🎧 New: AI-Generated Podcasts Turn your study notes into engaging audio conversations. Learn more

Loading...
Loading...
Loading...
Loading...
Loading...
Loading...
Loading...

Transcript

## Nandika kesari long questions answer/+3 odia 5th semester core-11 13K views 1y ago #ug...more SAHITYA SINDHU SVS TU... 19.4K - 338 - Comments 5 - Share - Remix - Download 'ନନ୍ଦିକା କେଶରୀ' ନାଟକ ଆଧାରରେ ରାଜକୁମାରୀ ନନ୍ଦିକାର ଚରିତ୍ର ଚିତ୍ରଣ କର। 'ନନ୍ଦିକା କେଶରୀ' ନାଟକରେ ମୁଖ୍ୟ ଚରିତ୍ର ରାଜନନ୍ଦିନୀ ନନ୍ଦିକା ।...

## Nandika kesari long questions answer/+3 odia 5th semester core-11 13K views 1y ago #ug...more SAHITYA SINDHU SVS TU... 19.4K - 338 - Comments 5 - Share - Remix - Download 'ନନ୍ଦିକା କେଶରୀ' ନାଟକ ଆଧାରରେ ରାଜକୁମାରୀ ନନ୍ଦିକାର ଚରିତ୍ର ଚିତ୍ରଣ କର। 'ନନ୍ଦିକା କେଶରୀ' ନାଟକରେ ମୁଖ୍ୟ ଚରିତ୍ର ରାଜନନ୍ଦିନୀ ନନ୍ଦିକା । ନନ୍ଦିକାକୁ ନେଇ ନାଟ୍ୟକାର କାହାଣୀ ଗତିଶୀଳ । ନାଟ୍ୟକାର ନନ୍ଦିକାକୁ ଜଣେ ପ୍ରେମ ଭିକାରୁଣୀ କଳଙ୍କିତ ଚରିତ୍ର ରୂପେ ଉପସ୍ଥାପନା ନ କରି ତା' ମଧ୍ଯରେ ଭରି ଦେଇଛନ୍ତି ଜାତୀୟତାବୋଧ । ଉତ୍କଳର ରାଜା ସୁବର୍ଷ କେଶରୀଙ୍କର ସେ ହେଉଛି ଏକମାତ୍ର ଦୁହିତା । ସୁବର୍ଣ୍ଣ କେଶରୀଙ୍କ ରାଜକୀୟ କାର୍ଯ୍ୟରେ ନନ୍ଦିକା ସନ୍ତୁଷ୍ଟ ନୁହନ୍ତି । ରାଜାଙ୍କ ଶାସନରେ ଦେଖୁଛି ଅହଙ୍କାର । ଏକଛତ୍ରବାଦର କଳୁଷିତ ଶାସନ ସମୂଳେ ବିନାଶ କରି ଏକ ଭ୍ରଷ୍ଟାଚାର ବିହୀନ ସମାଜ ଗଠନ ପାଇଁ ଅଙ୍ଗୀକାର ବଦ୍ଧ ହୋଇଛି ନନ୍ଦିକା । ନିଜ ପିତା ସୁବର୍ଣ୍ଣ କେଶରୀଙ୍କ ଶାସନ ବିରୁଦ୍ଧରେ ସେ ଯଦିଓ ବିପ୍ଳବୀ ପରି ସ୍ୱରୋତ୍ତଳନ କରି ନାହିଁ, ତଥାପି ସମାଜରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରାଣ ପଣେ ଉଦ୍ୟମ କରିଛି ।

Tags

Odia literature Nandika Kesari character analysis Indian drama
Use Quizgecko on...
Browser
Browser