ଞାପନ ପ୍ରକାଶିତ ହେବା ତାରିଖ ପୂର୍ବରୁ ପ୍ରାପ୍ତି ହୋଇଥିବା ଆବଶ୍ୟକ । **(୭) ଅନ୍ୟାନ୍ୟ ଯୋଗ୍ୟତା :** *(କ) ପ୍ରାର୍ଥୀ ଭାରତୀୟ ନାଗରିକ ହୋଇଥିବେ। *(ଖ) ପ୍ରାର୍ଥୀ ସାସ୍ଥ୍ୟବାନ ହୋଇଥିବେ ଓ ଶାରୀରିକ ଏବଂ ମାନସିକ ରୂପେ ଭିନ୍ନକ୍ଷମ ବା ଦିବ୍ୟାଙ୍ଗ ହୋଇ ନ ଥିବେ । *(ଗ) ପ୍ରାର୍ଥୀ ଚରିତ୍ର ଉତ୍ତମ ହୋଇଥୁବ ଓ ସେ କୌଣସି ଅପରା ଧିକ ମାମଲାରେ ସମ୍ପୃକ୍ତ ହୋଇ ଥିବେ । **(B) ବିବାହିତ ହୋଇଥିଲେ ତାଙ୍କର ଏକାଧିକ ଧର୍ମ ଭିନ୍ନ ରଙ୍ଗ ପତ୍ନୀ ନ ଥିବେ । **(ଡ) ବିଭିନ୍ନ ରଙ୍ଗ ଚିହ୍ନିବାରେ ଦୃଷ୍ଟି ଶକ୍ତି ଭଲ ଭାବରେ ଥିବ। **(១) ରାଜ୍ୟ ଆରକ୍ଷୀ ବିଭାଗରେ କାର୍ଯ୍ୟରତ ରୂପ- “ଡି” କର୍ମଚାରୀ ଅତିକମ୍‌ରେ ନିରବଚ୍ଛିନ୍ନ ବରେ ୫ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିଥିବେ । ତାକ ତାଙ୍କର କାର୍ଯ୍ୟକାଳରେ ସେ କୌଣସି ଗୁରୁତର ସମ୍ବନ୍ଧୀୟ ବିଭାଗୀୟ ଦଣ୍ଡ ଭୋଗି ନ ଥିବେ ଓ ଉତ୍ତମ ସେବାର ଅଧିକାରୀ ହୋଇଥିବେ। ତତ୍ ପ୍ରମାଣପତ୍ର ନିର୍ଦ୍ଧାରିତ ଫର୍ମରେ ଦାଖଲ କରିବେ । **(១) ଗୃହରକ୍ଷୀମାନେ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇବା ତାରିଖ ସୁଦ୍ଧା ଗୃହରକ୍ଷୀ ଭାବରେ ଅତିକମ୍‌ରେ ୩ବର୍ଷ ପର୍ଯ୍ୟନ୍ତ ନିରବଚ୍ଛିନ୍ନ କାର୍ଯ୍ୟ କରିଥିବେ ଏବଂ ଗୃହରକ୍ଷୀମାନଙ୍କ ପାଇଁ ଉଦ୍ଦିଷ୍ଟ ମୌଳିକ ତାଲିମ ସମ୍ପୁର୍ଣ୍ଣ କରିଥିବେ। ତଦ୍ ସମ୍ବନ୍ଧୀୟ ପ୍ରମାଣ ପତ୍ର ନିର୍ଦ୍ଧାରିତ ଫର୍ମରେ ଦାଖଲ କରିବେ ।* **ବି:ଦ୍ର:-** ମହିଳା ଓ ଶାରୀରିକ ରୂପେ ଅକ୍ଷମ ପ୍ରାର୍ଥୀ ଏହି ପଦବୀ ପାଇଁ ଯୋଗ୍ୟ ବିବେଚିତ ନୁହନ୍ତି । **(ନିଯୁକ୍ତି ପ୍ରକ୍ରିୟା ତଥା ଯୋଗ୍ୟତା ସମ୍ବନ୍ଧୀୟ ସବିଶେଷ ବିବରଣୀ ଓଡ଼ିଶା ସରକାର ଘରୋଇ ବିଭାଗ ବିଜ୍ଞପ୍ତି ସଂଖ୍ୟା 9337/D&A dt.03.03.2023ରେ ଉଲ୍ଲେଖ ଅଛି । ଉକ୍ତ ବିଜ୍ଞପ୍ତି ଉପରୋକ୍ତ websiteରେ ମଧ୍ୟ ଉପଲବ୍ଧ ଅଟେ)** **(୮) ଲିତ ପରୀକ୍ଷାର ସ୍ଥାନ ଓ ଚୟନ:–** *(କ) ଗାଡ଼ି ଚାଳକ ପାଇଁ ଲିତ ପରୀକ୍ଷା କେନ୍ଦ୍ର ରାଜ୍ୟର କେଉଁ ସ୍ଥାନ ମାନଙ୍କରେ ହେବ ତାହା ମୋଟର ଗାଡ଼ି ଚାଳକ ନିଯୁକ୍ତି ମଣ୍ଡଳୀ ସ୍ଥିର କରିଛନ୍ତି ଯାହା ନିମ୍ନରେ ଉଲ୍ଲେଖ କରାଗଲା।* | କ୍ର.ସ. | ଜୋନାଲ / କେନ୍ଦ୍ରୀୟ ସିଲେକ୍‌ସନ ବୋର୍ଡ (Zonal / Central Selection Board) | ନିଯୁକ୍ତି ପରୀକ୍ଷା କେନ୍ଦ୍ର | | ----------- | ----------- | ----------- | | ୧ | ଚେୟାରମ୍ୟାନ, ଉପ-ଆରକ୍ଷୀ ମହାନିରୀକ୍ଷକ, SWR, କୋରାପୁଟ – ଜୟପୁର କୋରାପୁଟ | ଜୟପୁର | | ୨ | ଚେୟାରମ୍ୟାନ, ଆରକ୍ଷୀ ମହାନିରୀକ୍ଷକ, ଉତ୍ତରାଞ୍ଚଳ, ସମ୍ବଲପୁର (NR), ସମ୍ବଲପୁର | ସମ୍ବଲପୁର | | ୩ | ଚେୟାରମ୍ୟାନ, ଆରକ୍ଷୀ ଉପ ମହାନିରୀକ୍ଷକ, (ER), ବାଲେଶ୍ଵର। | ବାଲେଶ୍ବର। | | ୪ | ଚେୟାରମ୍ୟାନ, ଆରକ୍ଷୀ ମହାନିରୀକ୍ଷକ, ବ୍ରହ୍ମପୁର। | ବ୍ରହ୍ମପୁର। | | ୫ | ଚେୟାରମ୍ୟାନ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ, ଭୁବନେଶ୍ୱର – କଟକ (ଟ୍ରାନ୍ସପୋର୍ଟ କମିଶନର) | କଟକ| **ଉପରୋକ୍ତ ୫ (ପାଞ୍ଚଟି) କେନ୍ଦ୍ରରେ ନିଜ ନିଜ ପସନ୍ଦ କ୍ରମ ଅନୁଯାୟୀ ଲିତ ପରୀକ୍ଷା ଦେବା ପାଇଁ ଆବେ କରି ପାରିବେ ।** ଲିଖୁତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନଙ୍କ ପାଇଁ ଗାଡ଼ି ଚାଳନା ପରୀକ୍ଷା, ଶାରୀରିକ ମାପ, ଶାରୀରିକ ଦକ୍ଷତା ଓ ଡାକ୍ତରୀ ପରୀକ୍ଷା କେଉଁଠାରେ ହେବ ତାହା ନିଯୁକ୍ତି ମଣ୍ଡଳୀ ନିଶ୍ଚିତ କରାଇବେ ଓ ଏ ସମ୍ପର୍କିତ ସୂଚନା ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରାର୍ଥୀମାନଙ୍କୁ ଜଣାଇ ଦିଆଯିବ। *(ଖ) ବିଜ୍ଞାପିତ ହୋଇଥିବା ମୋଟ ପଦବୀର ୭ ଗୁଣା ଯୋଗ୍ୟ ପ୍ରାର୍ଥୀ ( ବିଭିନ୍ନ ବର୍ଗରୁ ) ଲିତ ପରୀକ୍ଷାରୁ ଚୟନ କରାଯିବ ଓ ସେମାନେ ପରବର୍ତ୍ତୀ ନିଯୁକ୍ତି ପ୍ରକ୍ରିୟାରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହେବେ। ଲିତ ପରୀକ୍ଷା ପରେ ଗାଡ଼ି ଚାଳନା ପରୀକ୍ଷା, ଶାରୀରିକ ମାପ, ଶାରୀରିକ ଦକ୍ଷତା ପରୀକ୍ଷା ଓ ଡାକ୍ତରୀ ପରୀକ୍ଷା ନିମ୍ନଲିତ ପରୀକ୍ଷା କେନ୍ଦ୍ରରେ କରାଯିବ।* 1. ଭୁବନେଶ୍ଵର, 2. ବାଲେଶ୍ଵର, 3. ସମ୍ବଲପୁର, 4. ବ୍ରହ୍ମପୁର ଏବଂ 5. କୋରାପୁଟ **(୯) ଲିତ ପରୀକ୍ଷା ପଦ୍ଧତି:-** *(କ) ଲିତ ପରୀକ୍ଷାରେ ପୂର୍ଣ ସଂଖ୍ୟା ୫୦ ଓ ସମୟ ଅବଧୂ ୬୦ ମିନିଟ୍ । *(ଖ) ଲିଖୁତ ପରୀକ୍ଷାର ପ୍ରତି ସଠିକ ଉତ୍ତର ପାଇଁ ୧ନମ୍ବର ଓ ପ୍ରତି ଭୁଲ ଉତ୍ତର ପାଇଁ ବିଯୁକ୍ତ ୦.୨୫ନମ୍ବର ଦିଆଯିବ। *(ଗ) ଲିତ ପରୀକ୍ଷାର ପ୍ରଶ୍ନ ଗୁଡ଼ିକ ବିଭିନ୍ନ ବିଷୟରୁ ପଚରାଯିବ ଓ Multiple Choice type ମାଧ୍ୟମରେ ଠିକ୍ ଉତ୍ତର ବାଛିବାକୁ ହେବ। *(ଘ) ଲିଖୁତ ପରୀକ୍ଷା Computer Based Test (CBT) ମାଧ୍ୟମରେ କରାଯିବ। ଲିଖୁତ ପରୀକ୍ଷାର ମାଧ୍ଯମ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ହେବ କିନ୍ତୁ ଓଡ଼ିଆ ଭାଷାର ପ୍ରଶ୍ନ ଗୁଡ଼ିକ କବଳ ଓଡ଼ିଆ ମାଧ୍ୟମରେ ହେବ ।* **(৪) ବିଷୟ:-ଲିତ ପରୀକ୍ଷାର ପ୍ରଶ୍ନ ଗୁଡିକ ନିମ୍ନଲିଖୁତ ବିଷୟରୁ ଆସିବ।** *(୧) ସାଧାରଣ ଜ୍ଞାନ ( Basic GK). *(୨) ଇଂରାଜୀରୁ ଓଡ଼ିଆ ଓ ଓଡ଼ିଆରୁ ଇଂରାଜୀ ଅନୁବାଦ । *(୩) ଓଡ଼ିଆ ବ୍ୟାକରଣ (Odia Grammer). *(४) Logical Reasoning. *(8) Basic Arithmatic. *(9) Road Safety including Road signs. *(9) Basic Knowledge of Vehicles and its Maintenance.* **(୧୦) ଗାଡ଼ିଚାଳନା ପରୀକ୍ଷା: –** *(କ) ଲିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଯୋଗ୍ୟ ବିବେଚିତ ପ୍ରାର୍ଥୀମାନେ ପ୍ରଥମେ ହାଲୁକା ଯାନ (LMV) ପରୀକ୍ଷା ଦେବେ। *(ଖ) ହାଲୁକା ଯାନ (LMV) ଚାଳନା ପରୀକ୍ଷା କେବଳ ଯୋଗ୍ୟତା ଭିଭିକ ପରୀକ୍ଷା ଅଟେ । *(ଗ) ଏହି ପରୀକ୍ଷାରେ ଭାଗ ନେବା ପୂର୍ବରୁ ପ୍ରାର୍ଥୀ ତାଙ୍କର ମୂଳ ଡ୍ରାଇଭିଂ ଲାଇସେନ୍ସ ଯାଞ୍ଚ ନିମନ୍ତେ ଦାଖଲ କରିବେ । ପ୍ରାର୍ଥୀଙ୍କ ପାଇଁ ନିଯୁକ୍ତି ପରେ ଗାଡ଼ି ଚଳାଇବା, ନିଜର ଦାୟିତ୍ଵ ଓ କର୍ତ୍ତବ୍ୟର ଅଂଶ ବିଶେଷ ଭାବେ ବିବେଚିତ ହେବ । *(3) ଚାଳନା ବୈଧ ଥିବା (HMV) କିମ୍ବା Trans Driving Licence ତଥା ସେହି ଶ୍ରେଣୀର ଗାଡ଼ି ଦକ୍ଷତା ଥୁବା ଦାବି କରିଥିବା ସମସ୍ତ ପ୍ରାର୍ଥୀ ଯେଉଁମାନେ (HMV) ଗାଡ଼ି ଚାଳନାରେ କୃତକାର୍ଯ୍ୟ ହୋଇଥିବେ, ସେମାନେ (HMV) /(Transport) ଶ୍ରେଣୀର ଗାଡ଼ି ଚାଳନା ପରୀକ୍ଷା ଦେଇପାରିବେ । *(৫) ଭାରୀ ଯାନ (HMV) ଚାଳନା ଓ ପେଶାଦାର ଗାଡ଼ି (Transport) ଚାଳନା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଥୁବା ପ୍ରାର୍ଥୀମାନଙ୍କୁ ଅତିରିକ୍ତ ୩ ମାର୍କ ଦିଆଯିବ । *(ଚ) ଗାଡ଼ି ଚାଳନା ପରୀକ୍ଷା କିପରି ଓ କେଉଁ ପ୍ରକାରର ହେବ ତାହା ନିଯୁକ୍ତି ମଣ୍ଡଳୀ ଚୂଡ଼ାନ୍ତ କରିବେ । ନିଯୁକ୍ତି ମନ୍ତ୍ର ମଣ୍ଡଳୀର ଦକ୍ଷ ଅଫିସରଙ୍କ ସହଯୋଗରେ ଗାଡ଼ି ଚାଳନା ପରୀକ୍ଷା କରାଯିବ।* **(୧୧) ଶାରୀରିକ ମାପ ଓ ଶାରୀରିକ ଦକ୍ଷତା ପରୀକ୍ଷା:–** ଗାଡ଼ି ଚାଳନା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଯୋଗ୍ୟ ବିବେଚିତ ପ୍ରାର୍ଥୀମାନେ ଶାରୀରିକ ମାପ ଓ ଦକ୍ଷତା ପରୀକ୍ଷାରେ ଭାଗ ନେଇପାରିବେ । ଏହି ସମ୍ପର୍କରେ ନିଯୁକ୍ତ ମଣ්ଡଳୀ ପ୍ରାର୍ଥୀମାନଙ୍କୁ ଆଗୁଆ ସୂଚନା ପ୍ରଦାନ କରିବେ। ପ୍ରାର୍ଥୀମାନେ ଦିଆଯାଇଥିବା ସୂଚନା ଅନୁସାରେ ସମ୍ପୃକ୍ତ ନିଯୁକ୍ତି ପରୀକ୍ଷା କେନ୍ଦ୍ରଠାରେ ଉପସ୍ଥିତ ହେବେ। ଶାରୀରିକ ଦକ୍ଷତା ପରୀକ୍ଷା 1 ପାଇଁ ଏକରୁ ଅଧ‌ିକ ଦିନ ଲାଗି ପାରେ, ସେଥିପାଇଁ ପ୍ରାର୍ଥୀମାନେ ୩ ରୁ ୪ ଦିନ ରହିବା ପାଇଁ ପ୍ରସ୍ତୁତ ଆସିବା ଆବଶ୍ୟକ । **(କ) ଶାରୀରିକ ମାପ :-** | ବର୍ଗ | ଛାତି | ଉଚ୍ଚତା | ଓଜନ | ଅଣସଂପ୍ରସାରିତ | ସଂପ୍ରସାରିତ | | ----------- | ----------- | ----------- | ----------- | ----------- | ----------- | | ଅସଂରକ୍ଷିତ ବର୍ଗ (UR) | ୮୮ ସେ.ମି | ୭୯ ସେ.ମି | ୮୪ ସେ.ମି | ନିର୍ଦ୍ଧାରିତ ନୁହେଁ | ନିର୍ଦ୍ଧାରିତ ନୁହେଁ | | ଅନୁସୂଚିତ ଜାତି (SC)/ ଅନୁସୂଚିତ ଉପଜାତି (ST) | ୮୦ ସେ.ମି | ୭୬ ସେ.ମି | ୮୧ ସେ.ମି | ନିର୍ଦ୍ଧାରିତ ନୁହେଁ | ନିର୍ଦ୍ଧାରିତ ନୁହେଁ | **ରାଜ୍ୟ ଆରକ୍ଷୀ ବିଭାଗରେ କାର୍ଯ୍ୟ କରୁଥିବା ଗୃପ-“ଡି” କର୍ମଚାରୀମାନଙ୍କର ଶାରିରୀକ ମାପ ସେମାନେ ଅନ୍ତର୍ଭୁକ୍ତ ବର୍ଗର ସର୍ବନିମ୍ନ ମାପ ଠାରୁ ଉଚ୍ଚତାରେ ୩ ସେ.ମି., ଓଜନରେ ୫ କି.ଗ୍ରା. ଓ ଛାତି ସମ୍ପ୍ରସାରଣ ମାପରେ ୨ ସେ.ମି. ପର୍ଯ୍ୟନ୍ତ କୋହଳ କରାଯିବ ।** **(ଖ) ଶାରୀରିକ ଦକ୍ଷତା ପରୀକ୍ଷା : (କେବଳ ଯୋଗ୍ୟତା ଭିଭିକ)** **(९) २ ୯.७ ๑.. :-** * ୧.୬ କି.ମି. ଦୂରତାକୁ ୦୭ ମିନିଟ୍ ସମୟ ମଧ୍ୟରେ ଅତିକ୍ରମ କରିପାରିଲେ ପ୍ରାର୍ଥୀ ଯୋଗ୍ୟ ବିବେଚିତ ହେବେ। * ୧.୬ କି.ମି. ଦୂରତାକୁ ୦୭ ମିନିଟ୍ ସମୟ ମଧ୍ୟରେ ଅତିକ୍ରମ କରିନପାରିଲେ ପ୍ରାର୍ଥୀ ଅଯୋଗ୍ୟ ବିବେଚିତ ହେବେ । **(୨) ଲମ୍ବଡିଆଁ ୩.୬୬ ମିଟର :-** ସର୍ବନିମ୍ନ ୩.୬୬ ମିଟର ଲମ୍ବଡିଆଁ ପାଇଁ ତିନିଥର ସୁଯୋଗ ଦିଆଯିବ । ୩ ଥର ମଧ୍ଯରେ ୩,୬୬ ମିଟର ଲମ୍ବଡିଆଁ ଡେଇଁ

Use Quizgecko on...
Browser
Browser