Document for Student APAAR ID, India
Document Details
Uploaded by PureTajMahal
Shanti Institute of Management Higher Secondary School
Tags
Summary
This document is an agreement form for student's participation in the APAAR ID program. It includes the necessary information and agreement requirements for obtaining the ID. The document requires the parent's or guardian's consent.
Full Transcript
## ଛାତ୍ରଛାତ୍ରୀମାନଙ୍କ APAAR ID ପ୍ରସ୍ତୁତି ନିମନ୍ତେ ପିତାମାତା | ଆଇନଗତ ଅଭିଭାବକଙ୍କ ସମ୍ମତି ପତ୍ର **विद्यालय का नाम**: SHANTI INSTITUTE OF MANAGEMENT HIGHER SECONDARY SCHOOL **ब्लॉक का नाम**: CUTTACK (MC) **जिले का नाम**: CUTTACK **UDISE Code**: 21121801084 ### Information to be filled | Field | | |---|-...
## ଛାତ୍ରଛାତ୍ରୀମାନଙ୍କ APAAR ID ପ୍ରସ୍ତୁତି ନିମନ୍ତେ ପିତାମାତା | ଆଇନଗତ ଅଭିଭାବକଙ୍କ ସମ୍ମତି ପତ୍ର **विद्यालय का नाम**: SHANTI INSTITUTE OF MANAGEMENT HIGHER SECONDARY SCHOOL **ब्लॉक का नाम**: CUTTACK (MC) **जिले का नाम**: CUTTACK **UDISE Code**: 21121801084 ### Information to be filled | Field | | |---|---| | ଗ୍ରାମ: | | | ଆଧାର ସଂଖ୍ୟା : | | | ଜିଲ୍ଲା: | | | ସଂଖ୍ୟା | / | | ନିର୍ବାଚନ ଫଟୋ ପରିଚୟ ସଂଖ୍ୟା : | / | | (ଯେକୌଣସି | ଶ୍ରୀ/ ଶ୍ରୀମାନ | | | | | ଆଧାର ନମ୍ବର | | | ପୋଷ୍ଟ : | | | / | | | ଭାୟା: | | | PAN କାର୍ଡ | | | / | | | ଡ୍ରାଇଭିଙ୍ଗି ଲାଇସେନ୍ ସଂଖ୍ୟା: | | | ମୋର घूथ | ଝିଆ | / | | କରିବେ), | | ### Agreement ମୁଁ ଶ୍ରୀ/ ଶ୍ରୀମତୀ ମୋର ପୁଅ । ଝିଅ ମଧ୍ୟରୁ ଗୋଟିଏ ଉଲ୍ଲେଖ ବିଦ୍ୟାଳୟରେ ପଢୁଅଛି । ମୁଁ ଏତଦଦ୍ଵାରା ସ୍ଵେଚ୍ଛାକୃତ ଭାବେ ସମ୍ମତି ପ୍ରଦାନ କରୁଅଛି ଯେ, UIDAI ଦ୍ଵାରା ପ୍ରଦତ୍ତ ଆଧାର ସଂଖ୍ୟାକୁ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟକୁ APAAR ID ଓ DIGILOCKER Account ଖୋଲିବା ଉଦ୍ଦେଶ୍ୟରେ ପ୍ରଦାନ କରୁଅଛି । ### Understanding the Terms ମୁଁ ବୁଝି ପାରୁଛି ଯେ, APAAR ID ମୋର ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଦ୍ଵାରା ଶିକ୍ଷା ସମ୍ବନ୍ଧୀୟ ଓ ସୀମିତ ଉଦ୍ଦେଶ୍ୟରେ ମୋର ଆଧାର ସଂଖ୍ୟା ବ୍ୟବହାର କରାଯାଇପାରେ । ଏତଦବ୍ୟତୀତ ମୁଁ ନିଶ୍ଚିତ ଅଛି ଯେ, ମୋର ବ୍ୟକ୍ତିଗତ ଚିହ୍ନଟ ତଥ୍ୟ ଯଥା :-(ନାମ, ଠିକଣା, ବୟସ, ଜନ୍ମ ତାରିଖ, ଲିଙ୍ଗ ଏବଂ ଫଟୋଗ୍ରାଫ) ଇତ୍ୟାଦି ବିଭିନ୍ନ ଶୈକ୍ଷିକ କାର୍ଯ୍ୟକ୍ରମ ଯଥା :- UDISE+ ତଥ୍ୟାବଳୀ, ଛାତ୍ରବୃତ୍ତି, ଶୈକ୍ଷିକ ନଥୁପତ୍ରର ବ୍ୟବହାର, ଅନ୍ୟାନ୍ୟ ତୃଣମୂଳ ସ୍ତରର ଅନୁଷ୍ଠାନ ଯଥା:- ଶିକ୍ଷା ଅନୁଷ୍ଠାନ ଏବଂ ନିୟୋଜନ ସଂସ୍ଥାରେ ବ୍ୟବହାର କରାଯିବ । ### Authorization for Data Usage ମୁଁ ଏତଦଦ୍ୱାରା ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗକୁ ଅଧିକାର ପ୍ରଦାନ କରୁଛି ଯେ, ମୋର ଆଧାର ดู UIDAI ๑ ดิดิ ดิน เด ด์ (Targeted Delivery of Financial and Other Subsidies, Benefits and Services), Act.2016 ଦ୍ଵାରା ଆଧାରଭିଭିକ ଦୃଢ଼ୀକରଣ କରାଯିବ । ମୁଁ ବୁଝିପାରୁଛି ଯେ, UIDAI ମୋର e-KYC ବିବରଣୀ କିମ୍ବା ସଫଳ ପ୍ରମାଣୀକରଣ ପରେ ଶିକ୍ଷା ମନ୍ତ୍ରାଳୟ ସହିତ “ହଁ ” ର ପ୍ରତିକ୍ରିୟାରେ ଅଂଶୀଦାର ହେବି । ### Data Confidentiality Agreement ମୁଁ ବୁଝିପାରୁଛି ଯେ, ମୋ ଦ୍ଵାରା ପ୍ରଦତ୍ତ କରାଯାଇଥିବା ସୂଚନା ଗୋପନୀୟ ରଖାଯିବ ଏବଂ ଆଇନ ଦ୍ଵାରା ଆବଶ୍ୟକ ବ୍ୟତୀତ ଅନ୍ୟକୌଣସି ତୃତୀୟ ପକ୍ଷକୁ ପ୍ରକାଶ କରାଯିବ ନାହିଁ । ### Right to Withdraw Agreement ମୁଁ ବୁଝିପାରୁଛି ଯେ, ମୁଁ ଯେକୌଣସି ସମୟରେ ମୋର ସମ୍ମତି ପ୍ରତ୍ୟାହାର କରିପାରିବି ଏବଂ ମୋର ସମ୍ମତି ପ୍ରତ୍ୟାହାର କରିବାପରେ ମୋର ସୂଚନାର ପ୍ରକ୍ରିୟାକରଣ ବନ୍ଦହୋଇ ଯିବ । ସେ ଯାହା ହେଉନା କାହିଁକି, ପୂର୍ବରୁ ପ୍ରକ୍ରିୟାକରଣ ହୋଇଥିବା କୌଣସି ବ୍ୟକ୍ତିଗତ ତଥ୍ୟ ସମ୍ମତି ପ୍ରତ୍ୟାହାର ପରେ ଅକ୍ଷୁଣ୍ଣ ରହିବ । ### Dates and Signature **ସମ୍ମତି ପ୍ରଦାନ ତାରିଖ :** **ସ୍ଥାନ :** **ପିତା | ମାତା | ଆଇନଗତ ଅଭିଭାବକଙ୍କ ସ୍ବାକ୍ଷର** ### Statement by Student ମୁଁ ଶ୍ରୀ/ ଶ୍ରୀମତୀ ଘୋଷଣା କରୁଛି କି, ଛାତ୍ର/ ଛାତ୍ରୀ ଅଟନ୍ତି । ତାଙ୍କର DIGILOCKER Account କରିଛନ୍ତି । **ତାରିଖ :** **ପିତା / ମାତା/ ଆଇ ଆଇନଗତ** ### Declaration by School Official **ବିଦ୍ୟାଳୟର ପ୍ରଧାନ ଶିକ୍ଷକ / ଅଧୂକୃତ ଶିକ୍ଷକ / କର୍ମଚାରୀ ଏତଦଦ୍ଵାରା ** ଆମ ବିଦ୍ୟାଳୟର ଶ୍ରେଣୀର ଅଭିଭାବକ ଉପରୋକ୍ତ ବିଷୟ ଅନୁଯାୟୀ APAAR ID ପ୍ରସ୍ତୁତି ନିମନ୍ତେ, ନିଜର ପରିଚୟ ଯାଞ୍ଚ ପାଇଁ ଆଧାର ପ୍ରଦାନ ପାଇଁ ସ୍ୱେଚ୍ଛାକୃତ ଭାବେ ସମ୍ମତି ପ୍ରଦାନ **ପ୍ରଧାନ ଶି ଶିକ୍ଷକ | ଅଧୂକୃତ ଶିକ୍ଷକ / ଅଧୂକୃତ କର୍ମଚାରୀ ଙ୍କ ସ୍ବାକ୍ଷର** (ବିଦ୍ୟାଳୟ ସହି ମୋହର ସହିତ )