Odisha Board 2023 MIL (Odia) (Sc.) Set-C Past Paper PDF

Summary

This past paper is from the Odisha Board, covering the Modern Indian Language (Odia) course for the 2023 examination. It presents a variety of questions, including multiple-choice, short answer, and essay prompts, testing students on their comprehension of Odia literature and language.

Full Transcript

Here is the breakdown of the document/image into a markdown format: # SET - C Total No. of printed pages: 15 Roll No. 602 R Regular M.I.L. (O) (Science) (For students registered in 2021) 2023 (A) SCIENCE MODERN INDIAN LANGUAGE (ODIA) Full Marks - 100 Time : 3 Hours Answer all questions. ସମସ୍ତ ପ...

Here is the breakdown of the document/image into a markdown format: # SET - C Total No. of printed pages: 15 Roll No. 602 R Regular M.I.L. (O) (Science) (For students registered in 2021) 2023 (A) SCIENCE MODERN INDIAN LANGUAGE (ODIA) Full Marks - 100 Time : 3 Hours Answer all questions. ସମସ୍ତ ପ୍ରଶ୍ନର ଉତ୍ତର ଦିଅ । The figures in the right-hand margin indicate marks. ଡାହାଣ ପାଖ ମାର୍ଜିନରେ ଥିବା ସଂଖ୍ୟା ପ୍ରଶ୍ନର ମୂଲ୍ୟ ସୂଚିତ କରେ । Candidates are required to give their answers in their own words as far as practicable. ଯଥାସମ୍ଭବ ନିଜ ଭାଷାରେ ଉତ୍ତର ଲେଖୁବା ଆବଶ୍ୟକ । P.T.O. ୧। ପ୍ରତ୍ୟେକ ପ୍ରଶ୍ନର ଚାରୋଟି ଉତ୍ତର ଦିଆଯାଇଛି । ସେଥୁମଧ୍ଯରୁ ଠିକ୍ ଉତ୍ତରଟି ବାଛି ଲେଖ : ex8=8 (କ) ଭାରତରେ ଭିନ୍ନୟନ କାର୍ଯ୍ୟ ଅନେକ ପଛରେ ପଡ଼ିଯାଇଛି । କାରଣ - (1) ରାଜନେତ ମାନେ ଦୁର୍ନୀତିଗ୍ରସ୍ତ (ii) ଲୋକମାନେ ଅଶିକ୍ଷିତ (iii) ଏଠାରେ ଗଣତନ୍ତ୍ର ଶାସନ ଚାଲିଛି (iv) ସରକାରୀ କର୍ମଚାରୀମାନଙ୍କର ଆନ୍ତରିକତା ନାହିଁ (ଖ) କାହାକୁ ଦୃଷ୍ଟାନ୍ତର ଆକର ବୋଲି କୁହାଯାଇଛି ? (i) ଆତ୍ମଜୀବନୀ (iii) ମହାପୁରୁଷ (ii) ଇତିହାସ (iv) ଈଶ୍ବର (ଗ) କେଉଁ ଅଭାବ ଥ‌ିବାଯାଏ ଗଣତନ୍ତ୍ରର ସଫଳତା ଆଶା କରିବା ବିଡ଼ମ୍ବନା ମାତ୍ର ? (i) ଦୁଇବେଳା ଦୁଇମୁଠା ଖାଇବା (ii) ଦେଶପ୍ରେମ (iii) ଗଣଶିକ୍ଷା ଓ ଗଣଚେତନା (iv) ବିବେକ ବିଚାର (ଘ) ଖଣ୍ଡିତ ଉତ୍କଳ ମୋହନିଦ୍ରାଗ୍ରସ୍ତ ଥିଲାବେଳେ କିଏ ଥିଲେ ଦକ୍ଷିଣାପଥର ପ୍ରହରୀ ? (i) ଗଂଜାମବାସୀ (ii) ଜୟପୁରବାସୀ (iii) ରଂକାମ ଜୟପୁରବାସୀ (iv) ପୁରୀବାସୀ MIL (Odia) (Sc.) (Set-C) 2 602 R Contd. ୪। ଇତିହାସର ପ୍ରତିଲୋମରେ ଗତି କରେ କିଏ ଉତ୍କଳର ଇତିହାସ ବୋଲି ଟାଣିହେବ ? (i) ଜଗନ୍ନାଥ (iii) ମହେନ୍ଦ୍ରଗିରି (ii) ଖୋରଧା (iv) ଧଉଳି ୫। ନିମ୍ନ ଲିଖିତ ବାକ୍ୟରେ ଯେକୌଣସି ୩ଟି ପ୍ରଶ୍ନର ଉତ୍ତର ଦିଅ : 2x3=6 (କ) ଖାଲି କ'ଣ କଲେ ଦେଶର ସ୍ଵାଧୀନତା ରହିପାରିବ ନାହିଁ ? (ଖ) ଗଣତନ୍ତ୍ର ଶାସନରେ କିଏ ଏକ ଓ ଅଭିନ୍ନ ? (ଗ) ଉତ୍କଳରେ କ'ଣ ପାଇଁ ହାହାକାର ପଡ଼ିଥିଲା ? (ଘ) ବର୍ତମାନ ଯୁଗର ଇତିହାସ ଲିଖନ ପ୍ରଣାଳୀ କାହାର ନିକଟବର୍ତ୍ତୀ ବୋଲି କୁହାଯାଇଛି ? ୬। ଲେଖା ଓ ଲେଖକଙ୍କ ନାମୋଲ୍ଲେଖ ସହ ଦୁଇଟି ଲେଖାଏଁ ବାକ୍ୟରେ ଯେକୌଣସି ୨ଟି ପ୍ରଶ୍ନର ଉତ୍ତର ଦିଅ : 2x4=8 (କ) ଦରିଦ୍ର ଠାରେ କେଉଁ ଗୁଣର ମହତ୍ତ୍ଵ ବଢ଼ିଉଠେ ? (ଖ) କେତେବେଳେ ଜୀବନଟା କେବଳ ସନ୍ଦେହରେ ଆରମ୍ଭ ହୋଇ ସନ୍ଦେହରେ ଶେଷ ହେବ ? (ଗ) ପ୍ରତ୍ୟେକ ସ୍ଵଜାତି ବଦଳ ବ୍ୟକ୍ତିର ଅଲଂଘନୀୟ କର୍ତ୍ତବ୍ୟ କ'ଣ? ୭। ଲେଖା ଓ ଲେଖକଙ୍କ ନାମୋଲ୍ଲେଖ ସହ ୩୦ ଶବ୍ଦରେ ଯେକୌଣସି ଗୋଟିକର ଉତ୍ତର ଦିଅ : 1X4=4 (କ) କେତେବେଳେ ଇତିହାସ ଅଧ୍ୟୟନ ବିଡ଼ମ୍ବନା ମାତ୍ର ? (ଖ) କ୍ଳାନ୍ତି ଆସିଲେ ବାରିଦ କାହିଁକି ମେଘାସନ, ଗନ୍ଧମାର୍ଦ୍ଦନ ଓ ମାଲ୍ୟଗିରିରେ ଅବସର ନେବାକୁ କୁହାଯାଇଛି ? ୮। ପ୍ରାୟ ୧୫୦ ଶବ୍ଦରେ ଉତ୍ତର ଦିଅ : 8 ଇତିହାସ ପ୍ରବଂଧରୁ ପ୍ରାବକଙ୍କ ଆଭିମୁଖ୍ୟ ଉପସ୍ଥାପନ କର । ଅଥବା ଶିକ୍ଷାକୁ ଆମ ଦେଶରେ ଶେଷ ସ୍ଥାନ ନ ଦେଇ ଶୀର୍ଷସ୍ଥାନ’ ଦେବାପାଇଁ ପ୍ରାବଂଧୂକଙ୍କ ଯୁକ୍ତିର ଯଥାର୍ଥତା ବିଚାର କର । ୯। ପ୍ରତ୍ୟେକ ପ୍ରଶ୍ନର ଚାରୋଟି ଉତ୍ତର ଦିଆଯାଇଛି । ଠିକ୍ ଉତ୍ତରଟି ବାଛି ଲେଖ : 1x4=4 (କ) ପିଙ୍ଗଳା କେଉଁ ଦୀପ ଜାଳିବ ନାହିଁ ବୋଲି କହିଛି ? (1) ସଂଜଦୀପ (iii) ଜ୍ଞାନ ଦୀପ (ii) ପୂଜାଦୀପ (iv) କେଳିଦୀପ (ଖ) ବିରହ ବିଷମ ବିଷରେ କାହାର ମନପ୍ରାଣ ଘାରି ହୋଇଛି ? (i) ଅସ୍ତଗାମୀ ସୂର୍ଯ୍ୟଙ୍କର (ii) ବନ୍ଦୀ ଗୋପବଂଧୁଙ୍କର (iii) ସଂଧ୍ୟାକାଳୀନ ପୃଥ‌ିବୀର (iv) ସୀତାଙ୍କୁ ଛାଡ଼ିଥିବା ରାମଙ୍କର MIL (Odia) (Sc.) (Set-C) 3 602 R P.T.O. (ଗ) ମନୁଷ୍ୟ ପୁତ୍ରକୁ କିପରି ନିଷ୍ପେଷିତ ହେବାକୁ କୁହାଯାଇଛି ? (1) ଖରପରି (ii) ରଜପରି (iii) ସମ୍ମାନର ସହ (iv) ଜଡ଼ପରି (ଘ) ବହିଶିଖାପରି ଉର୍ଦ୍ଧ୍ୱଗାମୀ କିଏ ଥିଲେ ? (i) ଉତ୍କଳର ସେନାବାହିନୀ (ii) ଉତ୍କଳର ଜନତା (iii) ଉତ୍କଳର ନାରୀସମାଜ (iv) ଉତ୍କଳର ପୂର୍ବତନ ରାମ (ଡ) ତାପସଙ୍କ ଅଶାନ୍ତି ଶାନ୍ତନାଶକ (i) ବିଶ୍ଵାମିତ୍ର (iii) ରାମଚନ୍ଦ୍ର (ii) ଜାମ୍ବବାନ (iv) v) ଲକ୍ଷ୍ମଣ ୧୦। ଗୋଟିଏ ଲେଖାଏଁ ବାକ୍ୟରେ ଯେକୌଣସି ୩ଟି ପ୍ରଶ୍ନର ଉତ୍ତର ଦିଅ : 2x3=6 (କ) ବିଦାୟ ଇଟ ଲଗ୍ନରେ ପିଙ୍ଗଳା ବିଦେହ ନଗରୀକୁ କ'ଣ ଭୁଲିଯିବ କହିଛି ? (ଖ) ତାହାରି ଉଚ୍ଛେଦ କର, କରହେ ନିର୍ମୂଳ କାହାର ? (ଗ) ଦୁଃଖଗିରିର ବଜ୍ର ବୋଲି କାହାକୁ କୁହାଯାଇଛି ? (ଘ) ଦେଶୀ ହୋଇ ମଧ୍ୟ ରାଜାମାନେ ବିଦେଶୀଙ୍କର କେଉଁ ନୀତି ଆଚରଣ କରୁଥିଲେ ? ୧୧। ଲେଖା ଓ ଲେଖକଙ୍କ ନାମୋଲ୍ଲେଖ ସହ ଦୁଇଟି ଲେଖାଏଁ ବାକ୍ୟରେ ଯେକୌଣସି ୨ଟି ପ୍ରଶ୍ନର ଉତ୍ତର ଦିଅ : 2x4=8 (କ) ଭସ୍ମ ମଧ୍ୟରୁ କେଉଁ ଶିକ୍ଷା ନେବା ପାଇଁ କୁହାଯାଇଛି ? (ଖ) ‘ଅନୁଭବୀ ନେତ୍ରେ କେବଳ ସିନା ଜାଣି ଯାଏ ସେ ଦେଖା’’ – କେଉଁ କଥା ଦେଖାଯାଏ ? (ଗ) ‘‘ଏହା ମାତ୍ର ପ୍ରଭୁ ମୋତେ ଦେବଟି ଜଣାଇ’’ - କ'ଣ ଜାଣିବା ପାଇଁ ଏ ନିବେଦନ ? ୧୨। ଲେଖା ଓ ଲେଖକଙ୍କ ନାମୋଲ୍ଲେଖ ସହ ୩୦ ଶବ୍ଦରେ ଯେକୌଣସି ଗୋଟିକର ଉଚ୍ଚର ଦିଅ : 1X4=4 (କ) ‘‘ଫଳେ ତୁମ୍ଭେ ଜଣେ ଜଣେ ଡାହାଣ ସତେଜ’’ – ଏକଥା କେଉଁ ପ୍ରସଙ୍ଗରେ କାହାକୁ କୁହାଯାଇଛି ? (ଖ) ‘ବନ୍ଦୀଟାଣୀର ବିରହ ବ୍ୟଥା’ କବିତାରେ ସୂର୍ଯ୍ୟାସ୍ତକାଳୀନ ପ୍ରକୃତିର ରୂପଚିତ୍ର ଉପସ୍ଥାପନ କର । ୧୩। ପ୍ରାୟ ୧୫୦ ଶବ୍ଦ ଭିତରେ ଯେକୌଣସି ଗୋଟିକର ଉତ୍ତର ଦିଅ : 8x2=8 (କ) ‘ତପସ୍ବିନୀର ପତ୍ର' କବିତା ଅବଲମ୍ବନରେ ସୀତାଙ୍କ ଚାରିତ୍ରିକ ମହତ୍ତ୍ଵର ପରିଚୟ ଦିଅ । (ଖ) କାମନାବାସନାର ପଙ୍କିଳ ଜୀବନରୁ ଚେତନାର ଉଦ୍ଧାୟନ ହେଉଛି ‘ପିଙ୍ଗଳାର ଅଭିସାର’ କବିତାର ମର୍ମବାଣୀ – ଆଲୋଚନା କର । MIL (Odia) (Sc.) (Set-C) 5 602 R P.T.O. (ଗ) ସାରା ପୃଥ‌ିବୀରେ ବେଦଠାରୁ କେଉଁ ଅଧୁକ ଜ୍ଞାନୀ ଓ ପ୍ରାଚୀନ ? (ii) ଗୋଟାଏ ଜାତି ନିଜକୁ ଛୋଟ ମନେକଲେ ଓ ନିଜ ପୂର୍ବପୁରୁଷଙ୍କୁ ଅସମ୍ମାନ କଲେ ତା'ର କ'ଣ ହୁଏ ? (iii) କେତେବେଳେ ବିନୟ ଭାବ ଦୂରେଇଯାଏ ଓ ଅତୀତର ସ୍ମୃତି ଏବଂ ଗୌରବବୋଧ ହଜିଯାଏ ? (iv) ଯେଉଁ ଆଚରଣ, ଖାଦ୍ୟ ଓ ପୋଷାକପତ୍ର ଆ ଆମର ଶ୍ରୀବୃଦ୍ଧି କରନ୍ତା, ସେ ସବୁ କାହିଁକି ଆମ ଆଖୁରେ କଣ୍ଟା ହୋଇ ଗଳିଯାଉଛି ? (ଡ) ନିମ୍ନ କବିତାଟି ପାଠକରି ତା’ ତଳେଥ‌ିବା ପ୍ରଶାବଳୀର ଉତ୍ତର ଗୋଟିଏ ଲେଖାଏଁ ବାକ୍ୟରେ ଦିଅ : 4=4x1 ମୁକ୍ତିର ସଂଗ୍ରାମ ଓ ତ୍ୟାଗର ପ୍ରତୀକ ଖଦଡ଼ ପୋଷାକ ହେଲା ଟାଉଟରି ଓ ଦଗାବାଜିର ବିଚିତ୍ର ନିଶାଣ । ଏଇଠି ନିକମା, ସଂଶୟଘେରା ଚରିତ୍ର ସକଳ ପିନ୍ଧିନେଲେ ସେବକଙ୍କର ଖୋଳ, ଏଇଠି ଶାସକ, ଶିକ୍ଷକ, ଯୁବକ, ସେବକ ସଭିଙ୍କ ଭିତରେ ଉଚ୍ଚାଟ ହେଲା ଭୋଗର ବାସନା ଉଦ୍‌ବେଳିଲା ସ୍ୱାର୍ଥର ସାଗର । * ସତ୍ୟରୁ ତ୍ରେତା ରୂପିତ କହି । * ଏକର ନନ୍ଦନ କେବେ ମନ୍ତ୍ରୀ ହୋଇନି ପ୍ରଶ୍ନକଳୀ : (i) ଖଦଡ଼ ପୋଷାକ କାହାର ପ୍ରତୀକ ଥୁଲା ? (ii) କେଉଁମାନେ ସେବକର ଖୋଳ ପିନ୍ଧିନେଲେ ? (iii) ଶାସକ, ଶିକ୍ଷକ, ଯୁବକ ଓ ସେବକ ସମସ୍ତଙ୍କୁ କ’ଣ ଉଚ୍ଚାଟ କଲା? (iv) କିଏ ଆଦୌ ବଦଳି ନାହିଁ ? (v) କେଉଁ ଚେତନାର ସତ୍ତାଟି ଅନିର୍ବାଣ ଜଳୁଛି ? MIL (Odia) (Sc.) (Set-C) 11 502 P P.T.O. (ଖ) ସେମିତି ଅରଣ୍ୟବାସ, ରାଜପୁରୀ ଅୟସ ଉପେକ୍ଷି (i) ଅରଣ୍ୟବାସି ଗଛ ଆଉ ବୃକ୍ଷ ଲୁଚି 1 ପୁଅ ମୁଣ୍ଡରେ ହଡେ, ତେଲ ଘଡ଼ିରେ ହାଡେ ନିଜ ହିସାବ ଦେଖୁ ଏକା ପବିତ୍ର ଖର୍ଚ୍ଚ MIL (Odia) (Sc.) (Set-C) 12 602 R Contd. (1) ନିତି ଦିନ ଅକୁହା କାଡାହିଁ (ii) ପୁଅ ମୁଣ୍ଡରେ ହାଡେ, ରକ୍ତ ଟେକା ଟେକି (iii) ଅଲିଅ ବାଉର ପୁଅ 18। ଛାତ୍ର କଲ୍ୟାଣ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ନିକଟକୁ ଦରଖାସ୍ତ ଲେଖ । ଅଥବା 8 ସାଇବର ଠକମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା ସଂବଂଧରେ କୌଣସି ଗୋଟିଏ ସଂବାଦପତ୍ରର ସଂପାଦକଙ୍କୁ ପତ୍ର ମାଧ୍ୟମରେ ନିଜର ମତ ଉପସ୍ଥାପନ କର । 18। ନିମ୍ନ ଗଦ୍ୟାଶକୁ ଏକ – ତୃତୀୟାଂଶ ଶବ୍ଦରେ ପ୍ରକାଶ କର : 5*1= 5 ଶ୍ରମ କଲେ ବ୍ୟକ୍ତିର ବିକାଶ ହୁଏ । ସମାଜର ପ୍ରଗତି ହୁଏ । ଦେଶର ଅର୍ଥନୈତିକ ଅଭିବୃଦ୍ଧି ଘଟେ । ଯେଉଁଠି ଶ୍ରମ ନାହିଁ ସେଠି ବିକାଶ ପଛାଇଯାଏ । ବିଶ୍ଵର ଯେଉଁ ଜାତି ଅଧିକ ଶ୍ରମ କରିପାରୁଛି, ସିଏ ସେତେ ବିକାଶ କରିଚାଲିଛି । ସମୟ ସୀମିତ । ଆମେ ଯଦି ଅମୂଲ୍ଯ ସମୟକୁ ଉପାସନାରେ କଟାଇବା ନିଜର ତଥା ସମାଜର ମଂଗଳ ପାଇଁ ଶ୍ରମ କରିବା କମ୍ ହେବାକୁ ବାଧ୍ୟ । ସେଥ‌ିପାଇଁ ଭାରତୀୟ ସମାଜ ବିକାଶର ପଛରେ । ପୁଣି ନିଷ୍ଠାର ସହ କାମ କରିବା ସମାଜର ବିକାଶକୁ ତ୍ଵରାନ୍ଵିତ କରେ । ଆମ ସମାଜରେ ଏହା ବ୍ୟତିକ୍ରମ । ଅଳ୍ପ ସମୟ କାମ କରିବା, ସେତିକି ସମୟ ମଧ୍ଯ ନିଷ୍ଠାର ସହ ନୁହେଁ । ପୁଣି ଦୁର୍ନୀତି ଓ ଅନୀତିରେ ବୁଡ଼ି ରହିବା । ପ୍ରତିଦିନ ଦେଖାଯାଉଛି କେତେ ଠକେଇ । ଖାଦ୍ୟରେ ଅପମିଶ୍ରଣ, ତେଲରେ ଭେଜାଲ, ଔଷଧ ନକଲି, ପେଟ୍ରୋଲ ଡିଜେଲ ମିଶା, ଡାଲି, ଚିନି, ଘିଅ, ଛେନା, ଓ ସସ୍ ସବୁଥରେ ଭରପୂର ଦୁର୍ନୀତି ଓ ଅନୀତି । ଯେଉଁମାନେ ଏପରି କରି ଆତ୍ମଘାତୀ ସାର୍ଜ୍ଜୁଛନ୍ତି, ସେମାନେ ବି ମନ୍ଦିର ଯାଉଛନ୍ତି, ଖାଲି ଯାଉଛନ୍ତି ନୁହେଁ ଆଗ ଆଶିଷ ଲାଭ କରିବା ଉଦ୍ୟମରେ ଭିଡ଼ ଜମାଉଛନ୍ତି ଓ ବୋଲମାଳ କରୁଛନ୍ତି ; ମାଡ଼ପିଟ ଓ ଦଳାଦଳିର ଉଦାହରଣ ପ୍ରଚୁର । ଏଠି ଜୀବନ ଦର୍ଶନ ଦିଗହରା ହେଉଛି । ସଦ୍‌ବୁଦ୍ଧି ହଜିଯାଉଛି । ଅହଂ ଓ ପାରିବାପଣ ଉଙ୍କି ମାରୁଛି । ପ୍ରତାରଣା, ମିଛ, ହିଂସା, ଅସଦାଚାରରେ ଉତ୍‌ଫୁଲିତ ହେଉଛି ତଥା କଥୁତ ଭକ୍ତ । ଏଣେ ସାଧାରଣ ଭାବରେ ମଣିଷ ଭିତରୁ କ୍ରମଶଃ କର୍ଭବ୍ୟନିଷ୍ଠା, ନୈତିକତା, ନୀତିନିଷ୍ପତା, ମିତବ୍ୟୟିତା ସହିତ କଠିନ ପରିଶ୍ରମ କରିବା ଓ ପରସ୍ପରକୁ ସାହାଯ୍ୟ କରିବା ଭାବ ଦୂରେଇ ଯାଉଛି । ମୂଲ୍ୟବୋଧକୁ ଅବମାନନା କରିବା ଏକ ସଉକରେ ପରିଣତ ହେଉଛି । ଏ କ୍ଷେତ୍ରରେ ବ୍ୟକ୍ତିଗତ ଓ ସାମାଜିକ ଦାୟିତ୍ଵ ଅଗ୍ରାଧିକାର ପାଉନାହିଁ | https://www.odishaboard.com ୨୧। ନିର୍ଦ୍ଦେଶ ଅନୁସାରେ ଉତ୍ତର ଦିଅ : (4x5)=20 (କ) ଯେକୌଣସି ହ୍ଲେଇଯୋଡ଼ା ସମୋଚାରିତ ଶବ୍ଦର ଅର୍ଥ ପାର୍ଥ କ୍ୟ ଦର୍ଶାଅ : (i) ଆୟତ, ଆୟତ୍ତ (iii) ଶିଳ, ଶୀଳ (ii) ଗିରିଶ, ଗିରୀଶ (iv) ସୁତ, ସୂତ (ଖ) ଯେକୌଣସି ଇ‌ଲଟିର ବିପରୀତାର୍ଥବୋଧକ ଶବ୍ଦ ଲେଖ ? (i) ଅନୁଗ୍ରହ (iii) ମଳିମୁଣ୍ଡିଆ (ii) ଅସୁସ୍ଥ (iv) ସ୍ଵତନ୍ତ୍ର (ଗ) ଯେକୌଣସି ହୁଇଟିର ଭ୍ରମ ସଂଶୋଧନ କର । (i) ଦାଶରଥୀ (iii) ଇପ୍‌ସିତ (ii) ଅପୁତ୍ରିକ (iv) ପିତା MIL (Odia) (Sc.) (Set-C) 13 602 R P.T.O. MIL (Odia) (Sc.) (Set-C) 14 602R Contd. ହେଉଛି । (ଘ) ଯେକୌଣସି ବ୍ଲୁଇଟି ରୂଢ଼ିକୁ ବାକ୍ୟରେ ବ୍ୟବାହାର କର । (i) ଆକାଶ କୁସୁମ (iii) ମୁହଁ ମାରିବା (ii) ଆଖ୍ରେ ଧୂଳିଦେବା (iv) ଜପାମାଳି (ଡ) ଯେକୌଣସି ଦୁଇଟିକୁ ଏକପଦରେ ପ୍ରକାଶ କର ? (i) ଜାଣିବାର ଇଚ୍ଛା (ii) ଶୁଣିବାର ଅଯୋଗ୍ୟ (iii) ଯିଏ ଉପଭୋଗ କରନ୍ତି (iv) ମୂଳରୁ ଚୂଳ ପର୍ଯ୍ୟନ୍ତ https://www.odishaboard.com Whatsapp @ 9300930012 Send your old paper & get 10/- अपने पुराने पेपर्स भेजे और 10 रुपये पायें, Paytm or Google Pay से MIL (Odia) (Sc.) (Set-C) 15 –C 602R **Disclaimer**: I have done my best to interpret the image and convert it into markdown format. Some interpretations, especially where the image quality was poor, might be inaccurate. Also, I have omitted the website links.

Use Quizgecko on...
Browser
Browser