🎧 New: AI-Generated Podcasts Turn your study notes into engaging audio conversations. Learn more

Screenshot_20240928_172500.jpg

Loading...
Loading...
Loading...
Loading...
Loading...
Loading...
Loading...

Transcript

## ଉଚ୍ଚ ମାଧ୍ୟମିକ ରାଜନୀତି ବିଜ୍ଞାନ I ଦ୍ବାଦଶ ଶ୍ରେଣୀ ### ଆରିଷ୍ଟଟଲ୍‌ଙ୍କ ମତରେ ଯଦିଓ ଗଣତନ୍ତ୍ର ହେଉଛି ସୁଜନତନ୍ତ୍ର (Polity)ର ନିକୃଷ୍ଟ ରୂପାନ୍ତର, ଆଧୁନିକ କାଳରେ କିନ୍ତୁ ଗଣତନ୍ତ୍ରକୁ ସମସ୍ତ ଶାସନ ବ୍ୟବସ୍ଥା ମଧ୍ୟରେ ଶ୍ରେଷ୍ଠ ତଥା ଆଦର୍ଶ ଶାସନବ୍ୟବସ୍ଥା ରୂପେ ବର୍ଣ୍ଣନା କରାଯାଇଛି । ### ସଜ୍ଞା : - ଲର୍ଡ଼ ବ୍ରାଇସ୍ (Lord Bryce)ଙ୍କ ମତରେ, “ ଯ...

## ଉଚ୍ଚ ମାଧ୍ୟମିକ ରାଜନୀତି ବିଜ୍ଞାନ I ଦ୍ବାଦଶ ଶ୍ରେଣୀ ### ଆରିଷ୍ଟଟଲ୍‌ଙ୍କ ମତରେ ଯଦିଓ ଗଣତନ୍ତ୍ର ହେଉଛି ସୁଜନତନ୍ତ୍ର (Polity)ର ନିକୃଷ୍ଟ ରୂପାନ୍ତର, ଆଧୁନିକ କାଳରେ କିନ୍ତୁ ଗଣତନ୍ତ୍ରକୁ ସମସ୍ତ ଶାସନ ବ୍ୟବସ୍ଥା ମଧ୍ୟରେ ଶ୍ରେଷ୍ଠ ତଥା ଆଦର୍ଶ ଶାସନବ୍ୟବସ୍ଥା ରୂପେ ବର୍ଣ୍ଣନା କରାଯାଇଛି । ### ସଜ୍ଞା : - ଲର୍ଡ଼ ବ୍ରାଇସ୍ (Lord Bryce)ଙ୍କ ମତରେ, “ ଯେଉଁ ସରକାରରେ ଶାସନ କ୍ଷମତା କୌଣସି ନିର୍ଦ୍ଦିଷ୍ଟ ଶ୍ରେଣୀ ଶ୍ରେଣୀର ଲୋକଙ୍କ ହାତରେ ନ ରହି ସମଗ୍ର ଗୋଷ୍ଠୀର ସଦସ୍ୟମାନଙ୍କ ହାତରେ ଆଇନତଃ ନ୍ୟସ୍ତ ଥାଏ, ତାକୁ ଗଣତନ୍ତ୍ର କୁହାଯାଏ।” - ବିଜ୍ଞାନୀ ସୀଲି (Seeley) କହିଛନ୍ତି, “ ଗଣତନ୍ତ୍ର ଏପରି ଏକ ଶାସନ ବ୍ୟବସ୍ଥା ବସ୍ଥା ଯେଉଁଥିରେ ସମସ୍ତଙ୍କର ଭାଗିଦାର ରହିଥାଏ।” - ଆମେରିକାର ପୂର୍ବତନ ପ୍ରଖ୍ୟାତ ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନ୍ (Abraham Lincoln)ଙ୍କ ମତରେ – “ ଗଣତନ୍ତ୍ର ହଲା ଜନଗଣଙ୍କର, ଜନଗଣଙ୍କ ଦ୍ବାରା ଓ ଜନଗଣଙ୍କ କଲ୍ୟାଣ ପାଇଁ ପ୍ରତିଷ୍ଠିତ ସରକାର।” ### ଗଣତନ୍ତ୍ରର ଶ୍ରେଣୀବିଭାଗ ### ଗଣତନ୍ତ୍ରକୁ ସାଧାରଣତଃ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଏ । - (କ) ପ୍ରତ୍ଯକ୍ଷ ଗଣତନ୍ତ୍ର - (ଖ) ପରୋକ୍ଷ ବା ପ୍ରତିନିଧୂମୂଳକ ଗଣତନ୍ତ୍ର । ### (କ) ପ୍ରତ୍ୟକ୍ଷ ଗଣତନ୍ତ୍ର (Direct Democracy): ପ୍ରତ୍ୟକ୍ଷ ଗଣତନ୍ତ୍ରରେ ରାଷ୍ଟ୍ରର ନାଗରିକମାନେ ପ୍ରତ୍ୟକ୍ଷ ଭାବେ ଶାସନ କାର୍ଯ୍ୟ ପରିପ୍ପଳନା କରନ୍ତି। ପ୍ରାଚୀନ ଗ୍ରୀସ୍‌ର ନଗରରାଜ୍ୟଗୁଡ଼ିକରେ ଏ ପ୍ରକାର ବ୍ୟବସ୍ଥା ପ୍ରଚଳନ ଥିଲା। ନଗରରାଜ୍ୟର ସମସ୍ତ ନାଗରିକ ଗୋଟିଏ ସ୍ଥାନରେ ସମବେତ ହୋଇ ଆଇନ ପ୍ରଣୟନ, ନୀତି ନିର୍ଦ୍ଧାରଣ, ତଥା ସମସ୍ତ ସରକାରୀ କାର୍ଯ୍ୟ ସମ୍ପାଦନ କରୁଥିଲେ। ସମୟେ ସମୟେ ଏହିପରି ଭାବେ ସେମାନେ ଏକତ୍ରିତ ହୋଇ ବିୟର କାର୍ଯ୍ୟ ମଧ୍ଯ ପରିପ୍ପଳନ ଳନା କରୁଥିଲେ । ମାତ୍ର ଏହା ସମ୍ଭବ ହେଉଥିଲା, କାରଣ ସେତେବେଳେ ନଗରରାଜ୍ୟଗୁଡ଼ିକର ଆୟତନ କ୍ଷୁଦ୍ର ଥିଲା ଏବଂ ଜନସଂଖ୍ୟା

Tags

political theory democracy government
Use Quizgecko on...
Browser
Browser