୧୪. ଲେଖା ଓ ଲେଖକଙ୍କ ନାମୋଲ୍ଲେଖ ସହ ଯେକୌଣସି ଗୋଟିଏ ର ଉତ୍ତର ୩୦ଟି ଶବ୍ଦ ମଧ୍ଯରେ ଲେଖା : (କ) ଯୁଦ୍ଧଟିଏ ଅଭାବରୁ କେଉଁ ଦୁର୍ଦ୍ଦଶା ହୋଇଛି ବୋଲି ରାଜା କାହାକୁ କହିଥିଲେ ? (ଖ) ବନାରସର ରାସ୍ତା ସଂପର୍କରେ କ'ଣ କୁହ... ୧୪. ଲେଖା ଓ ଲେଖକଙ୍କ ନାମୋଲ୍ଲେଖ ସହ ଯେକୌଣସି ଗୋଟିଏ ର ଉତ୍ତର ୩୦ଟି ଶବ୍ଦ ମଧ୍ଯରେ ଲେଖା : (କ) ଯୁଦ୍ଧଟିଏ ଅଭାବରୁ କେଉଁ ଦୁର୍ଦ୍ଦଶା ହୋଇଛି ବୋଲି ରାଜା କାହାକୁ କହିଥିଲେ ? (ଖ) ବନାରସର ରାସ୍ତା ସଂପର୍କରେ କ'ଣ କୁହାଯାଇଛି ? ୧୫. ଯେକୌଣସି ଗୋଟିଏ ପ୍ରଶ୍ନର ଉତ୍ତର ୧୫୦ ଶବ୍ଦ ମଧ୍ୟରେ ଲେଖ : (କ) ‘ପତାକା ଉତ୍ତୋଳନ’ ଗଳ୍ପର ନାମକରଣର ସାର୍ଥ କତା ଦର୍ଶାଅ । (ଖ) ପଠିତ ଗଳ୍ପ ଅବଲମ୍ବନରେ ମାଷ୍ଟର୍ଜୀଙ୍କ ଚରିତ୍ର ଚିତ୍ରଣ କर । ୧୬. ନିମ୍ନ ଅନୁଚ୍ଛେଦଟି ପାଠ କରି ତା’ତଳେ ଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ : ରାଜ୍ୟହୀନ, ଗୃହହୀନ, ଧନହୀନ ଓ ପୁତ୍ରକନ୍ୟାହୀନ ହୋଇ ଶେଷ ବେଳକୁ ମହାଭାରତର କର୍ଣ୍ଣଧାର ନିବିଡ଼ ଅରଣ୍ୟର ଲତିକା- ଦୋଳାରେ ଅବଶ ଅଙ୍ଗକୁ ଢାଳିଦେଲେ, କିନ୍ତୁ ଶେଷରେ ସୁଦ୍ଧା ଶାନ୍ତିରେ ରହିପାରିଲେ ନାହିଁ । ଅଳ୍ପକ୍ଷଣ ପରେ ତାଙ୍କର ଦୋଳାୟମାନ ପଦ- ପଲ୍ଲବରେ ଅଭିଶାପ ପରି ନିଷ୍ଠୁର ଲୌହ ଶରଟିଏ ଆସି ପଡ଼ିଲା । ଏହା ମଧ୍ଯ ତାଙ୍କର କୃତକର୍ମର ପରିଣାମ। ଯେଉଁ ପାଦ ଗୋପପୁରରେ ଗୋ-ଚାରଣ ଦ୍ବାରା ଚର୍ମପାଦୁକା ପରି କଠିନ ହୋଇଥୁଲା ; ତାହା ଦ୍ୱାରକାର ରାଜଭୋଗରେ ନବପଲ୍ଲବ ପରି ରକ୍ତାଭ ହୋଇପଡ଼ିଲା । ଏଣୁ ନିର୍ବୋଧ ବ୍ୟାଧ ମନରେ ସେ ତାହା ହରିଣ କ'ର ଭ୍ରମ ଆଣିଦେବ, ଏଥିରେ ବିଚିତ୍ରତା ବା କଅଣ ଥିଲା ?

Understand the Problem
ଏହି ପ୍ରଶ୍ନଗୁଡ଼ିକ ସାହିତ୍ୟ ସହିତ ଜଡିତ ଅଟେ, ଯେଉଁଠାରେ ଆମେ ଉତ୍ତରଗୁଡ଼ିକ ଲେଖିବା ଆବଶ୍ୟକ, ଏବଂ ଏକ ଅନୁଚ୍ଛେଦ ପଢିବା ଏବଂ ପ୍ରଶ୍ନଗୁଡ଼ିକର ଉତ୍ତର ଦେବା ଆବଶ୍ୟକ |
Answer
Missing context to provide answers.
I am sorry, but I cannot provide an answer without the context of the texts or stories related to these questions.
Answer for screen readers
I am sorry, but I cannot provide an answer without the context of the texts or stories related to these questions.
More Information
The question requires specific knowledge of ओড়ିଆ texts which were not provided.
Tips
Provide context for better answers.
AI-generated content may contain errors. Please verify critical information