Odisha Board Class 12 Arts/Science Economics Past Paper PDF 2024
Document Details
Uploaded by Deleted User
2024
Odisha Board
Tags
Summary
This is an Odisha Board Class 12 Arts/Science Economics past paper from 2024, set D. It contains multiple choice questions (MCQs) covering various topics in economics, with clear instructions and answer choices provided. This paper is beneficial for exam preparation.
Full Transcript
## SET-D ### Roll No. ( 2 ) **Total No. of Printed Pages-16** **717 R/E** (Regular/Ex-Regular) **ECO** (Arts/Science) **(For Students registered in 2021 and 2022)** **2024 (A)** **ECONOMICS** **ARTS/SCIENCE** **Full Marks: 100** **Time: 3 hours** **The figures in the right-hand margin indica...
## SET-D ### Roll No. ( 2 ) **Total No. of Printed Pages-16** **717 R/E** (Regular/Ex-Regular) **ECO** (Arts/Science) **(For Students registered in 2021 and 2022)** **2024 (A)** **ECONOMICS** **ARTS/SCIENCE** **Full Marks: 100** **Time: 3 hours** **The figures in the right-hand margin indicate marks** ଦକ୍ଷିଣ ପାର୍ଶ୍ଵରେ ଥିବା ସଂଖ୍ୟା ପ୍ରଶ୍ନର ମୂଲ୍ୟାଙ୍କ ସୂଚାଉଛି **Carefully follow the instructions given in each Group** ପ୍ରତ୍ୟେକ ବିଭାଗରେ ପ୍ରଦତ୍ତ ଅନୁଦେଶଗୁଡ଼ିକୁ ଯନ୍ର ସହିତ ପାଳନ କର ### GROUP-A #### କ—ବିଭାଗ **Answer all questions serially** କ୍ରମାନ୍ୱୟରେ ସମସ୍ତ ପ୍ରଶ୍ନର ଉତ୍ତର ଦିଅ 1. Write the correct answer choosing from the alternatives given in each question: 1×15=15 ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଗୁଡ଼ିକ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ : (a) The demand for complementary goods is also known as ଅନୁପୂରକ ଦ୍ରବ୍ୟର ଚାହିଦା ଆଉ କେଉଁ ଚାହିଦା ଭାବରେ ଜଣା ? (i) joint demand ଯୁଗ୍ମ ଚାହିଦା (ii) direct demand ପ୍ରତ୍ଯକ୍ଷ ଚାହିଦା (iii) indirect demand ପରୋକ୍ଷ ଚାହିଦା (iv) cross demand ଅନୁଚ୍ଛେଦ ଚାହିଦା (b) In case of perfectly inelastic demand, the demand curve becomes ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଚାହିଦା କ୍ଷେତ୍ରରେ ଚାହିଦାରେଖା କିପରି ହୁଏ ? (i) downward sloping / କ୍ଷତ୍ରରେ (ii) upward sloping / ଡାଣ୍ । (iii) horizontal / (iv) vertical / । (c) In case of perfectly elastic demand, the value of 'elasticity of demand' is ଚାହିଦା ସ୍ଥଳେ ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ‘ଚାହିଦା ସ୍ଥିତିସ୍ଥାପକତା’ର ମୂଲ୍ୟ ହେବ (i) one / ଏକ (ii) zero / ଶূন্য (iii) less than one / ଏକ ଠାରୁ କମ (iv) infinite / ଅନନ୍ତ (d) When marginal product increases, total product ଯେତେବେଳେ ସୀମାନ୍ତ ଉତ୍ପାଦ ବୃଦ୍ଧି ପାଏ, ସେତେବେଳେ ମୋଟ ଉତ୍ପାଦ (i) decreases ହ୍ରାସ ପାଏ (ii) remains constant ସ୍ଥିର ରହେ (iii) increases at an increasing rate କ୍ରମ ବୃଦ୍ଧିମାନ ହାରରେ ବୃଦ୍ଧି ପାଏ (iv) neither increases nor decreases ନା’ ବଢ଼େ ନା’ କମେ (e) Average Cost (AC) = Marginal Cost (MC) when ହାରାହାରି ପରିବ୍ୟୟ = ସୀମାନ୍ତ ପରିବ୍ୟୟ ଯେତେବେଳେ (i) AC is maximum ହାରାହାରି ପରିବ୍ୟୟ ସର୍ବାଧୂକ (ii) AC is minimum ହାରାହାରି ପରିବ୍ୟୟ ସର୍ବନିମ୍ନ (iii) AC is zero ହାରାହାରି ପରିବ୍ୟୟ ଶୂନ୍ୟ (iv) None of the above ଉପରୋକ୍ତ କୌଣସିଟି ନୁହେଁ 2. Examine the correctness of the following statements. Correct only the incorrect statements without changing the underlined portions : 1×15=15 ନିମ୍ନଲିଖୁତ ଉକ୍ତିଗୁଡ଼ିକର ସଠିକତା ପରୀକ୍ଷା କର | କେବଳ ଭୁଲ ଉକ୍ତିଗୁଡ଼ିକର ରେଖାଙ୍କିତ ଅଂଶ ପରିବର୍ତ୍ତନ ନ କରି ସଂଶୋଧନ କର : (a) In case of perfectly elastic demand, the value of price elasticity of demand is equal to zero. ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଚାହିଦା କ୍ଷେତ୍ରରେ ଚାହିଦା ସ୍ଥିତିସ୍ଥାପକତାର ମୂଲ୍ୟ ଶୂନ ହୁଏ I (b) The change in quantity demanded occurs only due to change in income. ଚାହିଦାର ପରିମାଣରେ ପରିବର୍ତ୍ତନ କେବଳ ଆୟ ପରିବର୍ତ୍ତନ ପାଇଁ ହୁଏ | (c) The functional relationship between inputs and outputs is called consumption function. ସାଧନ ଓ ଉତ୍ପାଦନ ମଧ୍ୟରେ ଥୁବା ସମ୍ପର୍କକୁ ଉପଭୋଗ ଫଳନ କୁହାଯାଏ I (d) Labour is a fixed factor. ଶ୍ରମ ଗୋଟିଏ ସ୍ଥିର ଉପାଦାନ I /366-D (Turn Over) /366-D https://www.odishaboard.com (Continued) https://www.odishaboard.com ## ( 3 ) (f) There are large number of buyers and sellers in କେଉଁ ବଜାରରେ ବିପୁଳ ସଂଖ୍ୟାରେ କ୍ରେତା ଓ ବିକ୍ରେତା ଦେଖୁବାକୁ ମିଳେ ? (i) perfect competition ସମ୍ପୂର୍ଣ୍ଣ ପ୍ରତିଯୋଗିତା (ii) monopoly ଏକାଧ୍କାର (iii) oligopoly ଅଳ୍ପାଧ୍କାର (iv) None of the above ଉପରୋକ୍ତ କୌଣସିଟି ନୁହେଁ (g) The book The General Theory of Employment, Interest and Money was written by The General Theory of Employment, Interest and Money ପୁସ୍ତକର ରଚୟିତା ହେଉଛନ୍ତି (i) Alfred Marshall / ଆଲ୍ଫ୍ରେଡ ମାର୍ସାଲ୍ (ii) J. M. Keynes / । । । । । (iii) Adam Smith / ଆଡାମ୍ ସ୍ମିଥ (iv) David Ricardo / /366-D (Turn Over) /366-D https://www.odishaboard.com (Continued) https://www.odishaboard.com ## ( 4 ) (h) Average Propensity to Consume (APC) = ? ହାରାହାରି ଉପଭୋଗ ପ୍ରବୃତ୍ତି (APC) = ? (i) Consumption expenditure (C) Income (Y) ଉପଭୋଗ ବ୍ୟୟ ଆୟ (ii) Saving (S) Income (Y) ସଞ୍ଚୟ ଆୟ (iii) Change in consumption expenditure (AC) Change in income (AY) ବର୍ଷିତ ଉପଭୋଗ ବ୍ୟୟ ବର୍ଷିତ ଆୟ (iv) None of the above / Which bank in India is called as lender of last resort? ଭାରତରେ କେଉଁ ବ୍ୟାଙ୍କକୁ ‘ଅନ୍ତିମ ଋଣଦାତା’ କୁହାଯାଏ ? (i) Commercial bank ବାଣିଜ୍ୟିକ ବ୍ୟାଙ୍କ (ii) The Reserve Bank of India (RBI) ଭାରତୀୟ ରିଜର୍ଭ ବ୍ୟାଙ୍କ (iii) Agricultural bank କୃଷି ବ୍ୟାଙ୍କ (iv) Industrial bank ଔଦ୍ୟୋଗିକ ବ୍ୟାଙ୍କ /366-D (Turn Over) /366-D https://www.odishaboard.com (Continued) https://www.odishaboard.com ## (5) (i) In surplus budget ବଳକା ବଜେଟ୍ରେ (i) total income of the government is greater than total expenditure ସରକାରଙ୍କ ଆୟର ପରିମାଣ ବ୍ୟୟ ପରିମାଣ – ଠାରୁ ଅଧୂକ (ii) total income of the government = total expenditure ସରକାରଙ୍କ ଆୟର ପରିମାଣ = ସରକାରଙ୍କ ବ୍ୟୟର ପରିମାଣ (iii) total income of the government < total expenditure ସରକାରଙ୍କ ଆୟର ପରିମାଣ < ସରକାରଙ୍କ ବ୍ୟୟ ପରିମାଣ (iv) None of the above ଉପରୋକ୍ତ କୌଣସିଟି ନୁହେଁ (k) Who defined Economics as a 'science of wealth? ଅର୍ଥଶାସ୍ତ୍ର ଏକ ‘ସମ୍ପଦ ବିଜ୍ଞାନ’ ଏହି ସଂଜ୍ଞା କିଏ ଦେଇଥୁଲେ ? (i) Alfred Marshall / ଆଲ୍ଫ୍ରେଡ ମାର୍ସାଲ୍ (ii) Adam Smith / ଆଡାମ୍ ସ୍ମିଥ (iii) Lionel Robbins / (iv) None of them / /366-D (Turn Over) /366-D https://www.odishaboard.com (Continued) https://www.odishaboard.com ## (6) (l) The desire to have a commodity or service is called ଗୋଟିଏ ଦ୍ରବ୍ୟ ବା ସେବା ପାଇବାର ଇଚ୍ଛାକୁ କ’ଣ କୁହାଯାଏ ? (i) utility ଉପଯୋଗିତା (ii) want ଅଭାବ (iii) goods ଦ୍ରବ୍ଯ (iv) None of the above ଉପରୋକ୍ତ କୌଣସିଟି ନୁହେଁ (m) The goods which satisfy human wants directly are called ଯେଉଁ ଦ୍ରବ୍ୟ ପ୍ରତ୍ୟକ୍ଷ ଭାବରେ ମାନବୀୟ ଅଭାବ ପୂରଣ କରେ ତାହା ହେଲା (i) consumer goods ଖାଉଟି ଦ୍ରବ୍ୟ (ii) producer goods ଉତ୍ପାଦକ ଦ୍ରବ୍ୟ (iii) public goods ସର୍ବସାଧାରଣ ଦ୍ରବ୍ୟ (iv) intermediate goods ଅନ୍ତର୍ବର୍ତ୍ତୀ ଦ୍ରବ୍ଯ /366-D (Turn Over) /366-D https://www.odishaboard.com (Continued) https://www.odishaboard.com ## (7) (n) By making a table, a carpenter creates ଚୌକିଟିଏ ତିଆରି କରି ବଢେଇଟି କେଉଁ ଉପଯୋଗିତା ସୃଷ୍ଟି କରେ ? (i) time utility କାଳଗତ ଉପଯୋଗିତା (ii) form utility ଆକାରଗତ ଉପଯୋଗିତା (iii) place utility ସ୍ଥାନଗତ ଉପଯୋଗିତା (iv) service utility ସେବାଗତ ଉପଯୋଗିତା (o) The marginal utility curve is ସୀମାନ୍ତ ଉପଯୋଗିତା ରେଖାଟି ହେଉଛି (i) upward sloping ଊର୍ଦ୍ଧ୍ୱଗାମୀ (ii) downward sloping ନିମ୍ନଗାମୀ (iii) vertical ଭୂଲମ୍ବ (iv) horizontal ଆନୁଭୂମିକ ## ( 8 ) 2. Examine the correctness of the following statements. Correct only the incorrect statements without changing the underlined portions : 1×15=15 ନିମ୍ନଲିଖୁତ ଉକ୍ତିଗୁଡ଼ିକର ସଠିକତା ପରୀକ୍ଷା କର | କେବଳ ଭୁଲ ଉକ୍ତିଗୁଡ଼ିକର ରେଖାଙ୍କିତ ଅଂଶ ପରିବର୍ତ୍ତନ ନ କରି ସଂଶୋଧନ କର : (a) In case of perfectly elastic demand, the value of price elasticity of demand is equal to zero. ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଚାହିଦା କ୍ଷେତ୍ରରେ ଚାହିଦା ସ୍ଥିତିସ୍ଥାପକତାର ମୂଲ୍ୟ ଶୂନ ହୁଏ I (b) The change in quantity demanded occurs only due to change in income. ଚାହିଦାର ପରିମାଣରେ ପରିବର୍ତ୍ତନ କେବଳ ଆୟ ପରିବର୍ତ୍ତନ ପାଇଁ ହୁଏ | (c) The functional relationship between inputs and outputs is called consumption function. ସାଧନ ଓ ଉତ୍ପାଦନ ମଧ୍ୟରେ ଥୁବା ସମ୍ପର୍କକୁ ଉପଭୋଗ ଫଳନ କୁହାଯାଏ I (d) Labour is a fixed factor. ଶ୍ରମ ଗୋଟିଏ ସ୍ଥିର ଉପାଦାନ I /366-D (Turn Over) /366-D https://www.odishaboard.com (Continued) https://www.odishaboard.com ## ( 9 ) (e) Economic cost is explicit cost plus average cost. ଅର୍ଥନୈତିକ ପରିବ୍ୟୟ ହେଉଛି ପ୍ରକାଶ୍ୟ ପରିବ୍ୟୟ ଯୁକ୍ତ ହାରାହାରି ପରିବ୍ୟୟ I (f) The shape of short-run average cost curve is horizontal. ସ୍ଵଳ୍ପକାଳରେ ହାରାହାରି ପରିବ୍ୟୟ ରେଖାର ଆକୃତି ଆନୁଭୂମିକ I (g) Under monopoly, Average Revenue (AR) = Marginal Revenue (MR). ଏକଚାଟିଆ କାରବାର (ବା ଏକାଧ୍କାର)ରେ ହାରାହାରି = ସୀମାନ୍ତ ଆୟା (h) Macroeconomics is a study of individual economic units. ସମଷ୍ଟି ଅର୍ଥନୀତି ବ୍ୟକ୍ତିଗତ ଅର୍ଥନୈତିକ ଏକକମାନଙ୍କର ଅଧ୍ୟୟନ ଅଟେ । (i) Gross Domestic Product at market price (GDPMP) is equal to GDPFC + Net Indirect Tax. ବଜାର ଦରରେ ମୋଟ ଘରୋଇ ଉତ୍ପାଦ (GDPMp) ଉତ୍ପାଦନ ବ୍ୟୟରେ ମୋଟ ଘରୋଇ ଉତ୍ପାଦ (GDPFC) + ନିଟ୍ ପରୋକ୍ଷ କର ସହ ସମାନ । (j) At the equilibrium level of income, saving is greater than investment (S>I). ସନ୍ତୁଳନ ଆୟ ସ୍ତରରେ ସଞ୍ଚୟ ନିବେଶଠାରୁ ଅଧୂକ ହୋଇଥାଏ I /366-D (Turn Over) /366-D https://www.odishaboard.com (Continued) https://www.odishaboard.com ## ( 10 ) (k) Commercial bank enjoys the monopoly power of note issue. ବାଣିଜ୍ୟିକ ବ୍ୟାଙ୍କ ନୋଟ୍ ପ୍ରଚ଼ଳନରେ ଏକାଧୁକାର କ୍ଷମତା ଉପଭୋଗ କରେ। (l) Surplus budget is more effective to control deflation. ଅବସ୍ତୀତି ନିୟନ୍ତ୍ରଣ ପାଇଁ ବଳକା ବଜେଟ୍ ଅଧୁକ (m) Resources of a country to produce goods and services are unlimited. ଦ୍ରବ୍ୟ ଏବଂ ସେବା ଉତ୍ପାଦନ ପାଇଁ ଗୋଟିଏ ଦେଶର ସମ୍ବଳର ପରିମାଣ ଅସୀମା I (n) Consumption is the destruction of utility. ଉପଭୋଗ ଉପଯୋଗିତାର ଧ୍ୱଂସ ଅଟେ | (o) Public goods are available in the market. ଗଣଦ୍ରବ୍ୟ ବଜାରରେ ଉପଲବ୍ଧ | ### GROUP-B #### ଖ—ବିଭାଗ 3. Answer any eleven of the following questions within 2 to 3 sentences each: 2×11-22 ପ୍ରତ୍ୟେକ କ୍ଷେତ୍ରରେ ୨ଟି ରୁ ୩ଟି ବାକ୍ୟ ମଧ୍ୟରେ ନିମ୍ନଲିଖୂତ ପ୍ରଶ୍ନମାନଙ୍କ ମଧ୍ୟରୁ ଯେକୌଣସି ଏଗାରଟି ପ୍ରଶ୍ନର ଉତ୍ତର ଦିଅ : (a) Define elasticity of demand. ଚାହିଦାର ସ୍ଥିତିସ୍ଥାପକତାର ସଂଜ୍ଞା ପ୍ରଦାନ କର | (b) What is marginal utility? ସୀମାନ୍ତ ଉପଯୋଗିତା କ’ଣ ? (c) What do you mean by production? Write the factors of production. ଉତ୍ପାଦନ କହିଲେ କ’ଣ ବୁଝ ? ଉତ୍ପାଦନର ଉପାଦାନଗୁଡ଼ିକ ଲେଖା (d) What is short-run total cost? ସ୍ଵଳ୍ପକାଳୀନ ମୋଟ ପରିବ୍ୟୟ କ’ଣ ? (e) What is marginal revenue? ସୀମାନ୍ତ ଆୟ କ’ଣ? (f) Write any four features of perfect competition. ପୂର୍ଣ୍ଣ ପ୍ରତିଯୋଗିତାର ଯେକୌଣସି ଚାରିଗୋଟି ବୈଶିଷ୍ଟ୍ୟ ଲେଖା (g) What do you mean by short period? ସ୍ଵଳ୍ପକାଳ କହିଲେ କ’ଣ ବୁଝ ? (h) What is personal disposable income? ବ୍ୟକ୍ତିଗତ ପ୍ରଯୁଜ୍ୟ ଆୟ କ’ଣ ? (i) What is macroeconomics? ସମଷ୍ଟି ଅର୍ଥନୀତି କ’ଣ ? (j) What do you mean by money proper? ବାସ୍ତବ ମୁଦ୍ରା କହିଲେ ତୁମେ କ’ଣ ବୁଝ ? /366-D https://www.odishaboard.com (Turn Over) /366-D (Continued) https://www.odishaboard.com ## ( 11 ) (k) Write down the types of budget. ବଜେଟ୍ର ପ୍ରକାରଭେଦ ଲେଖା (l) What is place utility? ସ୍ଥାନଗତ ଉପଯୋଗିତା କ'ଣ ? (m) What do you mean by economic goods? ଅର୍ଥନୈତିକ ଦ୍ରବ୍ୟ କହିଲେ ତୁମେ କ’ଣ ବୁଝ ? (n) What do you mean by change in demand? ଚାହିଦାର ପରିବର୍ତ୍ତନ କହିଲେ ତୁମେ କ’ଣ ବୁଝ ? 4. Distinguish between any six of the following. Answer the questions within 6 sentences each : 3×6-18 ନିମ୍ନଲିଖୂତ ମଧ୍ୟରୁ ଯେକୌଣସି ଛଅଟିର ପାର୍ଥକ୍ୟ ଦର୍ଶାଆ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬ଟି ବାକ୍ୟରେ ସୀମିତ ରଖ : (a) Value and Price ମୂଲ୍ୟ ଓ ଦର (b) Money costs and Real costs ମୁଦ୍ରାଗତ ପରିବ୍ୟୟ ଓ ବାସ୍ତବ ପରିବ୍ୟୟ (c) Average revenue and Marginal revenue ହାରାହାରି ଆୟ ଓ ସୀମାନ୍ତ ଆୟ (d) Perfect competition and Monopoly ପୂର୍ଣ୍ଣ ପ୍ରତିଯୋଗିତା ଓ ଏକାଧ୍କାର /366-D https://www.odishaboard.com (Turn Over) /366-D (Continued) https://www.odishaboard.com ## ( 12 ) (e) Gross Domestic Product (GDP) and Gross National Product (GNP) ମୋଟ ଘରୋଇ ଉତ୍ପାଦ ଓ ମୋଟ ଜାତୀୟ ଉତ୍ପାଦ (f) Demand or Current deposits and Time or Fixed deposits ଚାହିଦା ଜମା ବା ଚ଼ଳନ୍ତି ଜମା ଓ ମିଆଦୀ ଜମା ବା ସ୍ଥାୟୀ ଜମା (g) Primary functions of money and Secondary functions of money ମୁଦ୍ରାର ପ୍ରାଥମିକ କାର୍ଯ୍ୟ ଓ ମୁଦ୍ରାର ଅତିରିକ୍ତ (ବା ଗୌଣ) କାର୍ଯ୍ୟ (h) Intermediate goods and Final goods ଅନ୍ତର୍ବର୍ତ୍ତୀ ଦ୍ରବ୍ୟ ଓ ଅନ୍ତିମ ଦ୍ରବ୍ୟ ## GROUP-C #### ଗ—ବିଭାଗ Answer any four of the following questions : 72×4=30 ନିମ୍ନଲିଖୂତ ମଧ୍ୟରୁ ଯେକୌଣସି ଚାରୋଟି ପ୍ରଶ୍ନର ଉତ୍ତର ଦିଅ : 5. Discuss the functions of commercial banks. ବାଣିଜ୍ୟିକ ବ୍ୟାଙ୍କର କାର୍ଯ୍ୟାବଳୀ ଆଲୋଚନା କର I 6. Discuss Lionel Robbins' scarcity definition of Economics. ଲିଓନେଲ୍ ରବିନ୍ସଙ୍କ ପ୍ରଦତ୍ତ ଅର୍ଥନୀତିର ସ୍ଵଳ୍ପତା ସଂଜ୍ଞା ଆଲୋଚନା କର I 7. What is price elasticity of demand? Explain the factors affecting it. ଦର ଚାହିଦାର ସ୍ଥିତିସ୍ଥାପକତା କ’ଣ ? ଏହାକୁ ପ୍ରଭାବିତ କରୁଥିବା ଉପାଦାନଗୁଡ଼ିက ବୁଝାଅ। 8. Explain the law of diminishing marginal utility. Point out the limitations of the law. କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ରଟି ବୁଝାଅ ସূତ୍ରର ସୀମାବଦ୍ଧତା ଦର୍ଶାଅ | 9. Explain the law of supply. What are its exceptions? ଯୋଗାଣ ସୂତ୍ର ବ୍ୟାଖ୍ୟା କର I ଏହାର ବ୍ୟତିକ୍ରମଗୁଡ଼ିକ କ’ଣ ? 10. Explain how price is determined under perfect competition. ପୂର୍ଣ୍ଣ ପ୍ରତିଯୋଗୀ ବଜାରରେ ଦର କିପରି ନିର୍ଦ୍ଧାରିତ ହୁଏ ବୁଝାଅ *** /366-D https://www.odishaboard.com (Turn Over) 24H (366-D) 717 R/E https://www.odishaboard.com