Odisha Province Formation PDF
Document Details
Uploaded by Deleted User
Tags
Summary
This document is a historical account of the formation of the Odisha province in India. It details events leading up to the establishment of the province as a separate entity.
Full Transcript
# ଅଧ୍ୟାୟ ୮ - ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ (FORMATION OF SEPARATE PROVINCE OF ODISHA) ## ପାଠ୍ୟ ସୂଚନା - ସ୍ଵତନ୍ତ୍ର ଓଡ଼ିଆ ପ୍ରଦେଶ ଗଠନର ପୃଷ୍ଠଭୂମି - ଓଡ଼ିଆ ଜାତୀୟ ଆନ୍ଦୋଳନ - ସମ୍ବଲପୁର ଆନ୍ଦୋଳନ ଓ ମିଶ୍ରଣ - ବିହାର – ଓଡ଼ିଶା ପ୍ରଦେଶ ଗଠନ - ଉତ୍କଳ ସମ୍ମିଳନୀ - ସିହ୍ନା ପ୍ରସ୍ତାବ - ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓ ଫିଲିପ୍ ଡଫ୍ କମିଟ...
# ଅଧ୍ୟାୟ ୮ - ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ (FORMATION OF SEPARATE PROVINCE OF ODISHA) ## ପାଠ୍ୟ ସୂଚନା - ସ୍ଵତନ୍ତ୍ର ଓଡ଼ିଆ ପ୍ରଦେଶ ଗଠନର ପୃଷ୍ଠଭୂମି - ଓଡ଼ିଆ ଜାତୀୟ ଆନ୍ଦୋଳନ - ସମ୍ବଲପୁର ଆନ୍ଦୋଳନ ଓ ମିଶ୍ରଣ - ବିହାର – ଓଡ଼ିଶା ପ୍ରଦେଶ ଗଠନ - ଉତ୍କଳ ସମ୍ମିଳନୀ - ସିହ୍ନା ପ୍ରସ୍ତାବ - ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓ ଫିଲିପ୍ ଡଫ୍ କମିଟି - ଅଟଲୀ ସବ୍ କମିଟି ଓ ସାଇମନ୍ କମିଶନ - ପ୍ରଥମ ଗୋଲଟେବୁଲ୍ ବୈଠକ - ସୀମାନିର୍ଦ୍ଧାରଣ ଓଡେନୋଲ୍ କମିଟି - ଓଡ଼ିଶା ପ୍ରଦେଶ ସହିତ ପାରଳାଖେମୁଣ୍ଡିର ମିଶ୍ରଣ - ଜଏଣ୍ଟ ପାର୍ଲିଆମେଣ୍ଟାରୀ କମିଟି - ଓଡ଼ିଶା ପ୍ରଶାସନିକ କମିଟି ବା ହବାକ୍ କମିଟି - ସ୍ଵତନ୍ତ୍ର ପ୍ରଦେଶ ଗଠନର ଜନ୍ମ ## ସ୍ଵତନ୍ତ୍ର ଓଡ଼ିଆ ପ୍ରଦେଶ ଗଠନର ପୃଷ୍ଠଭୂମି (Background of the formation of separate province of Odisha) - ଓଡ଼ିଶା ଇତିହାସର ଏକ ଯୁଗାନ୍ତକାରୀ ଅଧ୍ୟାୟ ଥିଲା ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ଗଠନ । - ଇଂରେଜମାନେ ଆସିବା ପରେ ମଧ୍ୟ ଏହି ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ଭବ ହୋଇପାରିନଥିଲା। - ୧୫୬୮ ମସିହା ପରେ ଓଡ଼ିଶା ବିଭିନ୍ନ ଖଣ୍ଡବିଖଣ୍ଡିତ ରାଜ୍ୟରେ ପରିଗଣିତ ହୋଇଥିଲା । - ଏହି ସମୟରେ ଖୋର୍ଦ୍ଧାରେ ଭୋଇବଂଶ, ଘୁମୁସର ଓ ମୟୂରଭଞ୍ଜର ଭଞ୍ଜବଂଶ ତଥା ସମ୍ବଲପୁର ଚୌହାନବଂଶ ଧୀରେ ଧୀରେ ରାଜନୈତିକ ଅଧିକାର ହାସଲ କରିଥିଲେ । - ତେଣୁ ଏଠାରେ ମୋଗଲ ଓ ମରହଟ୍ଟା ଶାସନ ସମୟରେ ମଧ୍ୟ ଓଡ଼ିଶାର ଏକତ୍ରୀକରଣ ସମ୍ଭବ ହୋଇପାରିନଥିଲା । - ଏହିପରି ପରିସ୍ଥିତିରେ ଇଂରେଜ ଇଷ୍ଟଇଣ୍ଡିଆ କମ୍ପାନୀ ଓଡ଼ିଶାକୁ ଅଧୂକାର କରିଥିଲା ଓ ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଅଧୁକାର କରିବସିଲା । - ୧୭୬୬ ମସିହାରେ ଗଞ୍ଜାମ ଅଞ୍ଚଳରୁ ଏହି ବିଷୟ ଆରମ୍ଭ ହୋଇଥିଲା । ଯାହାକି ମାଡ୍ରାସ ପ୍ରେସିଡେନ୍ସୀ ଅଧୀନରେ ଥୁଲା। - ଏହାପରେ ୧୮୦୩ ମସିହାରେ ଉପକୂଳବର୍ତ୍ତୀ ଓଡ଼ିଶା ଯାହାକି ବଙ୍ଗ ସହିତ ମିଶ୍ରଣ ହେ ହୋଇଥୁଲା ଓ ପରବର୍ତ୍ତୀ ସମୟରେ ୧୮୪୯ ମସିହାରେ ସଂବଲପୁର ସହିତ ଯାହାକି ୧୮୬୨ ମସିହାରେ ନାଗପୁର ଅଧୀ ଅଧୀନସ୍ତୁ ଥିଲା । - ଏହିପରି ଭାବରେ ସେମାନେ ଗୋଟିଏ ପରେ ଗୋଟିଏ ଅଞ୍ଚଳ ନିଜର ଅଧୂକାରଭୁକ୍ତ କରିଥିଲେ । - ଏହାବ୍ୟତୀତ ଓଡ଼ିଆ ଭାଷାଭାଷୀ ଲୋକମାନେ ୩ଗୋଟି ଭିନ୍ନଭିନ୍ନ ଶାସନ ବ୍ୟବସ୍ଥା ଅଧୀନରେ ରହିଲେ ଏବଂ ଏହି ଜିଲ୍ଲା ଗୁଡ଼ିକର ଥିବା ଏହି ଓଡ଼ିଆ ଲୋକମାନେ ଅତ୍ୟନ୍ତ ଅବହେଳିତ ଓ ସଂଖ୍ୟା ଲଘୁ ସଂପ୍ରଦାୟ ଭାବରେ ପରିଗଣିତ ହେଲେ । ## ସତନ୍ତ୍ର ଓଡ଼ିଆ ପ୍ରଦେଶ ଗଠନର ପ୍ରାକ୍ ପର୍ଯ୍ୟାୟ (First Phase for the Formation of Separate Province of Odisha) - ସ୍ଵତନ୍ତ୍ର ଓଡ଼ିଆ ପ୍ରଦେଶ ଗଠନ ନିମନ୍ତେ ଅନେକ ଉଦ୍ୟମ କରାଯାଇଥିଲା । - ଏଥୁନିମନ୍ତେ ପ୍ରାକ୍ ପ୍ରଚେଷ୍ଟା ଜାରୀ ରହିଥିଲା । ଯେଉଁ ବିଷୟରେ ମଧ୍ୟ ପୂର୍ବରୁ ଆଲୋଚନା କରାଯାଇଅଛି । - ବିଭିନ୍ନ ପର୍ଯ୍ୟାୟରେ ଏହି ଆନ୍ଦୋଳନ ଆଗେଇ ୱିଲିଥିଲା । ସେହି ବିଷୟରେ ନିମ୍ନରେ ବର୍ଣନା କରାଗଲା । ## ଓଡ଼ିଆ ଜାତୀୟ ଆନ୍ଦୋଳନ (Emergence of National Awareness) - ପ୍ରଥମେ ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ କମିଟି ଗଠନ ନିମିତ୍ତ ଅନେକ ପ୍ରଚେଷ୍ଟା କରାଯାଇଥିଲା । - ସେଥିମଧ୍ୟରୁ ଆଦ୍ଯ ନାରଣରୁ ପ୍ରଚେଷ୍ଟା ଥିଲା ଭାଷା ଆନ୍ଦୋଳନ ଯେଉଁ ବିଷୟରେ କି ପୂର୍ବରୁ ଆଲୋଚନା ହୋଇଅଛି । - ଏହାପରେ ବିଭିନ୍ନ କା ଜାତୀୟ ଜାଗରଣର ଉଦ୍ଭବ ଘଟିଥିଲା । - ଏହି ଜାତୀୟ ଚେତନାର ଉଦ୍ଭବ ହିଁ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନିମନ୍ତେ ଅନେକ ସହାୟକ ହୋଇପାରିଥିଲା । - ଏହି ଜାତୀୟ ଜାଗରଣ ନିମନ୍ତେ ଦାୟୀ ଅନେକ କାରଣ ଯଥା– ଆଧୁନିକ ଶିକ୍ଷାର ପ୍ରସାର, ଦେଶୀୟ ପ୍ରେସ୍ର ପ୍ରଚଳନ ଓ ବିଭିନ୍ନ ଅନୁଷ୍ଠାନ ଗଠନ ପ୍ରଭୃତି ଗୁଡ଼ିକ ଦାୟୀ ଥିଲେ । - ପରିଶେଷରେ ଅନେ ଜାତୀୟ ନେତା ଓ ବୁଦ୍ଧିଜୀବୀ ମାନଙ୍କର ଆବିର୍ଭାବ ଯଥା— ଫକୀରମୋହନ ସେନାପତି, ମଧୁସୂଦନ ଦାସ, ଗୌରୀଶଙ୍କର ରାୟ, ରାଧାନାଥ ରାୟ ପ୍ରଭୃତିଙ୍କର ଓଡ଼ିଆ ଭାଷାଭାଷୀ ଲୋକମାନଙ୍କର ରାଜନୈତିକ ଜାଗରଣ ନିମନ୍ତେ ଅନେକ ନକ ଅବଦାନ ରହିଥିଲା । - ଓଡ଼ି ଓଡ଼ିଶାରେ ଘଟିଥିବା ୧୮୬୬ ମସିହାର ଦାରୁଣ ଦୁର୍ଭିକ୍ଷ ପରେ ପ୍ରାୟତଃ ଏହି ଜନଜାଗରଣ ଦେଖ ଖା ଦେଇଥିଲା ଓ ଏହାପରେ ପରେ ଓଡ଼ିଶ ଡ଼ିଶାର ବିଚ୍ଛିନ୍ନ ଅଞ୍ଚଳକୁ ଏକ୍ରତୀକରଣ କରିବା ନିମନ୍ତେ ଓଡ଼ିଆମାନେ ଜାତୀୟ ଜାଗରଣକୁ ଓହ୍ଲାଇ ଆସିଥିଲେ । ## ସମ୍ବଲପୁର ଆନ୍ଦୋଳନ ଓ ମିଶ୍ରଣ (Integration of Sambalpur) - ବିଶିଷ୍ଟ ଙ୍କର ରାୟ ପ୍ରଦେଶର ଅଫିସଗୁଡ଼ିକରେ କଲେ ଯେ ଏପରି ମାନବୃଦ୍ଧି କରିହେବ । - ଏହିପରି ପରି ଭାବରେ ଭାଷା ଆନ୍ଦୋଳନ ପରେ ପରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକଗୁଡ଼ିକୁ ଏକତ୍ରୀକରଣ ନିମନ୍ତେ ଦାବି ଜୋର୍ ଧରିଲା ଓ ସମସ୍ତ ଓଡ଼ିଆମାନେ ଆପ୍ରାଣ ଉଦ୍ୟମ କରି ବସିଲେ । - ଏହାର ନେତୃତ୍ବ ନେଇଥିଲେ ଓଡ଼ିଶାର ବୁଦ୍ଧିଜୀବୀ ଓ ଲେଖକଗଣ ଯଥା— ମଧୁସୂଦନ ଦାସ, ଗଙ୍ଗାଧର ମେହେର, ନୀଳମଣି ବିଦ୍ୟାରତ୍ନ ଓ ଗୌରଶଙ୍କ ପ୍ରଭୃତି । - ପ୍ରଥମେ ସମ୍ବଲପୁର ଠାରେ ଏହି ବିଷୟରେ ଏକ ଆନ୍ଦୋଳନ ସଂଗଠିତ ହୋଇଥିଲା । - କାରଣ ମଧ୍ୟ ମୁଖ୍ୟ କମିଶନ କମିଶନର ଆଞ୍ଛଫ୍ରେଜର ଶାସନଗତ ସୁବିଧା ଦୃଷ୍ଟିକୋଣରୁ ୧୮୯୫ ମସିହାରେ ସମ୍ବଲପୁରର ସ୍କୁଲ ଓ ଅର୍ବ ହିନ୍ଦୀ ଭାଷାର ପ୍ରଚଳନ କରିଥିଲେ । - ଏହି ଅଞ୍ଚଳଟି କେନ୍ଦ୍ରପ୍ରଦେଶ ଅନ୍ତର୍ଗତ ଥିଲା । - କାରଣ ସେ ଅନୁଭବ କରିବା ଦ୍ୱାରା ମଧ୍ୟପ୍ରଦେଶ ଓ (ପୁର ମଧ୍ୟରେ କର୍ମଋରୀଙ୍କ ଅଦଳବଦଳ କରାଯାଇ ଶାସନର ସମ୍ବଲପୁର ମାତ୍ର ଏଠାରେ ବାସ କରୁଥିବା ଡ଼ିଆମାନେ ଏହା ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲେ ଓ କାରଣ ସେମାନେ ଏହାଦ୍ଵାରା ଅନେକ ଅସୁବିଧା ଭୋଗ କରିଥିଲେ । - ତେଣୁ ସେମାନେ ଭାଷା ଆସିଥିଲେ । ଯାହାକି ପୂର୍ବରୁ ବର୍ଷିତ ହୋଇଅଛି । - ଏହାକୁ ମଧ୍ୟ ସମର୍ଥନ କରିଥିଲେ ବୁଦ୍ଧିଜୀବୀ ନୀଳମ ‘ସମ୍ବଲପୁର ହିତୈଷିଣୀ’ ନାମକ ଏକ ପତ୍ରିକାରେ । - ତାଙ୍କୁ ସମର୍ଥନ କରିଥିଲେ ବିଶିଷ୍ଟ ସ୍ଵଭାବ କବି ଗଙ୍ଗାଧର ଏହାବ୍ୟତୀତ ଏହି ଭାଷା ଆନ୍ଦୋଳନକୁ ଆଗେଇ ନେଇଥିଲେ ଅନ୍ୟାନ୍ୟ ବୁଦ୍ଧିଜୀବୀ ଗଣ ଯଥା– ଧରଣୀଧର ମୋହନ ମିଶ୍ର, ବ୍ରଜମୋହନ ପଟ୍ଟନାୟକ ଓ ବଳଭଦ୍ର ସୂପକାର ପ୍ରଭୃତି । - ମଧୁସୂଦନ ଦାସ ଏହି ଆନ୍ଦେ କରିଥିଲେ । - ତେଣୁ ଭାଷା ଆନ୍ଦୋଳନ ମାଧ୍ଯମରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ଏକାଠି କରି ଏକ ସ୍ଵତନ୍ତ୍ର ପ୍ରଦେଶ ଗଠନ କରିବାର ଦାବି ଜୋର ଧରିଲା । - ଏଠାକାର ବୁଦ୍ଧିଜୀବୀମାନେ ଲର୍ଡ଼ କର୍ଜନଙ୍କୁ ଏହି ବିଷୟରେ ଦାବିପତ୍ର ପ୍ରଦାନ କରିଥିଲେ । ## ଉତ୍କଳ ସମ୍ମିଳନୀ (Utkal sammilani) - ସମ୍ବଲପୁର ମିଶ୍ରଣ ପରେ ମଧ୍ୟ ଆହୁରି ଅନେକ ବିଷୟରେ ଦାବି ରହିଯାଇଥିଲା । - ଏଥିପାଇଁ ଉତ୍କଳ ଗୌରବ ମଧୂସୂଦନ ଦାସଙ୍କର ଉଦ୍ୟମ ଅତୁଳନୀୟ ଥୁଲା । - ସେ ମଧ୍ୟ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ରୀକରଣ କରି ଏକ ସ୍ଵତନ୍ତ୍ର ପ୍ରଦେଶ ଗଠନ କରିବାରେ ଉଦ୍ୟମ କରିଥିଲେ । - ସେ କଟକର ସତ୍ୟଭାମାପୁର ଠାରେ ९८୦४८ ମସିହାରେ ଜନ୍ମଲାଭ କରିଥିଲେ । - ତାପରେ ବାଲ୍ୟଶିକ୍ଷା ସମାପ୍ତ କରି ବୟସ ବୃଦ୍ଧି ସହିତ ଉଚ୍ଚଶିକ୍ଷା ଲାଭ କରିଥିଲେ । - କଲିକତା ବିଶ୍ୱବିଦ୍ୟାଳୟରୁ ୧୮୭୮ ମସିହାରେ ଆଇନ ଡିଗ୍ରୀ ହାସଲ କରି ସେ କଟକରେ ଓକିଲାତି କରିବା ଆରମ୍ଭ କରିଥିଲେ । - ସେ ଧାରଣତଃ ସେତେବେଳେ ମଧୁବାବୁ ଭାବରେ ପରିଚିତ ଥିଲେ । - ଯଦିଓ ସେ ଓକିଲାତିକୁ ନିଜର ପେଷା ଭାବରେ ଗ୍ରହଣ କରି ନେଇଥିଲେ ମାତ୍ର ଜଣେ ନିଚ୍ଛକ ସାଧା ଦେଶପ୍ରେମର ରକ୍ତ ତାଙ୍କ ଦେହରେ ପ୍ରବାହମାନ ଥିଲା। - ସେ ନିଜ ଦେଶ ମାତୃକାର ସେବା କରିବାପାଇଁ ଆଗେଇ ଆସିଥିଲେ । - ସେ ମାନ୍ଦ୍ରାଜଠାରେ ଅନୁଷ୍ଠିତ ଜାତୀୟ କଂଗ୍ରେସର ସମ୍ମିଳନୀରେ ୧୯୦୨ ମସିହାରେ ଯୋଗ ଦେଇଥିଲେ । - ଗୌରୀଶଙ୍କର ରାୟ ତାଙ୍କୁ ସହଯୋଗ କରିଥିଲେ । - ସେ ଦୁହେଁ ଓ ଅନ୍ୟ କେତେଜଣ ବୁଦ୍ଧିଜୀବୀ ଛିନ୍ନବିଚ୍ଛନ୍ନ ଓଡ଼ିଶାକୁ ଏକତ୍ରୀକରଣ କରି ଏକ ସ୍ଵତନ୍ତ୍ର ଓଡ଼ିଆ ପ୍ରଦେଶ ଗଠନ କରିବା ନିମିତ୍ତ ପ୍ରସ୍ତାବ ଦେଲେ ତଥା ଗଞ୍ଜାମକୁ ଓଡ଼ିଶା ଡିଭିଜନ୍ରେ ମିଶ୍ରଣ କରିବା ପାଇଁ ଉଦ୍ୟମ କରିଥିଲେ । - ମାତ୍ର ସେମାନଙ୍କର ପ୍ରସ୍ତାବ କାର୍ଯ୍ୟକାରୀ ନ ହେବାରୁ ମଧୁବାବୁ ଜାତୀୟ କଂଗ୍ରେସରୁ ବାହାରି ଆସିଥିଲେ । ## ବିହାର – ଓଡ଼ିଶା ପ୍ରଦେଶ ଗଠନ (Formation of Bihar-Odisha province) - ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟଏକ ପର୍ଯ୍ୟାୟ ଥିଲା ବିହାର ଓ ଓଡ଼ିଶା ପ୍ରଦେଶ ଗଠନ ଏବଂ ମଧୁବାବୁ ମଧ୍ୟ ଏକ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଇଥିଲେ । - ଏହି କାର୍ଯ୍ୟରେ ଲର୍ଡ଼ ହାର୍ଡିଞ୍ଜ (Lord Hardinge) ମଧ୍ୟ ତାଙ୍କୁ ସାହାଯ୍ୟ କରିଥିଲେ ଓ ସେ ୧୯୧୧ ମସିହାରେ ଏଠାରେ ବଡ଼ଲାଟ୍ ଭାବରେ ଯୋଗ ଦେଲେ । - ଏହି ସମୟରେ ବଙ୍ଗରେ ଶ୍ରୀଅରବିନ୍ଦ ଘୋଷଙ୍କ ଦ୍ଵାରା ଚରମପନ୍ଥୀ ଆନ୍ଦୋଳନ ଆରମ୍ଭ ହୋଇଥିଲା ଓ ସର୍ବତ୍ର ଘୋର ବିପର୍ଯ୍ୟସ୍ତ ଅବସ୍ଥା ଦେଖାଦେଇଥିଲା । - ୧୯୦୫ ମସିହାରେ ତାହା ଭାରତ ସରକାରଙ୍କୁ ନିଜର ରାଜଧାନୀକୁ ସ୍ଥାନାନ୍ତରିତ କରିବାକୁ ବାଧ କରିଥିଲା । - ତେଣୁ ୧୯୧୧ ମସିହାରେ ବଙ୍ଗର ରାଜଧାନୀ କଲିକତାରୁ ଦିଲ୍ଲୀକୁ ସ୍ଥାନାନ୍ତରିତ କରାଗଲା ଓ ବଙ୍ଗ ବିଭାଜନ ମଧ୍ୟ ହେଲା । - ଏହି ସମୟରେ ଲର୍ଡ଼ ହାର୍ଡିଞ୍ଜ ବିହାର ସେ ଓଡ଼ିଶା ପ୍ରଦେଶ ନାମରେ ଏକ ସ୍ବତନ୍ତ୍ର ନୂତନ ପ୍ରଦେଶ