ODISHA Government Scholarship PDF

Summary

This document announces a scholarship program for Scheduled Tribes and Scheduled Castes students in Odisha, India, for the 2024-2025 academic year. The scholarship provides financial assistance for students in 9th and 11th grades. Income limitations apply.

Full Transcript

# ଓଡ଼ିଶା ସ ସରକାର ## ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ## ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନ‌ୟନ ଏବଂ ସ ## ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପାଠ ପଢା ଅଧାରୁ ଛାଡ଼ିବାର ହାର କମାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର “ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା” ଆରମ୍ଭ କରିଛନ୍ତି...

# ଓଡ଼ିଶା ସ ସରକାର ## ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ## ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନ‌ୟନ ଏବଂ ସ ## ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପାଠ ପଢା ଅଧାରୁ ଛାଡ଼ିବାର ହାର କମାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର “ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା” ଆରମ୍ଭ କରିଛନ୍ତି । ଏହି ଯୋଜନା ଅଧୀନ ରେ ନବମ ଏବଂ ଏକାଦଶ ଶ୍ରେଣୀ ରେ ନାମଲେଖାଇଥିବା ଅନୁସୂଚିତ ଜନଜାପି ଜାତି ଛାତ୍ରଛାତ୍ରୀମାନଙ୍କୁ ଏକକାଳୀନ 4000/- ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ଏହି ପ୍ରୋତ୍ସାହନ ରାଶି ଦ୍ବାରା ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ମାନଙ୍କ ମାଧ୍ଯମିକ ଏବଂ ଉଚ୍ଚ ମାଧ୍ଯମିକ ଶିକ୍ଷା ସମ୍ପୂର୍ଣ କରିବା ବା ଏବଂ ଅଧିକ ମାତ୍ରାରେ ନାମଲେଖା ପଞ୍ଜୀକରଣ କୁ ପ୍ରୋତ୍ସାହିତ କରିବା ପାଇଁ ପରିକ ପରିକଳ୍ପନା କରାଯାଇଛି । * ଏହି ଯୋଜନା ଚଳିତ ଶିକ୍ଷା ବର୍ଷ 2024 -25 ରୁ କାର୍ଯ୍ୟକାରୀ କରାଯିବ । * ଏହି ଯୋଜନା କେବଳ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରଯୁଜ୍ୟ ଯେଉଁ ମାନଙ୍କର ବାର୍ଷିକ ପାରିବାରିକ ଆୟ 9,80,000/- ଟଙ୍କାରୁ ଅଧିକ ହୋଇନଥ୍‌ବ (ଦୁଇ ଲକ୍ଷ ପଚାଶ ହଜାର) * ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇଥ୍‌ବା ଜନଜାତି ଛାତ୍ରଛାତ୍ରୀମାନଙ୍କୁ ଏକକାଳୀନ 5000/- ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । * ଏହି ଯୋଜନା କେବଳ ରାଜ୍ୟ ଭିତରର ସରକାରୀ କିମ୍ବା ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ଅଧ୍ୟୟନରତ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଲାଗୁହେବ । * ଏହି ପ୍ରୋତ୍ସାହନ ରାଶି ସିଧାସଳ ଳଖ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ କରାଯିବ । * ଉଚ୍ଚ ଏବଂ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ସମ୍ପୃକ୍ତ ପ୍ରଧାନଶିକ୍ଷକ ଏବଂ ଅଧକ୍ଷ ମାନେ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କ ଆବେଦନ ପତ୍ର ଗୁଡିକୁ “ଓଡ଼ିଶା ରାଜ୍ୟ ଛାତ୍ରବୃଦ୍ଧି ପୋର୍ଟାଲ"(OSSP) ରେ ସିଧାସଳଖ ସମ୍ପୃକ୍ତ ବିଭାଗକୁ ଅନୁମୋଦନ କରିବେ । ସେଥ୍ନିମନ୍ତେ ସମସ୍ତ ଯୋଗ୍ୟ ଛାତ୍ରଛାତ୍ରୀ/ଅଭିଭାବକମାନେ ଯଥାଶୀଘ୍ର ସେମାନଙ୍କ ବିଦ୍ୟାଳୟର ଅଧ୍ୟକ୍ଷ/ପ୍ରଧାନଶିକ୍ଷକଙ୍କ ନିକଟରେ ଅଭିଭାବକଙ୍କ ଆୟ ପ୍ରମାଣପତ୍ର ସହିତ ଛାତ୍ରଛାତ୍ରୀଙ୍କ ଜାତି ପ୍ରମାଣପତ୍ର, ଆଧାର ଏବଂ ବ୍ୟାଙ୍କ ପାସବୁକ୍ ର ପ୍ରଥମ ପୃଷ୍ଠାର ନକଲ ଦାଖଲ କରିବାକୁ ଅନୁରୋଧ କରାଯାଉଅଛି । ## ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ

Use Quizgecko on...
Browser
Browser