ICJ and Secretariat PDF
Document Details
Uploaded by Deleted User
Tags
Summary
This document provides information on the International Court of Justice (ICJ) and the Secretariat of the United Nations. It covers topics such as the court's structure, role in conflict resolution and advisory activities. It also describes the duties and functions of the Secretariat.
Full Transcript
ଅନ୍ତର୍ଜାତୀୟ ନ୍ୟାୟାଳୟ (The International Court of Justice) ଜାତିସଂଘ ସନନ୍ଦର ୯୨ ଧାରା ଅନୁ ଯାୟୀ ଅନ୍ତଜଜାତୀୟ ନୟାୟାଳୟ ଜାତିସଂଘର ପ୍ରମୁଖ ନୟାୟିକ ଅଙ୍ଗ ଭାବରର ପ୍ରସିଦ୍ଧି ଲାଭ କରିଛ ି । ରନଦରଲୟାଣ୍ଡର ରେଗ ସେରର ଶାନ୍ତି ପ୍ରସାଦରର (ପିସ୍ ପୟାରଲସ୍) ଏୋ ଅବସ୍ଥିତ । ଏୋ ୧୯୪୬ ରୁ କାଯଜୟ କରିଆସୁଛ ି ।...
ଅନ୍ତର୍ଜାତୀୟ ନ୍ୟାୟାଳୟ (The International Court of Justice) ଜାତିସଂଘ ସନନ୍ଦର ୯୨ ଧାରା ଅନୁ ଯାୟୀ ଅନ୍ତଜଜାତୀୟ ନୟାୟାଳୟ ଜାତିସଂଘର ପ୍ରମୁଖ ନୟାୟିକ ଅଙ୍ଗ ଭାବରର ପ୍ରସିଦ୍ଧି ଲାଭ କରିଛ ି । ରନଦରଲୟାଣ୍ଡର ରେଗ ସେରର ଶାନ୍ତି ପ୍ରସାଦରର (ପିସ୍ ପୟାରଲସ୍) ଏୋ ଅବସ୍ଥିତ । ଏୋ ୧୯୪୬ ରୁ କାଯଜୟ କରିଆସୁଛ ି । ସନନ୍ଦର ୯୩ ଧାରା ଅନୁ ଯାୟୀ ଜାତିସଂଘର ସମସ୍ତ ସଦସୟ ଏେି ଅନ୍ତଜଜାତୀୟ ନୟାୟାଳୟର ସଦସୟ। ଜାତିସଂଘର ସଦସୟ ରୋଇନଥିବା ରାଷ୍ଟ୍ର ମଧ୍ୟ ନିରାପତ୍ତା ପରିଷଦର ସୁପାରିଶ କ୍ରରମ ଏେି ନୟାୟାଳୟର ବିଧିର ସଦସୟ ରୋଇପାରିବ । ସାଧାରଣତଃ ବିଶ୍ଵ ଅଦାଲତ (world court) ରୂରପ ପରିଚତ ି ଆନ୍ତଜଜାତୀୟ ନୟାୟାଳୟ ସନନ୍ଦରର ସବଜରମାଟ ୫ଟି ଅଧ୍ୟାୟ ଓ ୭୦ଟି ଧାରା ରେିଛ ି ଗଠନ୍ : ଅନ୍ତଜଜାତୀୟ ନୟାୟାଳୟ ୧୫ ଜଣ ବିଚାରପତିଙ୍କୁ ରନଇ ଗଠିତ । ସାଧାରଣ ସଭା ଓ ନିରାପରା ପରିଷଦ, ପୃଥକ୍ ଭାରବ ରଭାଟରଦଇ, ଏେି ବିଚାରପତିମାନଙ୍କୁ ନିବଜାଚିତ କରିଥାନ୍ତି । ଏେି ବିଚାରପତିମାରନ ନଅ ବଷଜ ପାଇଁ ନିବଜାଚିତ ରୋଇଥାନ୍ତି I ପ୍ରତି ତିନବ ି ଷଜରର ୫ଜଣ ବିଚାରପତି ଅବସର ନିଅ ନ୍ତି ଓ ରସେି ସ୍ଥାନରର ନିବଜାଚିତ ନୂ ଆ ବିଚାରପତି ନିଯୁକ୍ତ େୁ ଅନ୍ତି। ପୁନଃ ନିବଜାଚିତ ରେବାପାଇଁ ମଧ୍ୟ ରସମାନଙ୍କ ପାଇଁ ରକୌଣସି ପ୍ରତିବନ୍ଧକ ବୟବସ୍ଥା କରାଯାଇନାେିଁ । ି ୁ ରଭୌରଗାଳିକ ଅଞ୍ଚଳ (geographic regions) ଆଧାରରର ଆବଣ୍ଟିତ କରାଯାଇଥାଏ । ବିଚାରପତିମାନଙ୍କ ଆସନଗୁଡକ ପାଶ୍ଚାତୟ ରାଷ୍ଟ୍ରମାନଙ୍କ ପାଇଁ ୫ଟି, ଆଫ୍ରି କୀୟ ରାଷ୍ଟ୍ରମାନଙ୍କ ପାଇଁ ୩ଟି, ପୂବଜ ୟୁରରାପୀୟ ରାଷ୍ଟ୍ରମାନଙ୍କ ପାଇଁ ୨ଟି, ଏସୀୟ ରାଷ୍ଟ୍ରମାନଙ୍କ ପାଇଁ ୩ଟି ଏବଂ ଲାଟିନ ଆରମରିକା ଓ ରକରିବୀୟ ରାଷ୍ଟ୍ରମାନଙ୍କ ପାଇଁ ୨ଟି ଆସନ ରେିଛ ି । ପରମ୍ପରା ଅନୁ ଯାୟୀ ପାଞ୍ଚଳଣ ବିଚାରପତି ନିରାପତ୍ତା ପରିଷଦର ସ୍ଥାୟୀ ସଦସୟ ରଦଶଗୁଡକ ି ରୁ ଆସିଥାନ୍ତି । ରଗାଟିଏ ରାଷ୍ଟ୍ରରୁ ଏକ ସମୟରର ଦୁ ଇଜଣ ବିଚାରପତି ଅନ୍ତଜଜାତୀୟ ନୟାୟାଳୟକୁ ନିବଜାଚିତ ରୋଇପାରିରବନାେିଁ ରବାଲି ବୟବସ୍ଥା ଅଛି । ଭୂମିକା : ଅନ୍ତଜଜାତୀୟ ନୟାୟାଳୟର ଭୂମିକା ଦୁ ଇ ପ୍ରକାରର – ବିବାଦର ସମାଧାନ : ଅନ୍ତଜଜାତୀୟ ନୟାୟାଳୟ ବିଧିର ୩୬ ଧାରା ଅନୁ ଯାୟୀ ନୟାୟାଳୟରର ରୁଜୁ କରାଯାଇଥିବା ସମସ୍ତ ରମାକଦ୍ଦମାର ବିଚାର କରି ଏୋ ନିଷ୍ପତ୍ତି ରଦଇଥାଏ; କିନ୍ତୁ ନିଷ୍ପତ୍ତିଗୁଡକ ି ୁ ଗ୍ରେଣ କରିବାକୁ ପକ୍ଷଗୁଡକ ି ବାଧ୍ୟ ନୁ େନ୍ତି । ସାଧରଣତଃ ଉଭୟ ପକ୍ଷ ପାରସ୍ପରିକ ସୁବଧ ି ା ପାଇଁ ନୟାୟାଳୟର ନିଷ୍ପତ୍ତିକୁ ମାନିଥାନ୍ତି । ସରବଜାପରି, ନୟାୟାଳୟର ନିଷ୍ପ ତ୍ତିକୁ କାଯଜୟକାରୀ କରିବା ଦାୟିତ୍ଵ ନିରାପତ୍ତା ପରିଷଦଠାରର ଥାଏ । ପରାମଶଜଦାନ: ଅନ୍ତଜଜାତୀୟ ନୟାୟାଳୟ ଆବଶୟକ ସ୍ଥରଳ ସାଧାରଣ ସଭା, ନିରାପତ୍ତା ପରିଷଦ ଓ ଅନୟ ସୋୟକ ସଂସ୍ଥାଗୁଡକ ି ୁ ଆଇନଗତ ପରାମଶଜ ରଦଇଥାଏ। ଏଥିପାଇଁ ସଂପୃକ୍ତ ଅନୁ ଷ୍ଠାନ ନୟାୟାଳୟକୁ ଲିଖିତଭାରବ ଅନୁ ରରାଧ କରିଥାନ୍ତି । ନୟାୟାଳୟର ପରାମଶଜକୁ ମାନିବାକୁ ରକୌଣସି ଅଙ୍ଗ ବା ସଂସ୍ଥା ବାଧ୍ୟ ନୁ େନ୍ତି ସଚିବାଳୟ(The Secretariat) ସଚିବାଳୟ ଦ୍ୱାରା ମିଳତ ି ଜାତିସଂଘର ରଦୈନନ୍ଦିନ କାଯଜୟ ପରିଚାଳିତ େୁ ଏ। ଏୋ ମୋସଚିବ ଏବଂ ଆବଶୟକ ରେଉଥିବା ଅନୟ କମଜଚାରୀଗଣଙ୍କୁ ରନଇ ଗଠିତ । ଏୋର ମୁଖୟ ପ୍ରଶାସନିକ ଅଧିକାରୀ ରେଉଛନ୍ତି ମୋସଚିବ ବା ରସରକ୍ରରଟରୀ-ରଜରନରାଲ (Secretary-General) ଯିଏକି ମିଳତ ି ଜାତିସଂଘର ମୁଖୟ ପଦାଧିକାରୀ ସବଜପ୍ରଥମ ମୋସଚିବ ରେରଲ ଟ୍ରାଇଗିଭ ଲାଇ (୧୯୪୬-୧୯୫୩) ବତ୍ତଜମାନ ଏରଣ୍ଟାନିଓ ଗୁରଟରରସ୍ ମିଳତ ି ଜାତିସଂଘର ମୋସଚିବ ଅଛନ୍ତି (୨୦୧୭ରୁ) ରସ ନିରାପତ୍ତା ପରିଷଦର ସୁପାରିସ୍ କ୍ରରମ ସାଧାରଣ ସଭାଦ୍ୱାରା ୫ ବଷଜ ପାଇଁ ନିଯୁକ୍ତ େୁ ଅନ୍ତି । ଏୋ ଜାତିସଂଘର ଅନୟାନୟ ଅଙ୍ଗ ଓ ସଂସ୍ଥାକୁ ରସବା ପ୍ରଦାନ କରିଥାଏ । ଅନୟ କମଜଚାରୀମାରନ ମୋସଚିବଙ୍କ ଦ୍ୱାରା ନିଯୁକ୍ତି ପାଇଥାନ୍ତି । ଜାତିସଂଘର ମୁଖୟ ସଚିବାଳୟ ଯୁକ୍ତରାଷ୍ଟ୍ର ଆରମରିକାର ନିୟୁକଜ ସେରରର ଅଛି । କାର୍ଯଜୟ : ସଚିବାଳୟ ମୁଖୟତଃ ନିମନଲିଖିତ କାଯଜୟଗୁଡକ ି ସଂପାଦନ କରିଥାଏ (୧) ବିବରଣୀ ଓ ଅନୟାନୟ ଦଲିଇ ପ୍ରସ୍ତୁତି (୨) ଜାତିସଂଘର ଅନୟାନୟ ଅଙ୍ଗ ଓ ସଂସ୍ଥାକୁ ରସବା ପ୍ରଦାନ (୩) ରକୌଣସି ଅନ୍ତଜଜାତୀୟ ସମସୟାର ସମାଧାନ ପାଇଁ ଅନ୍ତଜଜାତୀୟ ସମ୍ମିଳନୀର ଆରୟାଜନ । (୪) ଅନ୍ତଜଜାତୀୟ ଶାନ୍ତି ଓ ନିରାପତ୍ତା ରକ୍ଷା କାଯଜୟର ପରିଦଶଜନ । (୫) ମାନବିକ ଅଧିକାର, ନିରସ୍ତ୍ରିକରଣ ଓ ବିକାଶ ସମବନ୍ଧରର ଅଧ୍ୟୟନ । (୬) ଗଣମାଧ୍ୟମକୁ ଜାତିସଂଘର କାଯଜୟାବଳୀ ସମବନ୍ଧରର ସୂଚନା ପ୍ରଦାନ । (୭) ସମସ୍ତ ଅଙ୍ଗର ନଥିପତ୍ର ସାଇତି ରଖିବା