3rd Semester Ethics & Values Exam - KAC/1040 2023 PDF

Summary

This is a 3rd semester Ethics and Values exam from 2023 for KAC/1040. The exam has sections on drug addiction, tobacco, and alcoholism. It features multiple choice and essay questions covering health, societal, and personal impacts of such issues.

Full Transcript

## 3RD SEMESTER EXAMINATION - ETHICS & VALUES **KAC/1040** **2023 (R & B)** **F.M. - 25** **Time-1 hour** **+3 IIND Yr. Arts/Sc./Comm.** **[The figures in the right hand margin indicate marks. Answer ALL the questions as directed.]** ### Part-1 1. Answer All the questions within two sentences eac...

## 3RD SEMESTER EXAMINATION - ETHICS & VALUES **KAC/1040** **2023 (R & B)** **F.M. - 25** **Time-1 hour** **+3 IIND Yr. Arts/Sc./Comm.** **[The figures in the right hand margin indicate marks. Answer ALL the questions as directed.]** ### Part-1 1. Answer All the questions within two sentences each :- - 11x5 - ନିମ୍ନୋକ୍ତ ସମସ୍ତ ପ୍ରଶ୍ନର ଉତ୍ତର ଦିଅ ଓ ପ୍ରତ୍ୟେକକୁ ଦୁଇଟି ବାକ୍ୟରେ ଲେଖ । a) What do you mean by Drug Addiction? - ଔଷଧର ଅପବ୍ୟବହାର କହିଲେ ତୁମେ କ’ଣ ବୁଝ ? b) State the health hazards associated with drug and tobacco addition and alcoholism. - ଔଷଧର ଅପବ୍ୟବହାର, ତମାଖୁ ସେବନ ଓ ଅଭ୍ୟାସଗତ ମଦ୍ୟପାନ ସହ ସଂପୃକ୍ତ ସ୍ଵାସ୍ଥ୍ୟ-ବିପଦଗୁଡ଼ିକ ଉଲ୍ଲେଖ କର । c) How do drug and tobacco addiction and alcoholism cause loss of physical and mental strength? - ଔଷଧର ଅପବ୍ୟବହାର, ତମାଖୁ ସେବନ ଓ ଅଭ୍ୟାସଗତ ମଦ୍ୟପାନ କିପରି ଶାରୀରିକ ଓ ମାନସିକ ଶକ୍ତି ହ୍ରାସର କାରଣ ହୋଇଥାଏ ? d) What do you mean by deaddiction? - ନିଶା ପରିତ୍ୟଜନ କହିଲେ ତୁମେ କ’ଣ ବୁଝ ? e) State the role of students for tobacco free campus. - ତମାଖୁଯୁକ୍ତ ବିଦ୍ୟାୟତନ ନିମନ୍ତେ ଛାତ୍ରଛାତ୍ରୀମାନଙ୍କ ଭୂମିକା ଉଲ୍ଲେଖ କର । ### Part-II 2. Answer any Five questions within 50 words each :- - [2 x 5] - ନିମ୍ନୋକ୍ତ ଯେକୌଣସି ୫ଟି ପ୍ରଶ୍ନର ଉତ୍ତର ପ୍ରତ୍ୟେକକୁ ୫୦ଟି ଶବ୍ଦ ମଧ୍ୟରେ ଦିଅ । a) "Drug and tobacco addiction and alcoholism act as silent killers" - Explain. - “ ଔଷଧର ଅପବ୍ୟବହାର, ତମାଖୁ ସେବନ ଓ ଅଭ୍ୟାସଗତ ମଦ୍ୟପାନ ନିରବ ଘାତକ ପରି କାର୍ଯ୍ୟ କରିଥାନ୍ତି ” – ବ୍ୟାଖ୍ୟା କର । b) How do drug and tobacco addiction and alcoholism cause loss of family ties and relationship? - ଔଷଧର ଅପବ୍ୟବହାର, ତମାଖୁ ସେବନ ଓ ଅଭ୍ୟାସଗତ ମଦ୍ୟପାନ କିପରି ପାରିବାରିକ ବନ୍ଧନ ଓ ସମ୍ପର୍କ ହ୍ରାସର କାରଣ ହୋଇଥାନ୍ତି ? c) What do you mean by loss of societal respect and dignity? - ସାମାଜିକ ସମ୍ମାନ ଓ ଗୌରବ ହ୍ରାସ କହିଲେ ତୁମେ କ’ଣ ବୁଝ ? d) What is meant by Rehabilitation? - ପୁନର୍ବସନ କହିଲେ ତୁମେ କ’ଣ ବୁଝ ? e) State the role of Non-Government organizations and other agencies for tobacco free campus. - ତମାଖୁଯୁକ୍ତ ବିଦ୍ୟାୟତନ ନିମନ୍ତେ ବେସରକାରୀ ସଂଗଠନ ଓ ଅନ୍ୟ ସଂସ୍ଥାଗୁଡ଼ିକର ଭୂମିକା ଉଲ୍ଲେଖ କର । f) "Drug and tobacco addiction and alocoholism cause loss of character" - Explain. - “ ଔଷଧର ଅପବ୍ୟବହାର, ତମାଖୁ ସେବନ ଓ ଅଭ୍ୟାସଗତ ମଦ୍ୟପାନ ଚାରିତ୍ରିକ ଅବକ୍ଷୟର କାରଣ ହୋଇଥାନ୍ତି” - ବ୍ୟାଖ୍ୟା କର । g) What is the aim of Narcotic Drug and Psychotropic Substances Act, 1985? - ୧୯୮୫ ମସିହାରେ ପ୍ରଣୀତ ନିଦ୍ରାକାରକ ଔଷଧ ଓ ମନୋପ୍ରଭାବୀ ଦ୍ରବ୍ୟ ଆଇନର ଲକ୍ଷ୍ୟ କ’ଣ ? ### Part-III Answer any Two of the following within 200 words each :- - [ 5 x 2 ] 3. Describe the myths associated with drug and tobacco addiction and alcoholism. - ଔଷଧର ଅପବ୍ୟବହାର, ତମାଖୁ ସେବନ ଓ ଅଭ୍ୟାସଗତ ମଦ୍ୟପାନ ସହ ସଂପୃକ୍ତ ଉପାଖ୍ୟାନଗୁଡ଼ିକ ବର୍ଣ୍ଣନା କର । 4. Discuss the socio-economic impact of drug and tobacco addiction and alcoholism. - https://www.odishastudy.com - ଔଷଧର ଅପବ୍ୟବହାର, ତମାଖୁ ସେବନ ଓ ଅଭ୍ୟାସଗତ ମଦ୍ୟପାନର ସାମାଜିକ-ଅର୍ଥନୈତିକ ପ୍ରଭାବ ଆଲୋଚନା କର । 5. State the mechanism and Government Schemes for prevention of drug and tobacco addiction and alcoholism. - ଔଷଧର ଅପବ୍ୟବହାର, ତମାଖୁ ସେବନ ଓ ଅଭ୍ୟାସଗତ ମଦ୍ୟପାନ ନିବାରଣ ନିମନ୍ତେ ଉଦ୍ଦିଷ୍ଟ କୌଶଳ ଓ ସରକାରୀ ଯୋଜନାଗୁଡ଼ିକ ଉଲ୍ଲେଖ କର । 6. Discuss the role of students to make their family and immediate surroundings tobacco free. - ନିଜ ପରିବାର, ପରିବେଶ ଓ ପରିବେଷ୍ଟନୀକୁ ତମାଖୁଯୁକ୍ତ ରଖୁବା ନିମନ୍ତେ ଭୂମିକା ଆଲୋଚନା କର । **https://www.odishastudy.com** **Whatsapp @ 9300930012** **Send your old paper & get 10/-** **अपने पुराने पेपर्स भेजे और 10 रुपये पायें, Paytm or Google Pay से** **https://www.odishastudy.com**

Use Quizgecko on...
Browser
Browser